Latest Odisha News

BREAKING NEWS

ୱେଷ୍ଟଇଣ୍ଡିଜ୍ ସିରିଜ୍: ୱାଶିଂଟନ୍ ସୁନ୍ଦରଙ୍କୁ ନେଇ ଲକ୍ଷ୍ମଣ, ଗମ୍ଭୀର ଓ ଗିଲ୍‌ଙ୍କ ମଧ୍ୟରେ ମତଭେଦ

ଆଗାମୀ ଦିନରେ ଭାରତୀୟ କ୍ରିକେଟ୍ ଟିମ୍ ଏକାସାଙ୍ଗରେ ଦୁଇଟି ଅଲଗା ଅଲଗା ଫର୍ମାଟ୍‌ରେ ମୈଦାନକୁ ଓହ୍ଲାଇବାକୁ ଯାଉଛି । ଗୋଟିଏ ପଟେ ଜାପାନର ଆଇଚି-ନାଗୋୟାରେ ହେବାକୁ ଥିବା ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ଟି୨୦ ଟିମ୍ ଭାଗ ନେବ, ଅନ୍ୟପଟେ ଭାରତ ମାଟିରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦିନିକିଆ…

Statewide ‘Daman’ Drive:୨୧ରୁ ରାଜ୍ୟବ୍ୟାପୀ ‘ଦମନ’ ଅଭିଯାନ;ଅପରାଧୀଙ୍କ ଉପରେ ନଜର…

କଟକ:ଓଡ଼ିଶା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ‘ଦମନ’ ଆରମ୍ଭ ହେବ । ଆଗାମୀ ପାର୍ବଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ସହ ଅପରାଧୀ ଓ ଅସାମାଜିକଙ୍କ ଉପରେ କଡ଼ା ପଦକ୍ଷେପ ନେବା ପାଇଁ ଏହି ଅଭିଯାନ କରାଯିବ । ସେପ୍ଟେମ୍ବର ୨୧ରୁ ୩୦ ପର୍ଯ୍ୟନ୍ତ ଓଡ଼ିଶାରେ ‘ଦମନ’…

PM Modi flags climate inequality:ବିକଶିତ ଦେଶଗୁଡ଼ିକରେ କାର୍ବନ୍ ନିର୍ଗମନ ଭାରତ ତୁଳନାରେ ଛଅ ଗୁଣ ଅଧିକ:…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ କହିଛନ୍ତି ଯେ ଭାରତ ଶତାବ୍ଦୀ ଧରି ପ୍ରକୃତି ଓ ପରିବେଶ ସମ୍ବନ୍ଧୀୟ ବିଷୟରେ ବିଶ୍ୱକୁ ଦିଗ୍‌ଦର୍ଶନ ଦେଇଆସୁଛି। ବର୍ତ୍ତମାନ, ନିଜର ସମୃଦ୍ଧ ସାଂସ୍କୃତିକ ପରମ୍ପରା ଓ ଅଭିଜ୍ଞତାକୁ ଆଧାର କରି ଭାରତ ଆଧୁନିକ ଜଳବାୟୁ ସମ୍ବନ୍ଧୀୟ…

ଅଗରକର ଦେଲେ ଇସ୍ତଫା ପତ୍ର: ଚିଫ୍ ସିଲେକ୍ଟର ପଦରୁ ଓହରିବାକୁ ନେଇଛନ୍ତି ନିଷ୍ପତ୍ତି

ନୂଆଦିଲ୍ଲୀ: ଭାରତୀୟ ପୁରୁଷ କ୍ରିକେଟ୍ ଟିମ୍‌ର ଚିଫ୍ ସିଲେକ୍ଟର (ମୁଖ୍ୟ ଚୟନକର୍ତ୍ତା) ଅଜିତ ଅଗରକର ନିଜ ପଦରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି । ଅଗରକର ବିସିସିଆଇକୁ ଚିଠି ଲେଖି ସ୍ପଷ୍ଟ କରିଛନ୍ତି ଯେ ଆସନ୍ତା ଅକ୍ଟୋବର ୪ରେ ତାଙ୍କର ଚଳିତ କାର‌୍ୟ୍ୟକାଳ ଶେଷ ହେବା ପରେ ସେ ଏହି ପଦବୀରେ…

୨୦ତମ ଏସୀୟ କ୍ରୀଡ଼ାର ଶୁଭାରମ୍ଭ: ମନୁ ଭାକର, ପୱନ ସେହରାୱତ କଲେ ଭାରତୀୟ ଦଳର ନେତୃତ୍ବ

ଆଇଚି-ନାଗୋୟା : ଜାପାନର ନାଗୋୟାସ୍ଥିତ ମିଜୁହୋ ପାର୍କ ଆଥଲେଟିକ୍ ଷ୍ଟାଡିୟମରେ ଆୟୋଜିତ ଏକ ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବରେ ୨୦ତମ ଏସୀୟ କ୍ରୀଡ଼ାର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଛି । ଜାପାନର ସମ୍ରାଟ ନାରୁହିତୋ ଏହି ବହୁପ୍ରତୀକ୍ଷିତ କ୍ରୀଡ଼ା ମହାକୁମ୍ଭକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ …

Headmaster suspended:ମହଙ୍ଗା ପଡିଲା ସମୟ ପୂର୍ବରୁ ବିଦ୍ୟାଳୟ ବନ୍ଦ;ପ୍ରଧାନଶିକ୍ଷକ ନିଲମ୍ବିତ

ପାତ୍ରପୁର: ପ୍ରଧାନଶିକ୍ଷକଙ୍କୁ ସମୟ ପୂର୍ବରୁ ବିଦ୍ୟାଳୟ ବନ୍ଦ କରିବା ପଡିଲା ମହଙ୍ଗା । ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଗୁଣ୍ଡୁରା ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶ୍ୱନାଥ ପ୍ରଧାନଙ୍କୁ ସମୟ ପୂର୍ବରୁ ବିଦ୍ୟାଳୟ ବନ୍ଦ କରିବା ମହଙ୍ଗା ପଡିଛି । ଏହି…

Car Swept Away:ଭାସିଯାଇ ଓଡ଼ିଆ ପର୍ଯ୍ୟଟକ;ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ବର: ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ନାଳକୁ ଖସିଗଲା କାର , ୮ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୭ ଓଡ଼ିଆ ଶ୍ରଦ୍ଧାଳୁ ରହିଛନ୍ତି । କାର୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୭ଜଣ ଓଡ଼ିଆ ତୀର୍ଥଯାତ୍ରୀଙ୍କ ପରିଚୟ ମିଳିଛି । ଏମାନେ ଭୁବନେଶ୍ବର ଜୟଦେବ ବିହାରର ଢାବା…

ST status: ଧର୍ମ ବଦଳାଇଲେ ବି ମିଳିବ କି ST ଅଧିକାର? ଜାଣନ୍ତୁ କ’ଣ କହିଲେ କୋର୍ଟ…

ନୂଆଦିଲ୍ଲୀ: ଧର୍ମ ବଦଳିଲେ କ’ଣ ଜଣେ ଆଦିବାସୀ ନିଜର ST ମାନ୍ୟତା ଓ ଅଧିକାର ହରାଇବେ? ଏହି ପ୍ରଶ୍ନ ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଆଲାହାବାଦ ହାଇକୋର୍ଟ। କୋର୍ଟ କହିଛନ୍ତି, କେବଳ ଧର୍ମ ପରିବର୍ତ୍ତନ କରିଦେଲେ ମାତ୍ର ଜଣେ ବ୍ୟକ୍ତିଙ୍କର ST ମାନ୍ୟତା ଆପେଆପେ ଶେଷ ହୋଇଯାଏ ନାହିଁ।…

‘Arnab’ cyclone: ସମ୍ଭାବ୍ୟ ବାତ୍ୟା ନାଁ ‘ଅର୍ଣ୍ଣବ’! ଜାଣନ୍ତୁ ଓଡ଼ିଶା ପାଇଁ କେତେ ବିପଦ?

ଭୁବନେଶ୍ବର: ପୁଣି ହେବ କି ଅକ୍ଟୋବରରେ ବାତ୍ୟା? ସମୁଦ୍ରରେ ଗୋଟାଉଛି ବଳ! ଆଣ୍ଡାମାନ ସାଗରରେ ଘନଉଛି ପାଣିପାଗର ନୂଆ ସିଷ୍ଟମ୍‌। ଏବେ ଏହା ଉପରେ ନଜର ରଖିଛି ପାଣିପାଗ ବିଭାଗ। ଆଇଏମଡି ଅନୁସାରେ, ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

ଏସବୁ ଗଣମାଧ୍ୟମ ସଂସ୍ଥାକୁ କାହିଁକି ବ୍ୟାନ କଲା ହ୍ୱାଇଟ୍ ହାଉସ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସରୁ CNN, MS NOW ଏବଂ Politico ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଘୋଷଣା କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଏହି ସଂଗଠନଗୁଡ଼ିକ ନିରନ୍ତର ନକଲି ଖବର ପ୍ରସାରଣ କରୁଛନ୍ତି। ସେ ଚେତାବନୀ ଦେଇ କହିଛନ୍ତି ଯେ ଭବିଷ୍ୟତରେ…