ବଲାଙ୍ଗିରରେ ମାନବ ଚାଲାଣ ରାକେଟ; ୧୦ ଉଦ୍ଧାର, ୨ ଅଟକ
ବଲାଙ୍ଗିର: ମାନବ ଚାଲାଣ ବିରୋଧରେ ଏକ ବଡ଼ ସଫଳତା ହାସଲ କରିଛି ପୋଲିସ। ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ଅଞ୍ଚଳରେ ଦୁଇ ଶିଶୁ ସମେତ ଦଶ ଜଣଙ୍କୁ ଉଦ୍ଧାର କରିଛି। ସେମାନଙ୍କୁ ବିଜୟୱାଡାରେ ଶ୍ରମିକ ଭାବରେ ନିୟୋଜିତ କରିବାକୁ ନିଆଯାଉଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଖପ୍ରାଖୋଲ ପୋଲିସ ଏହି…