Latest Odisha News

BREAKING NEWS

Slovakia’s highest honour:ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ସମ୍ମାନ;ତାଙ୍କର ୩୩ତମ…

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ନାଗରିକ ସମ୍ମାନ, ଅର୍ଡର ଅଫ୍ ଦି ହ୍ୱାଇଟ୍ ଡବଲ୍ କ୍ରସ୍ (ପ୍ରଥମ ଶ୍ରେଣୀ) ପ୍ରଦାନ କରାଯାଇଛି। ସେ ଏହି ସମ୍ମାନ ପାଇବାରେ ପ୍ରଥମ ଭାରତୀୟ । ସ୍ଲୋଭାକିଆ ରାଷ୍ଟ୍ରପତି ପିଟର ପେଲେଗ୍ରୀନି ତାଙ୍କୁ ଏହି ସମ୍ମାନ ପ୍ରଦାନ…

ପୁଣି ନନ୍ଦନକାନନରେ ଜନ୍ମିତ ଶାଗୁଣା ଶାବକର ମୃତ୍ୟୁ

ଭୁବନେଶ୍ବର:ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଶାଗୁଣା ଶାବକର ସୋମବାର ମୃତ୍ୟୁ ହୋଇଛି। ରାଜ୍ୟ ଉଦ୍ଭିଦ ଉଦ୍ୟାନ ପରିସରର ଶାଗୁଣା ପ୍ରଜନନ କେନ୍ଦ୍ରରେ ଗତ ମାର୍ଚ୍ଚ ୧୧ ତାରିଖରେ ଜନ୍ମ ଲାଭ କରିଥିବା ଶାଗୁଣା ଶାବକର ମୃତ୍ୟୁ ହୋଇଛି । କେଉଁ କାରଣରୁ ହୋଇଛି ଜାଣିବା ପାଇଁ ଶବ ବ୍ୟବଛେଦ ଲାଗି…

SIR Drive In Odisha:୨ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସିନିୟର ଡେପୁଟି ଇଲେକ୍ସନ କମିଶନର;SIRର ହେବ ସମୀକ୍ଷା

ଭୁବନେଶ୍ବର: ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଭାରତର ସିନିୟର ଡେପୁଟି ଇଲେକ୍ସନ କମିଶନର ଜ୍ଞାନେଶ ଭାରତୀ। ରାଜ୍ୟରେ ଚାଲିଥିବା SIRର ଅଗ୍ରଗତି ନେଇ ସେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିବେ। ଭୋଟର ତାଲିକାକୁ ଅଧିକ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ପାଇଁ ଅଧିକାରୀମାନଙ୍କୁ ଆବଶ୍ୟକୀୟ…

ସୈନିକ ସ୍କୁଲ୍ ନିକଟରେ ଭୟଙ୍କର ସିରିଜ ଦୁର୍ଘଟଣା;ମାଡ଼ିଗଲା କାର…୨ ମୃତ

ଭୁବନେଶ୍ବର:ଭୁବନେଶ୍ବରରେ ଭୟଙ୍କର ଦୁର୍ଘଟଣା । ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତି ପ୍ରାୟ ୯ଟା ବେଳେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା ୪ଜଣଙ୍କ ଉପରେ ମାଡି ଯାଇଥିଲା। ଏପରିକି କାର୍‌ଟି ଭାରସାମ୍ୟ ହରାଇ ଏକ ଅଟୋ ଏବଂ ଏକାଧିକ…

DRDO Successfully Tests LRLACM:ଓଡ଼ିଶା ଉପକୂଳରେ DRDOର ସଫଳ ଦୂରଗାମୀ ସ୍ଥଳ ଆକ୍ରମଣ କ୍ରୁଜ୍ ମିସାଇଲ…

ନୂଆଦିଲ୍ଲୀ:ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO)ସୋମବାର ଦିନ ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଦୀର୍ଘ ଦୂରଗାମୀ ସ୍ୱଦେଶୀ ସ୍ଥଳ ଆକ୍ରମଣ କ୍ରୁଜ୍ କ୍ଷେପଣାସ୍ତ୍ର (LRLACM- Long Range Land Attack Cruise Missile)ର ଏକ ଉଡ଼ାଣ ପରୀକ୍ଷଣ ସଫଳତାର ସହିତ କରିଛି। ପରୀକ୍ଷଣ…

ଅରିଜିତଙ୍କ ପରେ ପ୍ରୀତମଙ୍କ ପୋଷ୍ଟ ନେଇ ଚିନ୍ତାରେ ପ୍ରଶଂସକ

ମୁମ୍ବାଇ: ଚଳିତ ବର୍ଷ ଆରମ୍ଭରେ ଭାରତର ଲୋକପ୍ରିୟ ଗାୟକ ଅରିଜିତ ସିଂ ପ୍ଲେ ବ୍ୟାକ ସିଙ୍ଗିଙ୍ଗରୁ ଅବସର ନେବେ ବୋଲି ଘୋଷଣା କରିଥିଲେ । ଯାହାକି ପ୍ରଶଂସକଙ୍କୁ ନିରାଶ କରିଥିଲା । ଏବେ ସଙ୍ଗୀତକାର ଓ ଗାୟକ ପ୍ରୀତମ ମଧ୍ୟ ଏ ନେଇ ପରୋକ୍ଷରେ ସୂଚନା ଦେଇଛନ୍ତି । ସେ ତାଙ୍କ ଜନ୍ମଦିନରେ ଏକ ପୋଷ୍ଟ…

ଫିଫା ବିଶ୍ୱକପ: ସବୁଠାରେ ଜାପାନ ପ୍ରଶଂସକଙ୍କୁ ପ୍ରଶଂସା

ନୂଆଦିଲ୍ଲୀ: ଫିଫା ବିଶ୍ୱକପର ରୋମାଂଚ ଧୀରେ ଧୀରେ ଭରିବାରେ ଲାଗିଛି । ଅର୍ଲିଂଟନରେ ଖେଳାଯାଇଥିବା ମୁକାବିଲାରେ ଶକ୍ତିଶାଳୀ ନେଦରଲାଣ୍ଡ ବିପକ୍ଷରେ ଜାପାନ ୨-୨ରେ ମ୍ୟାଚ ଡ୍ର ରଖିବାରେ ସଫଳ ହୋଇଛି । ଜାପାନ ପାଇଁ ଏହି ମ୍ୟାଚ ବିଜୟ ସଦୃଶ ଥିଲା । ତେବେ ମ୍ୟାଚ ପରେ ଜାପାନୀ ପ୍ରଶଂସକମାନେ ଏ…

ବଡ ଅଘଟଣ ପୂର୍ବରୁ ଏକ ବୃହତ୍ ମାଓ ଡମ୍ପ ଠାବ କଲା ମାଲକାନଗିରି ପୋଲିସ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଦୁର୍ଗମ ପଡ଼ିଆ ଅଞ୍ଚଳରୁ ଏକ ବୃହତ୍ ମାଓ ଡମ୍ପ ଠାବ କରାଯାଇଛି । ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷାକର୍ମୀ ଏହାକୁ ଜବତ କରିଛନ୍ତି । ଏହି ଅସ୍ତ୍ରଶସ୍ତ୍ର ଗୁଡିକ ସୁରକ୍ଷାକର୍ମୀଙ୍କ ଉଦ୍ଦେଶ୍ୟରେ ରଖାଯାଇଥିବା ପୋଲିସ ସୂଚନା ଦେଇଛି । ସମସ୍ତ ସାମଗ୍ରୀ ଆନ୍ଧ୍ର…

ISI ଆତଙ୍କୀ ନେଟୱାର୍କ ଉପରେ ବଡ ପ୍ରହାର;ୟୁପି ସମେତ ୪ରାଜ୍ୟରେ ଚଢାଉ; ବିହାରରୁ ଧରାପଡିଲା ଜଣେ ସନ୍ଦିଗ୍ଧ

ନୂଆଦିଲ୍ଲୀ: ଦେଶର କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ସହିତ ଜଡିତ ଏକ ସନ୍ଦିଗ୍ଧ ଆତଙ୍କବାଦୀ ନେଟୱାର୍କ ବିରୁଦ୍ଧରେ ଏକ ବଡ଼ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ବର୍ତ୍ତମାନ ଉତ୍ତର ପ୍ରଦେଶ, ବିହାର, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ସମେତ ଚାରୋଟି…

ସୁପର ଓଭରରେ ଭାରତ ଏକୁ ହରାଇଲା ଶ୍ରୀଲଙ୍କା ଏ

ଦାମ୍ବୁଲା: ଏଠାରେ ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଶ୍ରୀଲଙ୍କା ଏ ସୁପର ଓଭରରେ ଭାରତ ଏକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୪୯.୨ ଓଭରରେ ୨୬୫ ରନ କରି ଅଲଆଉଟ ହୋଇ ଯାଇଥିଲା । ସୂର୍ଯ୍ୟାଶ ଶେଜ ୭୨ ଓ ବିପ୍ରଜ ନିଗମ ୫୧ ରନର ଇନିଂସ ଖେଳିଥିଲେ । ମହମ୍ମଦ ସିରାଜ ଓ…