ଭାରତର AI ପାଇଁ କାହିଁକି ଖର୍ଚ୍ଚ ହେଉଛି ଆମେରିକୀୟ ଡଲାର; ଚିହିଁକିଲେ ଟ୍ରମ୍ପଙ୍କ ପରାମର୍ଶଦାତା
ନୂଆଦିଲ୍ଲୀ: ପୂର୍ବତନ ହ୍ୱାଇଟ୍ ହାଉସ୍ ବାଣିଜ୍ୟ ପରାମର୍ଶଦାତା ପିଟର ନାଭାରୋ ଭାରତକୁ ନେଇ ଏକ କଠୋର ବିବୃତ୍ତି ଜାରି କରିଛନ୍ତି।
ଭାରତରେ କୃତ୍ରିମ ବୁଦ୍ଧିମତ୍ତା (AI) ସେବାର ବର୍ଦ୍ଧିତ ବ୍ୟବହାର ଏବଂ ଏଥିରେ ଖର୍ଚ୍ଚ ହେଉଥିବା ଆମେରିକୀୟ ଡଲାରକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି ଓ ଏହା…