PM Kisan 21st Installment: ଆଜି ୨୦ କୋଟି ଚାଷୀଙ୍କୁ ପିଏମ୍-କିଷାନ କିସ୍ତି
ନୂଆଦିଲ୍ଲୀ: ସାରା ଦେଶର ୯୦ ନିୟୁତ ଚାଷୀ ଯେଉଁ ଦିନ ଅପେକ୍ଷା କରିଥିଲେ, ଶେଷରେ ସେହି ଦିନ ଆସି ପହଞ୍ଚିଛି। ଆଜି ନଭେମ୍ବର ୧୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁର କୋଏମ୍ବାଟୁରରୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୧ତମ କିସ୍ତି ଜାରି କରିବେ।…