Latest Odisha News

BREAKING NEWS

ମାଟିରେ ମିଶିଲା ଲୋକସଭା ସାଂସଦ ଅଭିଷେକ ବାନାର୍ଜୀଙ୍କ କାର୍ଯ୍ୟାଳୟ

କୋଲକତା: ମାଟିରେ ମିଶିଲା ଲୋକସଭା ସାଂସଦ ତଥା ତୃଣମୂଳ କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ କାର୍ଯ୍ୟାଳୟ । ଆଜି ଏକ ବୁଲଡୋଜର ସାହାର୍ଯ୍ୟରେ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଆମତଲାଠାରେ ଥିବା ଅଭିଷେକଙ୍କ ଏହି କାର୍ଯ୍ୟାଳୟକୁ ଭଙ୍ଗାଯାଇଛି । ଏହି ସମୟରେ ବ୍ୟାପକ ପୋଲିସ…

ଜବାବ ରଖିଲା ବିସିସିଆଇ, ଭାରତୀୟ ନାଗରିକ କେବଳ ଖେଳିପାରିବେ ଘରୋଇ ଟୁର୍ଣ୍ଣାମେଂଟ

ନୂଆଦିଲ୍ଲୀ: ଓଭରସିଜ ସିଟିଜେନ ଅଫ ଇଣ୍ଡିଆ (ଓସିଆଇ), ପିଆଇ ଓ ଓସିଆଇ କାର୍ଡ ହୋଲ୍ଡରକୁ ନେଇ ବିସିସିଆଇ ବମ୍ବେ ହାଇକୋର୍ଟ ନିକଟରେ ଜବାବ ରଖିଛି । କେବଳ ଭାରତୀୟ ନାଗରିକ ଏଠାରେ ଘରୋଇ କ୍ରିକେଟ ଖେଳିପାରିବେ ବୋଲି ଉକ୍ତ ଜବାବରେ ଉଲ୍ଲେଖ ରହିଛି । ୧୨ଜଣ ଯୁବ ଓସିଆଇ କାର୍ଡ ହୋଲ୍ଡର୍ସ ଘରୋଇ…

ଶତ୍ରୁର ସବ୍‌ମେରିନ୍‌ ହେବ ଧ୍ୱଂସ;ଜୁଲାଇ ୨୨ ରେ INS ମାଲଭାନ ନୌସେନାରେ ହେବ ସାମିଲ;ଏହି ଯୁଦ୍ଧପୋତର କ୍ଷମତା…

ନୂଆଦିଲ୍ଲୀ:ଭାରତ କ୍ରମାଗତ ଭାବରେ ନିଜର ପ୍ରତିରକ୍ଷା କ୍ଷମତାକୁ ବୃଦ୍ଧି କରୁଛି। ଏହି ପରିପ୍ରେକ୍ଷୀରେ, ଭାରତୀୟ ନୌସେନା ନିଜର ନୂତନ ଯୁଦ୍ଧପୋତ 'ଆଇଏନ୍‌ଏସ୍ ମାଲଭାନ୍' (INS Malvan)ର ଅଫିସିଆଲ୍ ଚିହ୍ନ ବା 'କ୍ରେଷ୍ଟ' (crest) ଉନ୍ମୋଚନ କରିଛି। ଏହି ଚିହ୍ନରେ 'ବାଘ ନଖ' (tiger…

ବିବାହ କଲେ ଲୋକପ୍ରିୟ ଅଭିନେତ୍ରୀ ଜେନିଫର ୱିଙ୍ଗେଟ୍

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଏବଂ ସୁନ୍ଦରୀ ଅଭିନେତ୍ରୀ ଜେନିଫର ୱିଙ୍ଗେଟ୍ ପୁଣିଥରେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଅଛନ୍ତି। ସେ ସିଙ୍ଗାପୁରର ଜଣେ ଜଣାଶୁଣା ବ୍ୟବସାୟୀ ୱିଲିୟମ୍ ଇସମାଏଲଙ୍କୁ ବିବାହ କରିଛନ୍ତି। ଅଭିନେତ୍ରୀ ସୋସିଆଲ ମିଡିଆରେ ତାଙ୍କ ସ୍ୱପ୍ନର ବିବାହର ଏକ…

Ayushman Bharat card In Odisha:କ୍ୟାନସର ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି; ଆୟୁଷ୍ମାନ କାର୍ଡରେ ହେବ କ୍ୟାନସର…

ଭୁବନେଶ୍ବର: ଆୟୁଷ୍ମାନ ଭାରତ କାର୍ଡରେ କ୍ୟାନ୍ସର ଚିକିତ୍ସା ସୁବିଧା ମିଳିବ ବୋଲି ବଡ଼ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଚଳିତ ବର୍ଷର ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କ୍ୟାନସର ଆରୋଗ୍ୟ ଯୋଜନାକୁ ସାମିଲ କରାଯାଇଥିବା ବେଳେ, ଏହି ଯୋଜନା ଅଧିନରେ କ୍ୟାନସର ଚିକିତ୍ସା ପାଇଁ…

ଶ୍ୟାମ ମେଟାଲିକ୍ସ ପକ୍ଷରୁ ଓଡ଼ିଶାରେ ଆଲୁମିନିୟମ ଫଏଲ୍ କାରଖାନା କାର୍ଯ୍ୟକ୍ଷମ

ଭୁବନେଶ୍ୱର: ଶ୍ୟାମ ମେଟାଲିକ୍ସ ଆଣ୍ଡ୍ ଏନର୍ଜି ଲିମିଟେଡ୍‌ର ସହାୟକ କମ୍ପାନୀ ଏସ୍‌ଏମ୍‌ଇଏଲ୍ ଷ୍ଟିଲ୍ ଷ୍ଟ୍ରକ୍‌ଚରାଲ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଓଡ଼ିଶାର ସମ୍ବଲପୁର ଜିଲ୍ଲା ସ୍ଥିତ ଆଲୁମିନିୟମ ଫଏଲ୍ କାରଖାନାରେ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ହେବା ନେଇ ଘୋଷଣା କରାଯାଇଛି। ଏହି କାରଖାନାର…

ସବୁବେଳେ କୂଲଦୀପଙ୍କ ପ୍ରତି କାହିଁକି ହେଉଛି ଅନ୍ୟାୟ

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚ ଲର୍ଡସରେ ଖେଳାଯିବ । ଏହି ମ୍ୟାଚରେ ରୋହିତ ଶର୍ମାଙ୍କ ପ୍ରଦର୍ଶନ ଉପରେ ନଜର ରହିବ । ତେବେ ଏହା ମଧ୍ୟରେ କୂଲଦୀପ ଯାଦବଙ୍କୁ ବାରମ୍ବାର ଅଣଦେଖା କରିବା ନେଇ ପୂର୍ବତନ ଖେଳାଳି ଆକାଶ ଚୋପ୍ରା ପ୍ରତିକ୍ରିୟା…

ନଗରପାଳଙ୍କ ସହ ୯ କାଉନସିଲର ବିଜେପିରେ ସାମିଲ, ଚର୍ଚ୍ଚାରେ ଅଧିରାଜଙ୍କ ପ୍ରତିକ୍ରିୟା

ନୂଆପଡ଼ା: ଖଡ଼ିଆଳ ଏନ୍‌ଏସି ରାଜନୀତିରେ ଏବେ ନୂଆ ସମୀକରଣ ଦେଖିବାକୁ ମିଳିଛି। ଖଡ଼ିଆଳ ନଗରପାଳ ଉଜ୍ଜଳ ଗୁପ୍ତାଙ୍କ ସହ ଅନ୍ୟ ୯ ଜଣ କାଉନସିଲର ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ ହେବା ପରେ ସ୍ଥାନୀୟ ରାଜନୀତି ସରଗରମ ହୋଇଉଠିଛି। ସୂଚନାଯୋଗ୍ୟ ଯେ, ଉଜ୍ଜଳ ଗୁପ୍ତା କଂଗ୍ରେସ ଦଳରୁ…

ରାଜ୍ୟର କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି: ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ବର: ମୌସୁମୀ ଟ୍ରଫ୍ ବର୍ତ୍ତମାନ ଅମୃତସର, କରନାଲ, ହରଦୋଇ, ରାଞ୍ଚି, ଦୀଘା ଏବଂ ଦକ୍ଷିଣ-ପୂର୍ବ ଦିଗକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଡକୁ ଗତି କରୁଛି। ଯେତେବେଳେ କି ଦକ୍ଷିଣ ଓଡ଼ିଶାରେ ଘୂର୍ଣ୍ଣିବଳୟ ଜାରି ରହିଛି। ଏହା ପ୍ରଭାବରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆହୁରି ୩ ଦିନ…

ଜୁଲାଇ-୨୦୨୬ ଶିକ୍ଷାବର୍ଷ ପାଇଁ ‘ଇଗ୍ନୋ’ର ନାମଲେଖା ୩୧କୁ ବୃଦ୍ଧି

ଭୁବନେଶ୍ବର: ବଢିଲା ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ବବିଦ୍ୟାଳୟ (ଇଗ୍ନୋ)ର ନାମଲେଖା । ଜୁଲାଇ- ୨୦୨୬ ଶିକ୍ଷାବର୍ଷ ପାଇଁ ନୂତନ ନାମଲେଖା ଏବଂ ପୁନଃ ପଞ୍ଜୀକରଣ ଅବଧି ବୃଦ୍ଧି କରାଯାଇଛି । ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଗ୍ରହୀ ବ୍ୟକ୍ତି ବିଶେଷ ଆସନ୍ତା ୩୧ ମଧ୍ୟରେ…