ଗୁରୁ ନାଁରେ କଳଙ୍କ, ଛାତ୍ରୀକୁ ଗଣଦୁଷ୍କର୍ମ କଲେ ୩ ଶିକ୍ଷକ
ଚେନ୍ନାଇ: ଗୁରୁ ନାଁରେ କଳଙ୍କ । ଅତ୍ୟନ୍ତ ଅଶୋଭନୀୟ ଓ ଲଜ୍ଜାଜନକ । ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ୩ ଶିକ୍ଷକ । ତାମିଲନାଡୁର କୃଷ୍ଣଗିରିର ପୋଚମପାଲି ହାଇସ୍କୁଲରେ ଘଟିଛି ଏହି ଘଟଣା । ଘଟଣାଟି ୧ମାସ ତଳର ହୋଇଥିବା ବେଳେ ପୀଡିତାଙ୍କ ସହ ଏଭଳି ଜଘନ୍ୟ କାଣ୍ଡ ନେଇ…