Latest Odisha News

BREAKING NEWS

ଦିଲ୍ଲୀ ଯାଉଥିବା ଶ୍ରୀଧାମ ଏକ୍ସପ୍ରେସକୁ ମିଳିଲା ବୋମା ଧମକ, ଯାତ୍ରୀ ଭୟଭୀତ

ନୂଆଦିଲ୍ଲୀ: ନଭେମ୍ବର ୧୧ ​​ତାରିଖରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା ବିସ୍ଫୋରଣ ପରେ, ସାରା ଦେଶର ସୁରକ୍ଷା ଏଜେନ୍ସିଗୁଡ଼ିକ ହାଇ ଆଲର୍ଟରେ ଅଛନ୍ତି । ଏହି ସମୟରେ, ଦିଲ୍ଲୀର ନିଜାମୁଦ୍ଦିନ ଅଭିମୁଖେ ଯାଉଥିବା ଶ୍ରୀଧାମ ଏକ୍ସପ୍ରେସରେ ଏକ ବୋମା ଧମକ ଆତଙ୍କ ସୃଷ୍ଟି କରିଥିଲା ।…

Jaundice In Cuttack: କଟକରେ ୧୫ରୁ ଅଧିକ ଜଣ୍ଡିସ୍‌ରେ ଆକ୍ରାନ୍ତ..

କଟକ: କଟକରେ ଜଣ୍ଡିସ ବ୍ୟାପିବାରେ ଲାଗିଛି । ୧୫ରୁ ଅଧିକ ଜଣ ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବାବେଳେ, ୨ ଜଣଙ୍କ ଅବସ୍ଥା ଗୁରୁତର ମଧ୍ୟ ରହିଛି । ଦୂଷିତ ଜଳ ବ୍ୟବହାର କାରଣରୁ ଏତେ ସଂଖ୍ୟାରେ ଲୋକେ ଜଣ୍ଡିସ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ବିଶେଷ କରି କଟକର କଦମ ଏ ରସୁଲର…

ନେପାଳ ପରେ ଏହି ଦେଶରେ ଜେନ୍-ଜି ବିକ୍ଷୋଭ, ନାକେଦମ୍ ପୋଲିସ

ନୂଆଦିଲ୍ଲୀ: ନେପାଳରେ ଜେନ୍-ଜି ପ୍ରତିବାଦ ସମୟରେ ଲକ୍ଷ ଲକ୍ଷ ଲୋକ ରାସ୍ତାକୁ ଓହ୍ଲାଇଥିଲେ ଓ ଏଥିରେ ପ୍ରଧାନମନ୍ତ୍ରୀଙ୍କ ଘର ପୋଡ଼ିବା ସହ ଅନେକ ହିଂସାତ୍ମକ କାଣ୍ଡ ହୋଇଥିଲା। ଯାହାଫଳରେ ନେପାଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ସେହିପରି କିଛି ସମାନ ପରିସ୍ଥିତି ବର୍ତ୍ତମାନ ମେକ୍ସିକୋରେ…

Odisha Eco Retreat:ବିଳାସପୂର୍ଣ୍ଣ କଟେଜରୁ ପ୍ରକୃତିର ମଜା…ରାଜ୍ୟର ୬ଟି ସ୍ଥାନରେ ଇକୋ ରିଟ୍ରିଟ ଆରମ୍ଭ

ଭୁବନେଶ୍ବର: ଖୋଲିଲା ଇକୋ ରିଟ୍ରିଟ । ଗତକାଲି ରାଜ୍ୟରେ ୬ଟି ଇକୋ ରିଟ୍ରିଟକୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଭିଡିଓ କନଫରେନ୍ସ ମାଧ୍ୟମରେ ଶୁଭ ଉଦଘାଟନ କରିଛନ୍ତି । ପର୍ଯ୍ୟଟକଙ୍କୁ ନିଆରା ଅନୁଭୂତି ଦେବାକୁ ହୀରାକୁଦ, ସାତକୋଶିଆ, ସୁନାପୁର (ଗଞ୍ଜାମ), ଦାରିଙ୍ଗିବାଡି,…

ପୃଥ୍ୱୀଙ୍କ ଜୀବନରେ ଆକୃତଙ୍କ ଏଂଟ୍ରି

ମୁମ୍ବାଇ: କ୍ରିକେଟର ପୃଥ୍ୱୀ ଶ ଏବେ ମହାରାଷ୍ଟ୍ର ପକ୍ଷରୁ ରଣଜୀ ଟ୍ରଫି ଖେଳୁଛନ୍ତି । ଏହା ମଧ୍ୟରେ ତାଙ୍କ ନୂତନ ଗାର୍ଲଫ୍ରେଣ୍ଡଙ୍କୁ ନେଇ ପୂନର୍ବାର ଆଲୋଚନା ଜୋର ଧରିଛି । ପୃଥ୍ୱୀ ଏବେ ଆକୃତି ଅଗ୍ରୱାଲଙ୍କ ପ୍ରେମରେ ପଡିଛନ୍ତି । ଅବଶ୍ୟ ଏହା ଉଭୟ ବିଧିବଦ୍ଧ ଭାବେ କୌଣସି ସ୍ଥାନରେ ସ୍ୱୀକାର…

ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି, ଡାକ୍ତର ସ୍ବାମୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ପତ୍ନୀ

କଟକ: ଜଣେ ଯୁବ ଡାକ୍ତର ତାଙ୍କ ପତ୍ନୀଙ୍କୁ ୧୦ ଦିନରୁ ଅଧିକ ହେବ ଘରେ ବନ୍ଦ କରିବା ସହ ମାନସିକ ଯନ୍ତ୍ରଣା ଦେଉଛନ୍ତି, ଏହା ସହ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଉଥିବା ଅଭିଯୋଗ ହୋଇଛି । ଏନେଇ ନିଜେ ଖୋଦ ଡାକ୍ତରଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି । ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି କଟକ…

Russia Ukraine War: ରୁଷ-ୟୁକ୍ରେନ ମଧ୍ୟରେ ହେବାକୁ ଯାଉଛି ଏକ ବଡ଼ ଚୁକ୍ତି, ନିଜେ ଘୋଷଣା କଲେ ରାଷ୍ଟ୍ରପତି…

କିଭ୍: ୟୁକ୍ରେନ୍ ଏବଂ ରୁଷ ମଧ୍ୟରେ ଏକ ବଡ଼ ଚୁକ୍ତି ଖୁବ୍ ଶୀଘ୍ର ହେବାକୁ ଯାଉଛି । ୟୁକ୍ରେନ୍ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନ୍ସକି ରବିବାର ଏହା ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ୟୁକ୍ରେନ୍ ଏବଂ ରୁଷ ଯୁଦ୍ଧବନ୍ଦୀ ବିନିମୟ ପ୍ରକ୍ରିୟାକୁ ପୁନଃଆରମ୍ଭ କରିବା ପାଇଁ ସକ୍ରିୟ ଭାବରେ…

Gold Mine: ଗୋଟିଏ ବର୍ଷ ମଧ୍ୟରେ ଚୀନରେ ପୁଣି ମିଳିଲା ତୃତୀୟ ସୁନା ଭଣ୍ଡାର

ବେଜିଂ: ଚୀନ୍ ରେ ମାଟି ତଳୁ ମିଳିଛି ବିଶାଳ ସୁନା ଭଣ୍ଡାର । ଚୀନ୍ ବୈଜ୍ଞାନିକମାନେ ଏହି ବିଶାଳ ସୁନା ଭଣ୍ଡାର ଆବିଷ୍କାର କରିଛନ୍ତି । ପ୍ରାରମ୍ଭିକ ଆକଳନ ଅନୁଯାୟୀ, ଏହି ବିଶାଳ ସୁନା ଭଣ୍ଡାରର ପରିମାଣ ୧ ହଜାର ଟନ୍ ରୁ ଅଧିକ ହୋଇପାରେ । ଜିନଜିଆଙ୍ଗ ଉଇଗୁର ସ୍ୱୟଂଶାସିତ ଅଞ୍ଚଳର ପଶ୍ଚିମ…

Weather update: ଆସନ୍ତା ୩୦ ତାରିଖରୁ ଆହୁରି ବଢିବ ଶୀତର ପ୍ରକୋପ !

ଭୁବନେଶ୍ବର:ପାରଦ ଖସୁଛି, ଶୀତ ବଢୁଛି। ଉପକୂଳ, ପଶ୍ଚିମ, ଦକ୍ଷିଣ ଓଡ଼ିଶା ସବୁଠି ବଢିଲାଣି ଥଣ୍ଡା । କନ୍ଧମାଳ ଜିଲ୍ଲାରେ ୧୦ ଡିଗ୍ରୀ ତଳେ ପାରଦ ରହୁଛି । ଘନ କୁହୁଡି ସକାଳ ୯ଟା ପର୍ଯ୍ୟନ୍ତ ରହୁଛି । ତେବେ ରାଜ୍ୟବାସୀଙ୍କୁ ଆଗୁଆ ସତର୍କ କରାଇଛନ୍ତି ବରିଷ୍ଠ ପାଣିପାଗ ବିଜ୍ଞାନୀ ଶରତ ଚନ୍ଦ୍ର…

Delhi Blast: ଦିଲ୍ଲୀ ବିସ୍ଫୋରଣ ମାମଲା: ଆତଙ୍କବାଦୀ ଡାକ୍ତର ଉମରଙ୍କ ସହଯୋଗୀ ଆମିର ରସିଦ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀରେ ଲାଲକିଲ୍ଲା କାର ବିସ୍ଫୋରଣ ମାମଲାରେ NIA ଏକ ବଡ଼ ସଫଳତା ହାସଲ କରିଛି । ଆତ୍ମଘାତୀ ବିସ୍ଫୋରଣକାରୀର ସହଯୋଗୀ ଆମିର ରସିଦ ଅଲିଙ୍କୁ ଦିଲ୍ଲୀରେ ଗିରଫ କରାଯାଇଛି । ଜମ୍ମୁ ଓ କାଶ୍ମୀରର ସାମ୍ବୋରା (ପାମ୍ପୋର)ର ବାସିନ୍ଦା ଆମିର ଉନ୍ ନବିଙ୍କ ସହ ଷଡ଼ଯନ୍ତ୍ର କରିଥିଲେ ।…