Latest Odisha News

BREAKING NEWS

ଜୁନ୍ ସୁଦ୍ଧା ନୂଆ NAC ଓ ପୌର ନିର୍ବାଚନ, ରାଜ୍ୟ ସରକାରଙ୍କୁ ନିର୍ବାଚନ କମିସନରଙ୍କ ଚିଠି

ଭୁବନେଶ୍ୱର : ଜୁନ୍ ସୁଦ୍ଧା ୨୪ ନୂଆ NAC ଓ ପୌର ନିର୍ବାଚନ । ରାଜ୍ୟ ସରକାରଙ୍କୁ ନିର୍ବାଚନ କମିସନରଙ୍କ ଚିଠି । ନୂଆ ୨୪ଟି ପୌରାଞ୍ଚଳରେ ଏହି ନିର୍ବାଚନ କରାଯିବ । ପୌରାଞ୍ଚଳ ଘୋଷଣାର ୬ମାସ ଭିତରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବା କଥା । ଗତ ଡିସେମ୍ବର ମାସରେ ରାଜ୍ୟସରକାର ୨୪ଟି ନୂଆ NAC ଓ…

ଭାରତୀୟ ବାୟୁସେନାର ଟ୍ରେନି ବିମାନ କ୍ରାସ, ପୋଖରୀରେ ପଡ଼ି…

ପ୍ରୟାଗରାଜ: ପ୍ରୟାଗରାଜରେ ଭାରତୀୟ ବାୟୁସେନାର ଏକ ବିମାନ ପୋଖରୀରେ ଖସିପଡ଼ି ଦୁର୍ଘଟଣାଗସ୍ତ ହୋଇଛି। ଏହା ଏକ ଟ୍ରେନି ବିମାନ ବୋଲି ଜଣାପଡ଼ିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଏପର୍ଯ୍ୟନ୍ତ ତିନି ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏଥିରେ କେତେ ଲୋକ ଥିଲେ ସେନେଇ ସଠିକ୍ ସଂଖ୍ୟା…

Swami Avimukteshwaranand Controversy: ଇଚ୍ଛାପତ୍ର, ନିର୍ବାଚନ ନା ଉତ୍ତରାଧିକାରୀ…କେଉଁମାନେ ବନନ୍ତି…

ପ୍ରୟାଗରାଜ୍: ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭବ୍ୟ ବିବାହ ଉତ୍ସବରେ ପ୍ରବେଶ କରନ୍ତି ଏବଂ ଏକ ଉଚ୍ଚ ଓ ପ୍ରତିଷ୍ଠିତ ସ୍ଥାନରେ ବସିଥିବା ସନ୍ଥଙ୍କୁ ପ୍ରଣାମ କରନ୍ତି। ସ୍ୱାମୀଜୀ ତାଙ୍କ ବେକରୁ ମାଳା କାଢ଼ି ଆଶୀର୍ବାଦ ସ୍ୱରୂପ ଭାରତର ପ୍ରଧାନମନ୍ତ୍ରୀଙ୍କ ଉପରେ ପିନ୍ଧାନ୍ତି। ସେ ସନ୍ଥ…

ପୁଷ୍ପା ୩ରେ ହେବ କି ସଲମାନଙ୍କ ଏଂଟ୍ରି

ମୁମ୍ବାଇ: ପୁଷ୍ପା ଫିଲ୍ମର ତୃତୀୟ ସଂସ୍କରଣ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଅଲ୍ଲୁ ଅର୍ଜୁନ ଅଭିନୀତ ଏହି ଫିଲ୍ମର ପୂର୍ବ ୨ଟି ସଂସ୍କରଣ ବକ୍ସ ଅଫିସରେ ଝଡ ସୃଷ୍ଟି କରିଛି । ପୁଷ୍ପା ୨ ଓଭରାଲ ୧୮୭୧ କୋଟିର କାରୋବାର କରିଥିଲା । ରିପୋର୍ଟ ମୁତାବକ ଏହାର ମେକର୍ସ ପୁଷ୍ପା ୩କୁ ଆହୁରି ଭବ୍ୟ…

କାହିଁକି ୟୁ-ଟର୍ଣ୍ଣ ନେଲା ଟ୍ରମ୍ପଙ୍କ ବିମାନ…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡରେ ବିଶ୍ୱ ଅର୍ଥନୈତିକ ଫୋରମରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ତାଙ୍କର ସ୍ୱତନ୍ତ୍ର ବିମାନ ଏୟାର ଫୋର୍ସ ୱାନ ହଠାତ୍ ୟୁ-ଟର୍ଣ୍ଣ କରିବାରୁ ସେ କାର୍ଯ୍ୟକ୍ରମରେ ଯୋଗ ଦେଇପାରିନଥିଲେ। ଉଡ଼ାଣ ଭରିବା ପୂର୍ବରୁ…

ଗ୍ରୀନଲ୍ୟାଣ୍ଡ କବ୍‌ଜା ପାଇଁ ଟ୍ରମ୍ପଙ୍କ ଚକ୍ରାନ୍ତ ?

ୱାଶିଂଟନ: କଳେ ବଳେ କୌଶଳେ ଗ୍ରୀନଲ୍ୟାଣ୍ଡକୁ କବ୍ଜା କରିବା ପାଇଁ ଚକ୍ରାନ୍ତ ଚଳାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏନେଇ ସେ ଡେନମାର୍କ ଏବଂ ବ୍ରିଟେନ ସମେତ ଅନ୍ୟ ୟୁରୋପୀୟ ଦେଶଗୁଡ଼ିକ ଉପରେ ଟାରିଫ୍ ଲଗାଇବାକୁ ଧମକ ଦେଇଛନ୍ତି । ଯେପର୍ଯ୍ୟନ୍ତ ସେମାନେ ଗ୍ରୀନଲ୍ୟାଣ୍ଡକୁ…

Sunita Williams Retires: ବିଦାୟ ନେଲେ ସୁନିତା ୱିଲିୟମ୍ସ 

ନୂଆଦିଲ୍ଲୀ: ବିଦାୟ ନେଲେ ଭାରତର ଝିଅ ସୁନିତା ୩ ଟି ମିଶନ...ମହାକାଶରେ ୬୦୮ ଦିନ... ୨୭ ବର୍ଷ ଯାତ୍ରାରେ ପକାଇଲେ ପୂର୍ଣ୍ଣଚ୍ଛେଦ ମହାକାଶକୁ ଟାଟା କହିଲେ ସୁନିତା ୱିଲିୟମ୍ସ ନାସାର କରିଡରରେ ୨୭ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଏକ ଯାତ୍ରା ଆଜି ଶେଷ କରିଛନ୍ତି ସୁନିତା…

Trump On Ind-Pak ceasefire: ‘ପରମାଣୁ ଯୁଦ୍ଧ ମୁହାଁ ଭାରତ ଏବଂ ପାକିସ୍ତାନ…’, ବୁଝୁନି…

ନୂଆଦିଲ୍ଲୀ: ବୁଝୁନି ରାଷ୍ଟ୍ରପତି ଟ୍ରମ୍ପଙ୍କ ମନ ବାରମ୍ଵାର ଦୋହରାଇ ନିଜକୁ ବୁଝାଉଛନ୍ତି ୟାକୁ ମିଶେଇ ୩୬ ଥର କରିସାରିଲେଣି ଦାବି "ଭାରତ-ପାକିସ୍ତାନ ଯୁଦ୍ଧ ମୁଁ ରୋକିଛି" ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିଦିନ କିଛି ଏପରି କରନ୍ତି ଯାହା ତାଙ୍କୁ ଶିରୋନାମାରେ…

ସମ୍ୱଲପୁର ବିଶ୍ଵବିଦ୍ୟଳୟ ବ୍ରହ୍ମପୁତ୍ର ହଷ୍ଟେଲ୍‌ ରୁମ୍‌ରୁ ଝୁଲନ୍ତା ମୃତଦେହ ଉଦ୍ଧାର

ସମ୍ଵଲପୁର: ସମ୍ବଲପୁର ବିଶ୍ଵବିଦ୍ୟାଳୟରେ ଛାତ୍ରଙ୍କ ଆତ୍ମହତ୍ୟା। ବ୍ରହ୍ମପୁତ୍ର ଛାତ୍ରାବାସରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ମୃତ ଛାତ୍ର ଜଣଙ୍କ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଅର୍ଥନୀତି ବିଭାଗ ଦ୍ଵିତୀୟ ବର୍ଷର ଛାତ୍ର ସୂରଜ କୁଜୁର। ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବୋଲି…

Trump Immigration Policies: ଟ୍ରମ୍ପଙ୍କ ନୀତି ବିରୋଧରେ ଦେଶବ୍ୟାପୀ ଚାଲିଛି ପ୍ରଦର୍ଶନ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବାର୍ଷିକୀରେ ତାଙ୍କର କଠୋର ପ୍ରବାସୀ ନିରୋଧ ନୀତି ବିରୁଦ୍ଧରେ ସାରା ଦେଶରେ ବିଶାଳ ପ୍ରତିବାଦ ଦେଖାଦେଇଛି। ମଙ୍ଗଳବାର ଦିନ ହଜାର ହଜାର ଶ୍ରମିକ, ଛାତ୍ର ଏବଂ କର୍ମୀ ସହର, ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଏବଂ…