ଦୁର୍ଘଟଣା: ୮ ମାସରେ ଗଲାଣି ୩ ହଜାରରୁ ଅଧିକ ଜୀବନ
ଭୁବନେଶ୍ବର: ଦୁର୍ଘଟଣାରେ ଗତ ୮ ମାସ ମଧ୍ୟରେ ୩୦୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଦିନକୁ ଦିନ ଦୁର୍ଘଟଣାଜନିତ ମୃତ୍ୟୁ ବଢୁଥିବା ବେଳେ ଏବେ ଏହାକୁ ନେଇ ବିଧାନସଭାରେ ତଥ୍ୟ ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।
ରାଜ୍ୟର ଦୁର୍ଘଟଣାଜନିତ ମୃତ୍ୟୁ ପ୍ରସଙ୍ଗରେ ବିଜେଡି ବିଧାୟକ…