ହାଣ୍ଡିଆ ଦେଇ ସାଇବର ଠକ ଖୋଲୁଛନ୍ତି ମ୍ୟୁଲ୍ ଆକାଉଣ୍ଟ;ଜଣେ ଗିରଫ
ଭୁବନେଶ୍ବର: ହାଣ୍ଡିଆ ପିଆଇ ଲୋକଙ୍କଠାରୁ ଭଡ଼ାରେ ନେଉଛନ୍ତି ବ୍ୟାଙ୍କ ଆକାଉଣ୍ଟ ସାଇବର ଠକ। ମ୍ୟୁଲ୍ ଆକାଉଣ୍ଟରେ ଆସୁଛି ସାଇବର ଠକେଇ ଟଙ୍କା । ଆକାଉଣ୍ଟ ଖୋଲିଦେଇ ମୋଟା ଅଙ୍କର କମିଶନ ନେଉଛନ୍ତି ଠକଙ୍କ ସହଯୋଗୀ।
ଏଭଳି ଏକ ଠକକୁ ଧରିଛି ପୋଲିସ । ମୟୂରଭଞ୍ଜରୁ ମୁଲ୍ ଆକାଉଣ୍ଟ ଚଳାଉଥିବା…