Latest Odisha News

BREAKING NEWS

ଭତ୍ତା ପ୍ରଦାନ କରିବାକୁ ମୋହନଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର: ତିନି ମାସ ଧରି ବନ୍ଦ ରହିଛି ଭତ୍ତା। ରାଜ୍ୟରେ ଥିବା ସମସ୍ତ ହିତାଧିକାରୀଙ୍କୁ ତୁରନ୍ତ ଭତ୍ତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନ ସୋସିଆଲ ମିଡିଆରେ ମଧ୍ୟ ଏହି ଘଟଣାକୁ ନେଇ ପୋଷ୍ଟ କରିଛନ୍ତି। ସେ…

India on Pakistan in UN: ଭାରତ UNHRCରେ ପାକିସ୍ତାନ ଏବଂ OICକୁ କଲା ନିନ୍ଦା,ଦେଲା କଡ଼ା ଜବାବ

ନୂଆଦିଲ୍ଲୀ:ଜାତିସଂଘ ମାନବାଧିକାର ପରିଷଦର ୬୨ତମ ଅଧିବେଶନରେ ଜମ୍ମୁ-କାଶ୍ମୀର ସମ୍ପର୍କରେ ପାକିସ୍ତାନ ଏବଂ ଇସଲାମିକ୍ ସହଯୋଗ ସଂଗଠନ (OIC) ଦେଇଥିବା ମନ୍ତବ୍ୟ ଉପରେ ଭାରତ ଦୃଢ଼ ଆପତ୍ତି ପ୍ରକାଶ କରିଛି। ଭାରତ ପାକିସ୍ତାନର ସମସ୍ତ ଅଭିଯୋଗକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଛି । ଭାରତ…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାଂସ୍କୃତିକ କୂଟନୀତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନଙ୍କୁ ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ହସ୍ତତନ୍ତ ଚିତ୍ରକଳା ମହାଭାରତ ପେଣ୍ଟିଂ ଉପହାର ଦେଇଛନ୍ତି। ଏହି ଚମତ୍କାର ପେଣ୍ଟିଂଟି ପ୍ରସ୍ତୁତ ହେବା ପାଇଁ ପ୍ରାୟ ୬ ମାସ ସମୟ ଲାଗିଥିଲା। ପାରମ୍ପରିକ କଲମ ଚିତ୍ର…

NEET-UG 2026 ପୁନଃପରୀକ୍ଷା: ସମସ୍ତ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଛୁଟି ବାତିଲ

ନୂଆଦିଲ୍ଲୀ: ଜୁନ 21, 2026 ରେ ଆୟୋଜିତ ହେବାକୁ ଯାଉଛି NEET-UG 2026 ପୁନଃପରୀକ୍ଷା। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) NEET ପୁନଃପରୀକ୍ଷା ପାଇଁ ପ୍ରସ୍ତୁତି ଶେଷ କରିଛି। ଜୁନ୍ 21 ତାରିଖରେ NEET ପୁନଃପରୀକ୍ଷା ପାଇଁ 2.2 ମିଲିୟନରୁ ଅଧିକ ପ୍ରାର୍ଥୀ ପରୀକ୍ଷା ଦେବେ। ଏଥିଲାଗି…

Sunil Grover’s Moment: ଗଙ୍ଗା କୂଳରେ ବେଡ୍ ସିଟ୍ ପାରି ଶୋଇଲେ କମେଡି କିଙ୍ଗ୍, ଫ୍ୟାନ୍ସଙ୍କ ହୃଦୟ ଜିତିଲା ସରଳତା…

ମୁମ୍ବାଇ: କମେଡିଆନ୍ ଏବଂ ଅଭିନେତା ସୁନୀଲ ଗ୍ରୋଭର ତାଙ୍କର ମଜାଳିଆ ଅନ୍ଦାଜ୍ ଏବଂ ସରଳ ଓ ନିରପେକ୍ଷ ସ୍ୱଭାବ ପାଇଁ ବେଶ୍ ଜଣାଶୁଣା। କପିଲ୍ ଶର୍ମା ଶୋର ସବୁଠୁ ଚର୍ଚ୍ଚିତ ଚେହେରା ସୁନୀଲ, ବାସ୍ତବରେ ସେ ମାଟିର ମଣିଷ, ଯେପରି ମାଟିକୁ ଯେଉଁ ଛାଞ୍ଚରେ ଢାଳିଲେ ସେ, ତାର ରୂପ ନେଇ ଯାଏ,…

ଚଳିତ ଶିକ୍ଷା ବର୍ଷ ପାଇଁ ଯୁକ୍ତ ୩ ସିଟ ବୃଦ୍ଧି କଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର: ଯୁକ୍ତ ୩ (UG) ସିଟ୍ ବୃଦ୍ଧି କଲା ଉଚ୍ଚଶିକ୍ଷା ବିଭାଗ । ରାଜ୍ୟର ବିଭିନ୍ନ କଲେଜରେ ମୋଟ ୧୦ ହଜାର ୩୭୨ ଅତିରିକ୍ତ ସିଟ ବୃଦ୍ଧି କରାଯାଇଛି । ଷ୍ଟେଟ୍ ପବ୍ଲିକ ୟୁନିଭର୍ସିଟିଗୁଡ଼ିକରେ ୧୨୧୬ ସିଟ ବଢ଼ାଯାଇଥିବା ବିଭାଗ ପକ୍ଷରୁ ସୂଚନା ରହିଛି । ତେବେ ଯୁକ୍ତ ୩ ନାମଲେଖା ପାଇଁ…

Education Crisis: ବଦଳି ପାଇଁ ୬୪୮ ଶିକ୍ଷକଙ୍କ ଆବେଦନ, ବନ୍ଦ ହୋଇଯିବ କି ଆଦିବାସୀ ସ୍କୁଲ?

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାରେ ପାଠ ପଢାଇବାକୁ ଚାହୁଁ ନାହାଁନ୍ତି ଶିକ୍ଷକଶିକ୍ଷୟତ୍ରୀ। କାରଣ ସମସ୍ତେ ବଦଳି ପାଇଁ ଆବେଦନ କରିଛନ୍ତି। ଯଦି ସମସ୍ତଙ୍କର ବଦଳି ଆବେଦନ ସ୍ୱୀକାର କରାଯାଏ ତେବେ ବନ୍ଦ ହୋଇଯିବ କି ଆଦିବାସୀ ସ୍କୁଲ? ଅବିଭକ୍ତ କୋରାପୁଟ ଜିଲ୍ଲାରୁ 648 ଜଣ ଶିକ୍ଷକ ଟର୍ମିନାଲ୍…

ପରଦାକୁ ଫେରିବ ‘ତାରା ସିଂ’ଙ୍କ ଦମ୍‌ଦାର୍ ଆକ୍ସନ, ଆସନ୍ତାବର୍ଷ ‘ଗଦର ୩’ର ସୁଟିଂ !

ମୁମ୍ବାଇ: ବଲିଉଡର ସର୍ବକାଳୀନ ସୁପରହିଟ୍ ଫିଲ୍ମ 'ଗଦର: ଏକ ପ୍ରେମ କଥା'ର ୨୫ ବର୍ଷ ପୂର୍ତ୍ତି ଅବସରରେ ଦର୍ଶକଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସିଛି। ଫିଲ୍ମର ନିର୍ଦ୍ଦେଶକ ଅନିଲ ଶର୍ମା 'ଗଦର ୩' କୁ ନେଇ ଏକ ବଡ଼ ଅପଡେଟ୍ ଦେଇଛନ୍ତି। ଯଦି ସବୁକିଛି ଯୋଜନା ମୁତାବକ ଚାଲେ, ତେବେ…

Telegram Ban: ଟେଲିଗ୍ରାମ ଉପରେ ପ୍ରତିବନ୍ଧକ ଜାରି ରହିବ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ମେସେଜିଂ ଆପ୍ ଟେଲିଗ୍ରାମ ଉପରେ ଲଗାଇଥିବା ଅସ୍ଥାୟୀ ପ୍ରତିବନ୍ଧକକୁ ଦିଲ୍ଲୀ ହାଇକୋର୍ଟ କାଏମ୍ ରଖିଛନ୍ତି। ଦେଶରେ ହେବାକୁ ଥିବା ନିଟ୍ ୟୁଜି ୨୦୨୬ (NEET-UG 2026)ର ରି-ଟେଷ୍ଟ ପୂର୍ବରୁ ଜାରି ରହିବ ଟେଲିଗ୍ରାମ ବ୍ୟାନ। ଶୁକ୍ରବାର ଦିନ ଏହି ମାମଲାର ଶୁଣାଣି…

ADGଙ୍କ ସସ୍‌ପେଣ୍ଡ୍‌ ନୁହେଁ ବହିଷ୍କାର ଦରକାର: ସୌମ୍ୟଙ୍କ ପରିବାର

ଭୁବନେଶ୍ୱର: ଓଡ଼ିଶା ପୋଲିସ ବିଭାଗର ଉଚ୍ଚ ପଦବୀରେ ଥାଇ ସରକାରୀ କ୍ଷମତାର ଅପବ୍ୟବହାର କରିବା ବରିଷ୍ଠ ଅଫିସରଙ୍କୁ ମହଙ୍ଗା ପଡ଼ିଛି। ଜିଆର୍‌ପି କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁ ଭିଡ଼ହତ୍ୟା ଘଟଣାରେ ବୁଧବାର ଆଇପିଏସ୍‌ ଦୟାଲ୍‌ ଗଙ୍ଗୱାର ସସ୍‌ପେଣ୍ଡ୍‌ ହୋଇଛନ୍ତି । ପୋଲିସ କର୍ମଚାରୀଙ୍କୁ ନିଜ…