Encroachments: ଏମ୍ସ ରାସ୍ତାରୁ ହଟିଲା ୨୪୭ରୁ ଉର୍ଦ୍ଧ୍ୱ ବେଆଇନ ଜବର ଦଖଲ: ରୋଗୀ, ଆମ୍ବୁଲାନ୍ସ ଯିବା ଲାଗି ବାଟ ସଫା
ଭୁବନେଶ୍ୱର: ଏମ୍ସ ରାସ୍ତା ଅବରୋଧ ଯୋଗୁଁ ଅନେକ ସମୟରେ ରୋଗୀ ଓ ସଂପର୍କୀୟମାନେ ଯାତାୟାତରେ ଅସୁବିଧା ହେଉଥିଲା, ଏପରିକି ଆମ୍ବୁଲାନ୍ସ ଯିବା ବେଳେ ମଧ୍ୟ ବହୁ ସମସ୍ଯା ଭୋଗୁଥିଲେ ରୋଗୀ ଓ ସମ୍ପର୍କୀୟ। ଏଥିପାଇଁ ବୁଧବାର ଏମ୍ସ ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ କରିଛି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ…