ଟ୍ରମ୍ପଙ୍କ ବିରୋଧରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଲେ
ଓ୍ୱାଶିଂଟନ: ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। ଶନିବାର ଦିନ ଆମେରିକାର ବିଭିନ୍ନ ସହରରେ ଟ୍ରମ୍ପ ସରକାରଙ୍କ ନୀତି ବିରୁଦ୍ଧରେ ବିରାଟ ରାଲି ହୋଇଛି। ଏହି ରାଲିରେ ଲୋକମାନେ ଟ୍ରମ୍ପଙ୍କ ଟାରିଫ, କର୍ମଚାରୀ ଛଟେଇ, ଅର୍ଥନୀତିର…