Middle East Conflict: କାତାରରେ ଆମେରିକାକୁ ବଡ଼ ଝଟକା, ୯୦ ବିଲିୟନ ମୂଲ୍ୟର ରାଡାର ସିଷ୍ଟମକୁ ମାଟିରେ ମିଶାଇଲା…
ନୂଆଦିଲ୍ଲୀ: ପ୍ରତିଶୋଧ ନିଆଁରେ ଜଳୁଛି ଇରାନ। ଆମେରିକା, ଇସ୍ରାଏଲର ଠିକଣାକୁ ଧ୍ଵଂସ କରିବାରେ ଲାଗିଛି। ଏବେ ଇରାନର ଏକ ନୂତନ ଆକ୍ରମଣ ଉପସାଗରରେ ଆମେରିକାର କ୍ଷେପଣାସ୍ତ୍ର ପ୍ରତିରକ୍ଷା ଢାଲକୁ ଏକ ବଡ଼ ଆଘାତ ଦେଇଛି।
ଆମେରିକା ବିରୁଦ୍ଧରେ ଇରାନର ଏକ ବଡ଼ ଆକ୍ରମଣର ଖବର ସାମ୍ନାକୁ ଆସିଛି।…