Latest Odisha News

BREAKING NEWS

କଥା ହେଉ ନାହାନ୍ତି ଗମ୍ଭୀର ଆଉ କୋହଲି

ନୂଆଦିଲ୍ଲୀ: ଇଂଲଣ୍ଡ-ଭାରତ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହୋଇଯାଇଛି । ତେବେ ଏହି ସିରିଜ ଆରମ୍ଭ ହେବା ପୂର୍ବରୁ ଏକ ବିବାଦୀୟ ଘଟଣା ସମ୍ମୁଖକୁ ଆସିଛି । ଟାଇମ୍ସ ନାଓ ରିପୋର୍ଟ ଅନୁସାରେ କୋଚ ଗୌତମ ଗମ୍ଭୀର ଓ ଦଳର ଷ୍ଟାର ଖେଳାଳି ବିରାଟ କୋହଲି ପରସ୍ପର କଥା ହେଉ ନାହାନ୍ତି । ଉଭୟ…

ଗ୍ରାମାଞ୍ଚଳରେ ଦ୍ରୁତଗତିର ଇଣ୍ଟରନେଟ୍ ସେବା ସୁଦୃଢ଼ କରିବା ଲକ୍ଷ୍ୟ; ସ୍ଥାନ, ସୁରକ୍ଷା ସୁନିଶ୍ଚିତ ପାଇଁ…

ଭୁବନେଶ୍ୱର: ଗ୍ରାମାଞ୍ଚଳରେ ଦ୍ରୁତଗତିର ଇଣ୍ଟରନେଟ୍ ସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ସଂଶୋଧିତ ଭାରତନେଟ୍ (BharatNet) ଯୋଜନାର କାର୍ଯ୍ୟକାରୀ ପାଇଁ ରାଜ୍ୟ ସରକାର କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି । ଗ୍ରାମ ପଞ୍ଚାୟତ ସ୍ତରରେ ଭାରତନେଟ୍ ଉପକରଣ ସ୍ଥାପନ, ରକ୍ଷଣାବେକ୍ଷଣ, ସୁରକ୍ଷା ଏବଂ…

ପାଠ୍ୟ ପୁସ୍ତକ ତ୍ରୁଟି ମାମଲା: ଗିରଫ ହେଲେ SCERT ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀ

ଭୁବନେଶ୍ୱର: ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ବଡ଼ ଆକ୍ସନ । ଗିରଫ ହେଲେ SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀ । ମାରାଥନ ଜେରା ପରେ ମନୋଜଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ପ୍ରାୟ ୪ ଘଣ୍ଟାରୁ ଅଧିକ ସମୟ ଜେରା ପରେ କ୍ରାଇମବ୍ରାଞ୍ଚ ଗିରଫ କରିଛି । ପାଠ୍ୟପୁସ୍ତକ ତ୍ରୁଟି…

‘ମହାନଦୀ ଟ୍ରିବ୍ୟୁନାଲ ଉପରେ ଭରଷା ନାହିଁ, ନ୍ୟାୟାଳୟର ଆଶ୍ରୟ ନେବ ସଙ୍ଗଠନ’

ଭୁବନେଶ୍ୱର: ମହାନଦୀ ଟ୍ରିବ୍ୟୁନାଲ ଉପରେ ଆଉ ଭରସା କରାଯାଇ ପାରିବ ନାହିଁ l ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ଦେଇ ଓଡ଼ିଶାବାସୀଙ୍କୁ ଭ୍ରମିତ କରୁଛି ଟ୍ରିବ୍ୟୁନାଲ ଲ ସେଥିପାଇଁ ଟ୍ରିବ୍ୟୁନାଲର ଶୁଣାଣି ବେଳେ ଲାଇଭ ସ୍କ୍ରିନିଙ୍ଗ ସହିତ ସାଂବାଦିକ ମାନଙ୍କୁ କୋର୍ଟ ପରିସରରେ ରହି ସଠିକ ଖବର…

ଏଣିକି ରାଜ୍ୟର ସବୁ ମେଡିସିନ ଷ୍ଟୋର ଆଗରେ ଲାଗିବ ରେଟ୍‌ ଚାର୍ଟ

ଭୁବନେଶ୍ବର: ଔଷଧ କିଣିଲା ବେଳେ ଏଣିକି ଆଉ ଠକାମିର ଶିକାର ହେବେନି ଗ୍ରାହକ! ରାଜ୍ୟର ସମସ୍ତ ମେଡିସିନ୍ ଷ୍ଟୋର ଆଗରେ ଲାଗିବ ରେଟ୍ ଚାର୍ଟ। ସାରା ଓଡ଼ିଶାରେ ୩୯ଟି ଜରୁରୀ ଔଷଧର ଦର ଏକାଭଳି ରହିବ। କେନ୍ଦ୍ର ସରକାର ୩୯ ଟି ମେଡ଼ିସିନ ଦର ଧାର୍ଯ୍ୟ କରିବା ପରେ ଓଡିଶା ସରକାର ଏହି ନିଷ୍ପତ୍ତି…

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭ ର ମାର୍ଗଦର୍ଶିକା ଉନ୍ମୋଚନ, ଆସନ୍ତାକାଲିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଆଜି ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନଠାରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଆନୁଷ୍ଠାନିକ ଭାବେ 'ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭' ର ମାର୍ଗଦର୍ଶିକା ଉନ୍ମୋଚନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବରିଷ୍ଠ ନାଗରିକ…

ନିଖୋଜ ଟ୍ରଲର୍‌ ଠାବ ଘଟଣା: ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଚିହ୍ନି ପାରୁନାହାନ୍ତି ପରିବାର ଲୋକେ

ଜଳେଶ୍ୱର: ନିଖୋଜ ହୋଇଯାଇଥିବା ଟ୍ରଲର୍‌ଟି କାକଦ୍ବୀପ ନିକଟରୁ ଉଦ୍ଧାର ହୋଇଛି ସତ ହେଲେ ଉଦ୍ଧାର ହୋଇଥିବା ୯ ମତ୍ସ୍ୟଜୀବୀଙ୍କ ମୃତଦେହକୁ ଚିହ୍ନି ପାରୁନାହାନ୍ତି ପରିବାର ଲୋକେ। ତେଣୁ ମୃତ୍ୟୁ ମତ୍ସ୍ୟଜୀବୀଙ୍କର ଶବ ବ୍ୟବଚ୍ଛେଦ ହେବ। ମୃତଦେହ ଗୁଡ଼ିକ ଚିହ୍ନଟ କରିବା କଷ୍ଟକର ହେଉଥିବାରୁ ଡିଏନଏ…

ରେକର୍ଡ ଭାଙ୍ଗୁଛି ‘ମାଇକେଲ୍’; ୧୦୦ କୋଟିରୁ ଅଧିକ…

ନୂଆଦିଲ୍ଲୀ: "ମାଇକେଲ୍" ଫିଲ୍ମ ଏପ୍ରିଲ୍ ୨୪ ତାରିଖରେ ମୁକ୍ତିଲାଭ କରିଥିଲା। ଏହା ବକ୍ସ ଅଫିସ୍ ରେ ଭଲ ପ୍ରଦର୍ଶନ କରିଥିଲା ବେଳେ ଦର୍ଶକ ମାନେ ଖୁବ୍ ପସନ୍ଦ ମଧ୍ୟ କରିଥିଲେ। "ମାଇକେଲ୍" ସାରା ବିଶ୍ୱରେ ୧ ବିଲିୟନ ଡଲାର ଅତିକ୍ରମ କରିଛି। ଏହି ମାଇଲଖୁଣ୍ଟ ହାସଲ କରିଥିବା ପ୍ରଥମ ବାୟୋପିକ୍…

ଆଉ ହେବନି ଅଦିନିଆ ରଥଯାତ୍ରା, ଗଜପତିଙ୍କୁ ଚିଠି ଲେଖି ସମର୍ଥନ ଜଣାଇଲା ବେଙ୍ଗାଲୁରୁ ଇସ୍କନ

ପୁରୀ: ଶାସ୍ତ୍ର ଓ ପରମ୍ପରା ବିରୋଧରେ ହେଉଥିବା ଅଦିନିଆ ରଥଯାତ୍ରା ବନ୍ଦ ହେବ। ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିର କଡ଼ା ଆଭିମୁଖ୍ୟ ପରେ, ବିଭିନ୍ନ ସ୍ଥାନରେ ଇସ୍କନ୍ (ISKCON) ଦ୍ୱାରା ଆୟୋଜିତ ହେବାକୁ ଥିବା ଅଦିନିଆ ରଥଯାତ୍ରାକୁ ପ୍ରଶାସନିକ…

Congress slams government: ‘ସାଧାରଣ ଲୋକଙ୍କ ଦୁଃଖ ଉପରେ କେବେ କହିବେ ପ୍ରଧାନମନ୍ତ୍ରୀ?’ ମହଙ୍ଗାଇ…

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା ମହଙ୍ଗାଇକୁ ନେଇ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛି କଂଗ୍ରେସ। ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ ପ୍ରଶ୍ନ କରିଛନ୍ତି, "ସାଧାରଣ ଲୋକଙ୍କ ଦୁଃଖ ଓ ମହଙ୍ଗାଇ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବେ ମୁହଁ ଖୋଲିବେ?" ସୋସିଆଲ ମିଡିଆ…