ଦୀର୍ଘ ୩୭ ବର୍ଷ ପରେ ଗୋବିନ୍ଦାଙ୍କ ଠୁ ଅଲଗା ହେବେକି ସୁନିତା…
ମୁମ୍ବାଇ: ଗୋବିନ୍ଦାଙ୍କ ଦାମ୍ପତ୍ୟ ଜୀବନରେ ସବୁକିଛି ଠିକ୍ ଚାଲୁନାହିଁ। ଗୋବିନ୍ଦା ପତ୍ନୀ ସୁନିତା ଆହୁଜାଙ୍କ ଠାରୁ ଛାଡପତ୍ରର ଅନ୍ତିମ ପର୍ଯ୍ୟାୟରେ ଥିବା ନେଇ ଚର୍ଚ୍ଚା ହେଉଛି। ଦୁହେଁ ସେମାନଙ୍କର ୩୭ ବର୍ଷର ବୈବାହିକ ଜୀବନକୁ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଅତୀତରେ ମଧ୍ଯ…