ନୂଆ ବିଲ୍ ଉପରେ ଟ୍ରମ୍ପଙ୍କ ମୋହର, ଭାରତ-ଚୀନ୍ ଉପରେ ଲାଗିପାରେ ୧୦୦% ଶୁଳ୍କ
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦିନ "ଲିଣ୍ଡସେ ଓ. ଗ୍ରାହାମ ସୀଙ୍କସନଙ୍ଗ୍ ରୁଷ ଆଣ୍ଡ ଇରାନ ଆକ୍ଟ ଅଫ୍ ୨୦୨୬" କୁ ଆଇନରେ ସ୍ୱାକ୍ଷର କରିଛନ୍ତି।
ଏହି ଆଇନ ରାଷ୍ଟ୍ରପତିଙ୍କୁ ରୁଷରୁ ତେଲ ଏବଂ ଗ୍ୟାସ୍ କ୍ରୟ କରୁଥିବା ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ…