Latest Odisha News

BREAKING NEWS

ଫେବ୍ରୁଆରୀ ୧୮ରୁ ଯୁକ୍ତ ୨ ପରୀକ୍ଷା, କପି ରୋକିବ ୫ ସ୍ତରୀୟ ବ୍ୟବସ୍ଥା

ଭୁବନେଶ୍ବର: ଆସନ୍ତା ଫେବ୍ରୁଆରୀ ୧୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଆସନ୍ତା ୧୮ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଯୁକ୍ତ ଦୁଇ ପରୀକ୍ଷା ନେଇ ପ୍ରେସମିଟ୍‌ କରିଛି CHSE। ଦିନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ ୧ଟା ଯାଏଁ  ଚାଲିବ । ୧…

ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ବେଳେ କଳା ପତକା ବିରୋଧ ପ୍ରଦର୍ଶନ

ପୁରୀ: ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିରୋଧ । ପୁରୀ ଗସ୍ତ ସମୟରେ ପୁରୀ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ କଳା ପତକା ଦେଖାଇ ବିରୋଧ ପ୍ରଦର୍ଶନ କରାଯାଇଛି । ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ଉଦିତ୍ ପ୍ରଧାନଙ୍କୁ ଆରଏସଏସ ମୁଖ୍ୟ ମୋହନ୍ ଭାଗବତଙ୍କୁ ବିରୋଧ କରିବା ସମୟରେ ମିଥ୍ୟା…

ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଗାଙ୍ଗୁଲିଙ୍କ ଭବିଷ୍ୟବାଣୀ; ସେମିଫାଇନାଲରେ ଯିବେ ଏହି ୪ ଦଳ

ନୂଆଦିଲ୍ଲୀ: ଫେବୃଆରୀ ୧୯ ତାରିଖରୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ହେବାକୁ ଯାଉଛି। ଏଥର ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନରେ ଆୟୋଜିତ ହେବ। କିନ୍ତୁ ଟିମ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ  ଦୁବାଇରେ ଖେଳିବ। ତେବେ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ…

ଦିଲ୍ଲୀର ୧୨ ସିଟରେ ଆପ୍-କଂଗ୍ରେସ ମୁହାଁମୁହିଁ

ନୂଆଦିଲ୍ଲୀ: ନେତାଙ୍କର ସରିଲା ଏବେ ଜନତାଙ୍କ ପାଳି । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପଡିବ ଭୋଟ୍ । ଆମ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ଦିଲ୍ଲୀ ଦଖଲ କରିବାକୁ ଜୋରଦାର ପ୍ରଚାର କରିଛନ୍ତି । ଦିଲ୍ଲୀରେ ମୁଖ୍ୟତଃ ଆପ୍ ଓ ବିଜେପି ମଧ୍ୟରେ ଟକ୍କର ହେଉଥିବା କୁହାଯାଉଛି । ତେବେ ଏମିତି…

ଦିଲ୍ଲୀରେ ପଞ୍ଜାବୀ, ବଣିଆ ଭୋଟର ହେବେ କିଙ୍ଗମେକର !

ନୂଆଦିଲ୍ଲୀ: କାହିଁକି ଗତ ୬ଟି ଦିଲ୍ଲୀ ବିଧାନସଭା ନିର୍ବାଚନରେ ହାରୁଛି ବିଜେପି? କୁହାଯାଏ, ପୂର୍ବାଞ୍ଚଳୀ, ଦଳିତ ଓ ସଂଖ୍ୟାଲଘୁ ଭୋଟ୍ ବିଜେପି ପରାଜୟ ପଛର କାରଣ । ତେବେ ୧୯୯୯, ୨୦୧୪, ୨୦୧୯ ଓ ୨୦୨୪ରେ ଲୋକସଭା ନିର୍ବାଚନରେ ଦିଲ୍ଲୀରେ କ୍ଲିନ୍ ସୁଇପ୍ କରିଛି ବିଜେପି । ପଞ୍ଜାବୀ, ବଣିଆ ଓ…

ଓଡ଼ିଶାରେ ଷୋଡଶ ଅର୍ଥ କମିଶନ, ରାଜ୍ୟକୁ ମିଳିପାରେ ସ୍ଵତନ୍ତ୍ର ଅନୁଦାନ

ଭୁବନେଶ୍ୱର: ଓଡିଶାରେ ପହଞ୍ଚିଛନ୍ତି ଷୋଡ଼ଶ ଅର୍ଥ କମିଶନ। ଷୋଡ଼ଶ ଅର୍ଥ କମିଶନ ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହିବା ସହିତ ରାଜ୍ୟ ସରକାରଙ୍କ ମିଳିତ ଆଲୋଚନା କରିବେ। ଆଗାମୀ ଦିନରେ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ଯୋଜନା ପାଇଁ ଅର୍ଥ ବ୍ୟୟବରାଦ ହେବାକୁ ଥିବା ସୂଚନା ମିଳଛି । ନୀତି…

୪୦ କୋଟିରେ ବିକ୍ରି ହେଲା ଦୁନିଆର ସବୁଠାରୁ ମହଙ୍ଗା ଗାଈ

ନୂଆଦିଲ୍ଲୀ: ସାଧାରଣତଃ ଆପଣମାନେ ବିଭିନ୍ନ ପ୍ରକାରର ଗାଇ ଦେଖିଥିବା । ବିଭିନ୍ନ କ୍ଵାଲିଟିର ଗାଇ ମଧ୍ୟ ଦେଖିଥିବେ । କିନ୍ତୁ ଆପଣ ବିଶ୍ଵର ସବୁଠାରୁ ଦାମୀ ଗାଇ ବିଷୟରେ ଜାଣିଛନ୍ତି କି ? ଯେଉଁ ଗାଇର ମୂଲ୍ୟ ୪୧ କୋଟି । ଶୁଣିବାକୁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ନିକଟରେ…

ହସ୍ପିଟାଲରେ ସୁଶାନ୍ତ ସିଂହଙ୍କୁ ଭେଟିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ମଙ୍ଗଳବାର ଦିନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭେଟିଛନ୍ତି ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ। ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ନବୀନ କହିଛନ୍ତି ଯେ ପୂର୍ବତନ ଭଟଲି ବିଧାୟକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର…

ଯମଜ ସନ୍ତାନଙ୍କୁ ଜନ୍ମ ଦେଉଥିବା ମହିଳାଙ୍କଠାରେ ହୃଦରୋଗର ଆଶଙ୍କ ଅଧିକ! ରିପୋର୍ଟ

ନୂଆଦିଲ୍ଲୀ: ଯମଜ ସନ୍ତାନଙ୍କୁ ଜନ୍ମ ଦେବାକୁ ଥିବା ମହିଳାଙ୍କ ପାଇଁ ଏକ ବଡ ଖବର । ରିପୋର୍ଟରୁ ଜଣାପଡିଲା ଏକ ଆଶ୍ଚର୍ଯ୍ୟ ଜନକ ତଥ୍ୟ । ଗୋଟିଏ ସନ୍ତାନକୁ ଜନ୍ମ ଦେଉଥିବା ମହିଳାମାନଙ୍କ ଅପେକ୍ଷା ଯମଜ ସନ୍ତାନ ଜନ୍ମ କରୁଥିବା ମହିଳାମାନଙ୍କ ଠାରେ ହୃଦରୋଗର ଆଶଙ୍କା ଦ୍ୱିଗୁଣ ଅଧିକ ଥାଏ।…

ଭାଙ୍ଗୁଛି ମାଓଗଡ଼, ଆତ୍ମସମର୍ପଣ କଲେ ୪ ହାର୍ଡକୋର ମାଓବାଦୀ

ମୁମ୍ବାଇ: ଦୁର୍ବଳ ହେଉଛି ମାଓ ସଙ୍ଗଠନ। ୪ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଥିବାର ଖବର ମିଳିଛି। ମହାରାଷ୍ଟ୍ରର ଗଢଚିରୋଲି ଠାରେ ୨ ମହିଳା ଓ ୨ ପୁରୁଷ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ନାଁରେ ୨୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ସୁରକ୍ଷାକର୍ମୀଙ୍କ ଜୋରଦାର ଅପରେସନ ପରେ…