Latest Odisha News

BREAKING NEWS

ଆରମ୍ଭ ହେଲା ରେଖା ଶାସନ: ଶପଥ ନେଲେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା ଗୁପ୍ତା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକସେନା । ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରେଖା ।…

ଶପଥ ପୂର୍ବରୁ ଚେତାବନୀ, କହିଲେ ‘ଜନତାଙ୍କ ଗୋଟି ଗୋଟି ଟଙ୍କାର ହିସାବ ଦେବେ ପୂର୍ବ ସରକାର’

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ସିଂହାସନରେ ବସିବାକୁ ଯାଉଛନ୍ତି ଜଣେ ମହିଳା ମୁଖ୍ୟମନ୍ତ୍ରୀ । ସୁଷମା ସ୍ୱରାଜ, ଶୀଲା ଦୀକ୍ଷିତ ଓ ଆତିଶି ମାର୍ଲେନାଙ୍କ ପରେ ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ରେଖା ଗୁପ୍ତା । ତେବେ ସିଂହାସନ ଆରୋହଣ କରିବା ପୂର୍ବରୁ ବଡ ଚେତାବନୀ ଦେଇଛନ୍ତି ନୂତନ…

କୋଟି କୋଟି ସମ୍ପତ୍ତିର ମାଲିକାଣୀ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ !

ନୂଆଦିଲ୍ଲୀ: ଏଣିକି ଦିଲ୍ଲୀରେ ଚାଲିବ ରେଖା ରାଜ୍ । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତାଙ୍କ ଉପରେ ମୋହର ଲଗାଇଛି ବିଜେପି । ଗତକାଲି ବସିଥିବା ବିଧାୟକ ଦଳ ବୈଠକରେ ରେଖାଙ୍କ ନାଁ ଘୋଷଣା କରାଯାଇଛି । ଶାଲୀମାର ବାଗ ବିଧାନସଭା ସିଟରୁ ପ୍ରଥମ ଥର…

ଜଳିଗଲା ମହାପ୍ରଭୁ ଜଗନ୍ନାଥଙ୍କ ରଥ

ଯାଜପୁର: ଜଳିଗଲା ମହାପ୍ରଭୁ ଜଗନ୍ନାଥଙ୍କ ରଥ। ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରେ ଏହି ଅଘଟଣ ଘଟିଛି। ବାହାଘର ପ୍ରୋସେସନ୍ ବେଳେ ବାଣ ନିଆଁ ପଡ଼ି ଜଗନ୍ନାଥଙ୍କ ରଥରେ ଲାଗିଲା ନିଆଁ। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ। ସୂଚନା ମୁତାବକ ବହୁ ପୁରାତନ ସୁକିନ୍ଦା ଗଡ଼ ଜଗନ୍ନାଥ…

ଡବା ଅସଲି ଘିଅ ନକଲି,ପୋଲିସ ପକ୍ଷରୁ ଚଢ଼ାଉ

ରାଉରକେଲା: ଓମଫେଡ୍ ଡବା ଦେଖି ଘରକୁ ଘିଅ ନେଉଛନ୍ତି ଲୋକେ । କିନ୍ତୁ ସେମାନେ ଯେ ଠକାମିର ଶିକାର ହେଉଛନ୍ତି ତାହା ଜାଣିପାରୁନାହାଁନ୍ତି । ଡବା ଅସଲି କିନ୍ତୁ ଭିତରେ ଥିବା ଘିଅ ନକଲି । ସାରା ରାଜ୍ୟରେ ଓମଫେଡର ନାଁ ରହିଛି । ତେଣୁ ଲୋକେ ଆଖି ବୁଜିକି ଓମଫେଡ ସାମଗ୍ରୀ ଉପରେ ଭରଷା କରୁଛନ୍ତି ।…

ମାଟ୍ରିକ୍ ପରୀକ୍ଷା ପାଇଁ ଚାଲିଛି ଲାଇଭ୍ ଷ୍ଟ୍ରିମିଂର ଡ୍ରାଏ ରନ୍

ଭୁବନେଶ୍ୱର: ରାତି ପାହିଲେ ମାଟ୍ରିକ୍ ପରୀକ୍ଷା। ଆଜି ଲାଇଭ୍ ଷ୍ଟ୍ରିମିଂର ଡ୍ରାଏ ରନ୍ । ଶେଷ ପର୍ଯ୍ୟାୟରେ ମାଟ୍ରିକ ପରୀକ୍ଷା ପ୍ରସ୍ତୁତି, ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର। ନୋଡାଲ ସେଣ୍ଟର୍ ଓ ସମ୍ବେଦନଶୀଳ କେନ୍ଦ୍ରରେ ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥା। ଆଜି ହେବ ଡ୍ରାଏ ରନ୍। ମାଟ୍ରିକ…

ବୃଦ୍ଧ ଦମ୍ପତି ହତ୍ୟା ଘଟଣା, ୨ ଦିନିଆ ରିମାଣ୍ଡରେ ଆସିବ ମୁଖ୍ୟ ଅଭିଯୁକ୍ତ

ଭୁବନେଶ୍ୱର: ବେଲେଶ୍ବର ଅଞ୍ଚଳରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ଘଟଣାର ଜୋରଦାର ଚାଲିଛି ତନାଘନା। ଆଜିଠୁ ରିମାଣ୍ଡରେ ଆସିବ ମୁଖ୍ୟ ଅଭିଯୁକ୍ତ ସନ୍ତୋଷ। ୨ ଦିନିଆ ରିମାଣ୍ଡ ପାଇଁ କମିଶନରେଟ ପୋଲିସକୁ ଅନୁମତି ଦେଇଛନ୍ତି କୋର୍ଟ। ଜେଏମଏଫସି କୋର୍ଟ ୫ଦିନିଆ ରିମାଣ୍ଡ ଆବେଦନ କରିଥିଲା କମିଶନରେଟ…

ସମ୍ବଲପୁର ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କୁ ସଂଘବଦ୍ଧ ଆକ୍ରମଣ, କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର

ସମ୍ବଲପୁର: ବୁର୍ଲାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବିଶ୍ବବିଦ୍ୟାଳୟ ଛାତ୍ରୀ ଉଦ୍ଧାର। ମେଟାକାନି ଅଞ୍ଚଳରୁ ଉଦ୍ଧାର କଲା ପୋଲିସ। ୧୦ରୁ ୧୨ ଜଣ ଦୁର୍ବୃତ୍ତ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ଆସିଛି। ଛାତ୍ରୀଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ଛାତ୍ରୀଙ୍କୁ କାହିଁକି ଆକ୍ରମଣ…

ଆଜିଠୁ ଦିଲ୍ଲୀରେ ରେଖା ସରକାର, ରାମଲୀଲା ମୈଦାନରେ ଭବ୍ୟ ଆୟୋଜନ

ନୂଆଦିଲ୍ଲୀ: ଆଜିଠୁ ଦିଲ୍ଲୀରେ ରେଖା ସରକାର। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ରେଖା ଗୁପ୍ତା। ଆଉ କିଛି ଘଣ୍ଟା ପରେ ରାମଲୀଲା ମୈଦାନରେ ହେବ ଭବ୍ୟ ଶପଥ ଗ୍ରହଣ ସମାରୋହ। ଏହି ସମାରୋହ ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ସରିଛି। ଶାଲିମାରବାଗ ବିଧାନସଭା ଆସନରୁ ନିର୍ବାଚିତ…