Latest Odisha News

BREAKING NEWS

କାହାକୁ ବାଛିବେ‌ ମଧ୍ୟବିତ୍ତ?…

ନୂଆଦିଲ୍ଲୀ: ମଧ୍ୟବିତ୍ତଙ୍କ କାନ୍ଧରେ ଭରା ଦେଇ ନିର୍ବାଚନ ବୈତରଣୀ ପାର ହେବାକୁ ପ୍ଲାନ୍ କରିଥିଲେ କେଜ୍ରିଓ୍ବାଲ। ହେଲେ କେନ୍ଦ୍ର ବଜେଟରେ ଆୟକର ଗୋଟି ଚଳାଇ ଖେଳ ଏପଟ ସେପଟ କରିଦେଲା ବିଜେପି। ମଧ୍ୟବିତ୍ତଙ୍କ ପାଇଁ ୭ଟି ଦାବି ରଖି ମାଷ୍ଟରଷ୍ଟ୍ରୋକ୍ ଖେଳିଥିଲେ କେଜ୍ରିଓ୍ବାଲ। ଆୟକର ସୀମା ୭…

ଭାରତର ବଜେଟରେ କାହିଁକି ଖୁସି ଅଛନ୍ତି ଟ୍ରମ୍ପ ?

ନୂଆଦିଲ୍ଲୀ: ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ। କେନ୍ଦ୍ର ବଜେଟର ଅନେକ ଘୋଷଣା ମଧ୍ୟରୁ ଏମିତି କିଛି ଘୋଷଣା ରହିଛି ଯାହା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଖୁସି କରି ଦେଇଛି। ସରକାର କିଛି କଷ୍ଟମ ଡ୍ୟୁଟି କମ କରିଛନ୍ତି। ଯାହାର…

ଶୀଘ୍ର ବଜାରକୁ ଆସିବ Google Pixel 9a, ଜାଣନ୍ତୁ ଫିଚର

ନୂଆଦିଲ୍ଲୀ: ଅଗଷ୍ଟ ୨୦୨୪ ରେ Google Pixel 9 ସିରିଜକୁ ଲଞ୍ଚ କରିଥିଲା ଟେକ୍ ଜଏଣ୍ଟ ଗୁଗୁଲ୍ । ଯଦି ଆପଣ ପିକ୍ସେଲ୍ ସ୍ମାର୍ଟଫୋନକୁ ପସନ୍ଦ କରନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । ଗୁଗୁଲ୍ ଶୀଘ୍ର ଏହି ସିରିଜରେ ଏକ ଶସ୍ତା ପିକ୍ସେଲ୍ ସ୍ମାର୍ଟଫୋନ୍ ବଜାରରେ ଲଞ୍ଚ କରିବାକୁ ଯାଉଛି । ଏକ…

ୱାଙ୍ଖେଡରେ ଅଭିଷେକ ଝଡ

ମୁମ୍ବାଇ: ଇଂଲଣ୍ଡ ବିପକ୍ଷ ୫ମ ଟି୨୦ ମ୍ୟାଚରେ ୱାଙ୍ଖେଡରେ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି । ଅଭିଷେକଙ୍କ ବ୍ୟାଟିଂ ବଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ବିନିମୟରେ ୨୪୭ ରନ ସଂଗ୍ରହ କରିଛି । ଅଭିଷେକ ମାତ୍ର ୩୭ ବଲରେ ଶତକ ହାସଲ କରିଥିଲେ । ସେ ଆନ୍ତର୍ଜାତୀୟ…

ସିଟାଡେଲର ନିର୍ଦ୍ଦେଶକଙ୍କୁ ଡେଟିଂ କରୁଛନ୍ତି କି ସାମନ୍ଥା? 

ଚେନ୍ନାଇ: ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ନିଜ ଡେଟିଂକୁ ନେଇ ଚର୍ଚ୍ଚା ରେ ରହିଛନ୍ତି। ତେବେ ତାଙ୍କ ନାମ "ସିଟାଡେଲ୍: ହନି ବନି"ର  ନିର୍ଦ୍ଦେଶକ ରାଜ ନିଦିମୋରୁଙ୍କୁ ସହ ଯୋଡିହୋଇଛି। ଏହା ମଧ୍ୟରେ ସାମନ୍ଥା ପିକଲ୍ ବଲ୍ ଟୁର୍ଣ୍ଣାମେଣ୍ଟର ଅନେକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ରାଜ…

ବ୍ୟାଟେରୀ ବିସ୍ଫୋରଣ ଘଟି ୨ ଶିଶୁ ଗୁରୁତର

ବଲାଙ୍ଗିର: ବଲାଙ୍ଗୀରରେ ରବିବାର ଏକ ଅବ୍ୟବହୃତ ବ୍ୟାଟେରୀ ବିସ୍ଫୋରଣ ହେବାରୁ ଦୁଇ ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଜିଲ୍ଲାର ପାଟନାଗଡ଼ ଥାନା ଅନ୍ତର୍ଗତ ପାଡିଲ୍ ଗାଁରେ ଏହି ଘଟଣା ଘଟିଛି। ରଞ୍ଜିତ ଦଳେଇ ଏବଂ ଜବାହର ସନଦ ନାମକ ଦୁଇ ଶିଶୁ ଏକ ଅବ୍ୟବହୃତ ବ୍ୟାଟେରୀ ପାଇ…

କାହିଁକି ପଞ୍ଚମୁଖୀ ରୁଦ୍ରାକ୍ଷ ଧାରଣ କରାଯାଏ ?

ଭୁବନେଶ୍ବର: ପଞ୍ଚମୁଖୀ ରୁଦ୍ରାକ୍ଷ ହେଉଛି କାଳାଗ୍ନି ରୁଦ୍ରଙ୍କର ସାକ୍ଷାତ ସ୍ୱରୂପ । ଧାର୍ମିକ ବିଶ୍ୱାସ ଅନୁଯାୟୀ, ରୁଦ୍ରାକ୍ଷ ଭଗବାନ ଶିବଙ୍କ ଲୁହରୁ ଉତ୍ପନ୍ନ ହୋଇଥିଲା। ତେଣୁ ଏହାକୁ ପିନ୍ଧିବା ଅତ୍ୟନ୍ତ ଶୁଭ । ଜ୍ୟୋତିଷ ଶାସ୍ତ୍ରରେ ଅନେକ ପ୍ରକାରର ରୁଦ୍ରାକ୍ଷକୁ ବର୍ଣ୍ଣନା କରାଯାଇଛି ।…

ଟ୍ରମ୍ପଙ୍କ ଘୋଷଣା ପରେ ଆମେରିକା ଉପରେ ଟାରିଫ ଲଗାଇବ କାନାଡା

ୱାଶିଂଟନ: ଟାରିଫ୍ ବଦଳରେ ଟାରିଫ୍। ଡୋନାଲ୍ଡ ଟ୍ରମ୍ପ କାନାଡା, ମେକ୍ସିକୋ ଏବଂ ଚୀନ୍ ବିରୋଧରେ ଭାରି ଟାରିଫ୍ ଲାଗୁ କରିବା ପରେ ଏକପ୍ରକାର ବାଣିଜ୍ୟିକ ଯୁଦ୍ଧ ଆରମ୍ଭ ହୋଇଛି। ଯାହାପରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ମଧ୍ୟ ଆମେରିକୀୟ ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଘୋଷଣା…

ରଣଜୀ ଟ୍ରଫି: ଓଡିଶା ବୋଲରଙ୍କ ନୈରାଶ୍ୟଜନକ ବୋଲିଂ, ସର୍ଭିସେସର ରେକର୍ଡ ବିଜୟ

କଟକ: ଏଠାରେ ଅନୁଷ୍ଠିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ନୈରାଶ୍ୟଜନକ ଢ଼ଙ୍ଗରେ ସର୍ଭିସେସ ନିକଟରୁ ପରାଜିତ ହୋଇଛି । ପରାଜୟ ସହ ଓଡିଶାର ନକଆଉଟ ପର୍ଯ୍ୟାୟ ପ୍ରବେଶ ଆଶା ଧୂଳିସାତ ହୋଇଛି । ସର୍ଭିସେସର ବ୍ୟାଟ୍ସମ୍ୟାନମାନେ ବିଶେଷ କରି ଶୁଭମ ରୋହିଲ୍ଲାଙ୍କ ଦ୍ୱିଶତକ ଏବଂ ଅନ୍ୟମାନଙ୍କ ଚମତ୍କାର…

ଭାରତ ଦ୍ୱିତୀୟ ଥର ପାଇଁ ଜିତିଲା ୧୯ ବର୍ଷରୁ କମ ମହିଳା ବିଶ୍ୱକପ କ୍ରିକେଟ

କୁଆଲାଲୁମ୍ପୁର: ଏଠାରେ ଅନୁଷ୍ଠିତ ୧୯ ବର୍ଷରୁ କମ ମହିଳା ବିଶ୍ୱକପ କ୍ରିକେଟରେ ଭାରତ ଚାମ୍ପିୟନ ହୋଇଛି । ରବିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚରେ ଭାରତ ୯ ୱିକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ଗୋଙ୍ଗାଦୀ ତ୍ରିଷା ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି ଭାରତ ବିଜୟରେ…