ବାଂଲାଦେଶରେ ଅବସରପ୍ରାପ୍ତ ହିନ୍ଦୁ ଶିକ୍ଷକଙ୍କୁ ହତ୍ୟା ଅଭିଯୋଗ, ବନ୍ଦ ଘରେ ୪ ମୃତଦେହ…
ଢାକା: ବାଂଲାଦେଶର ରଙ୍ଗପୁର ସହରରେ ଏକ ହିନ୍ଦୁ ପରିବାରର ଚାରିଜଣଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି। ଶନିବାର ବିଳମ୍ବିତ ରାତିରେ ଏକ ବନ୍ଦ ଘରୁ ଜଣେ ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ, ତାଙ୍କ ସ୍ତ୍ରୀ, ଝିଅ ଏବଂ ୧୨ ବର୍ଷର ପୁଅର ମୃତଦେହ ଉଦ୍ଧାର କରାଯାଇଛି।
ପୋଲିସ ଅନୁଯାୟୀ,…