ବକ୍ସ ଅଫିସରେ ମହା ଲଢେଇ; ହ୍ରିତିକ୍ ରୋଶନଙ୍କ ‘ୱାର ୨’କୁ ଟକ୍କର ଦେବ ରଜନୀକାନ୍ତଙ୍କ…
ମୁମ୍ବାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'କୁଲି'ର ରିଲିଜ ଡେଟ ଘୋଷଣା ହୋଇଯାଇଛି। ଏହି ଫିଲ୍ମଟି ସ୍ୱାଧୀନତା ଦିବସ ପୂର୍ବ ଦିନ ଅର୍ଥାତ ୧୪ ଅଗଷ୍ଟରେ ବିଶ୍ୱବ୍ୟାପୀ ମୁକ୍ତିଲାଭ କରିବ।
ସନ୍ ପିକଚର୍ସ ନିଜର X ଆକାଉଣ୍ଟରୁ ଏହାର ଏକ ଫଟୋ ପୋଷ୍ଟ କରିଛି। ଯେଉଁଥିରେ…