Weather Update: ପଶ୍ଚିମା ଝଡ଼ର ପ୍ରଭାବ: କମିବ ଶୀତ, ବଢ଼ିବ ରାତି ତାପମାତ୍ରା
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଦିନରେ ଥଣ୍ଡା ପବନ ମଧ୍ୟ ବହୁଛି। ବିଶେଷକରି ରାତିରେ ଶୀତର ପ୍ରକୋପ ଅଧିକ ରହୁଥିବାରୁ ଲୋକମାନେ ନିଆଁ ପୋଉଁଛନ୍ତି। କିନ୍ତୁ ଏଭଳି ଶୀତ ଆଉ ବେଶି ଦିନ ରହିବନି। କାରଣ ଦୁଇ ଦିନ ପରେ ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ ପଡିବ। ଫଳରେ ବଢ଼ିବ ରାତି!--StartFragment>…