Latest Odisha News

BREAKING NEWS

ରଥଯାତ୍ରାକୁ ନେଇ ସକ୍ରିୟ ସାଇବର୍‌ ଠକ: ମହାପ୍ରଭୁଙ୍କୁ ତୁଳସୀ ଚଢ଼ା ଓ ହୋମ ନାଁରେ ଅନଲାଇନରେ ମାଗୁଛନ୍ତି ଦାନ..

ପୁରୀ: ରଥଯାତ୍ରା ଆରମ୍ଭ ନ ହେଉଣୁ ସକ୍ରିୟ ହୋଇଗଲେଣି ସାଇବର୍ ଠକମାନେ । ରଥଯାତ୍ରାରେ ପୂଜାପାଠ କରିବାକୁ ଆଳ କରି ଦାନ ମାଗୁଛନ୍ତି । ଫେସବୁକ୍‌ ରେ ମାଳମାଳ ବିଜ୍ଞାପନ ଛାଡୁଛନ୍ତି । ଏଭଳି କଲେ କୁକର୍ମରୁ ମୁକ୍ତି ମିଳିବ ବୋଲି କହୁଛନ୍ତି । ଖାଲି ସେତିକି ନୁହଁ ରଥ ଉପରେ ୨୫୧ କିମ୍ବା ୫୦୧…

ଫିଲ୍ମ ଷ୍ଟାଇଲେ ATM କୁ ତାଡ଼ି ଲକ୍ଷାଧିକ ଟଙ୍କା ଲୁଟ୍, ସିସିଟିଭିରେ କଏଦ ହେଲା ଦୃଶ୍ୟ

ସୋର: ଏଟିଏମ ଲୁଟ୍ ପରେ ରାସ୍ତାରେ ଫୋପାଡ଼ି ଦେଲେ ଦୁର୍ବୃତ୍ତ। ଏକଦମ ଫିଲ୍ମ ଷ୍ଚାଇଲରେ ହୋଇଛି ଏଟିଏମ୍ ଲୁଟ୍। ଥାର୍ ଗାଡ଼ିରେ ଆସି ଏଟିଏମ୍ ମେସିନ୍‌କୁ ତାଡ଼ି ନେଲେ ଦୁର୍ବୃତ୍ତ। କାର୍‌ରେ ଘୋଷାଡ଼ି ଘୋଷାଡ଼ି ନେଇ ଫୋପାଡ଼ି ଦେଲେ ୫ ଦୁର୍ବୃତ୍ତ। ଏହି ଲୁଟ୍ ବାଲେଶ୍ୱର ଜିଲ୍ଲା ଖଇରା ଥାନା…

ଭିଜିଲାନ୍ସକୁ ଦେଖି ଫିଲ୍ମ ଷ୍ଟାଇଲରେ ଟଙ୍କା ନେଇ ଫେରାର ହୋଇଗଲେ ଲାଞ୍ଚୁଆ ASI

ଖୋର୍ଦ୍ଧା: ଲାଞ୍ଚ ନେଉଥିଲେ, ହେଲେ ଧରା ପଡ଼ିବା ବେଳକୁ ଫିଲ୍ମ ଷ୍ଟାଇଲରେ ଚମ୍ପଟ ମାରିଲେ! ଭିଜିଲାନ୍ସ ଅଧିକାରୀଙ୍କୁ ସାମ୍ନାରେ ଦେଖି ଆଖିରେ ଧୂଳି ଦେଇ ବାଇକ୍‌ରେ ଖସିଯିବାରେ ସଫଳ ହୋଇଛନ୍ତି ଜଣେ ପୋଲିସ ବାବୁ। ଏଭଳି ଏକ ଚାଞ୍ଚଲ୍ୟକର ତଥା ନାଟକୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା…

New Zealand Seal MoUs: ବାଣିଜ୍ୟରୁ ପ୍ରତିରକ୍ଷା ପର୍ଯ୍ୟନ୍ତ ୧୮ ବଡ଼ ଚୁକ୍ତି, ଭାରତ-ନ୍ୟୁଜିଲାଣ୍ଡ ସମ୍ପର୍କକୁ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନ୍ୟୁଜିଲାଣ୍ଡ ଗସ୍ତ ଦୁଇ ଦେଶର ସମ୍ପର୍କକୁ ନୂଆ ଉଚ୍ଚତାରେ ପହଞ୍ଚାଇଛି। ଏହି ଗସ୍ତ ସମୟରେ ପ୍ରତିରକ୍ଷା, ମୁକ୍ତ ବାଣିଜ୍ୟ, ସାମୁଦ୍ରିକ ସୁରକ୍ଷା, ଆତଙ୍କବାଦ ବିରୋଧୀ ସହଯୋଗ, କୃଷି, ଦୁଗ୍ଧ ଉତ୍ପାଦନ, ପର୍ଯ୍ୟଟନ, ଶିକ୍ଷା, ବିଜ୍ଞାନ,…

ମୟୂରଭଞ୍ଜର କୁଡ଼ୁ ବତକକୁ ମିଳିଲା ଜାତୀୟ ମାନ୍ୟତା

ଭୁବନେଶ୍ୱର: ଓଡ଼ିଶା ପାଇଁ ଗୌରବ ଆଣିଲା ଏକ ନିଆରା ପ୍ରଜାତିର ବତକ। ମୟୂରଭଞ୍ଜର କୁଡ଼ୁ ବତକକୁ ମିଳିଛି ଜାତୀୟ ମାନ୍ୟତା। ଏହି ବତକ ଅଧିକାଂଶ ମୟୂରଭଞ୍ଜ ଜିଲ୍ଲାରେ ଦେଖାଯାଏ। ଇଏ ଏଭଳି ଏକ ଦେଶୀ ବତକ, ଯାହାକୁ ବାର୍ଡ-ଫ୍ଲୁ ହୁଏନି। ବର୍ଷକୁ ୧୫୦ ଅଣ୍ଡା ଦିଏ। ଦେଖିବାକୁ ଟିକେ ଅଲଗା। ଶରୀରର ଅଧା…

IAF Beats China: ବିଶ୍ୱର ତୃତୀୟ ସବୁଠୁ ଶକ୍ତିଶାଳୀ ବାୟୁଶକ୍ତି ଭାରତ, ପୁଣି ଚୀନକୁ ପଛରେ ପକାଇଲା IAF

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା (IAF) ପୁଣିଥରେ ବିଶ୍ୱ ମଞ୍ଚରେ ନିଜର ଶକ୍ତିର ପ୍ରମାଣ ଦେଇଛି। ଓ୍ବାଲ୍ଡ ଡିରୋକ୍ଟରୀ ଅଫ୍ ମର୍ଡନ୍ ମିଲିଟାରୀ ଏୟାରକ୍ରାଫ୍ଟ (WDMMA) ପକ୍ଷରୁ ପ୍ରକାଶିତ ୨୦୨୬ ଗ୍ଲୋବାଲ୍ ଏୟାର ପାଓ୍ବର୍ସ ରାଙ୍କିଂରେ ଦେଶ ଭିତ୍ତିକ ମୂଲ୍ୟାଙ୍କନରେ ଭାରତ ବିଶ୍ୱର ତୃତୀୟ…

ଆସୁଛି ପଛକୁ ପଛ ୨ଟି ଲଘୁଚାପ: ୨୨ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଓଡ଼ିଶାରେ ମୌସୁମୀ ବର୍ଷା ଜାରି ରହିଛି। ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅସରାଏ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ବେଳେ, ଆଗକୁ ଓଡ଼ିଶା ଆଡ଼କୁ ଆସୁଛି ଆହୁରି ଦୁଇଟି ଲଘୁଚାପ। ଏହା ପ୍ରଭାବରେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭଲ ବର୍ଷା ହୋଇପାରେ।…

Iran’s assassination plot: ଟ୍ରମ୍ପଙ୍କୁ ମାରିବାକୁ ଇରାନର ଯୋଜନା, ରାଷ୍ଟ୍ରପତି କହିଲେ, ‘କେବେ ନ…

ନୂଆଦିଲ୍ଲୀ: ପୁଣି ମଧ୍ୟପ୍ରାଚ୍ୟରେ ଉତ୍ତେଜନା । ମାଟିରେ ମିଶିଛି ଆମେରିକା-ଇରାନ ଅସ୍ତ୍ରବିରତି । ଉଭର୍ ଦେଶ ମଧ୍ୟରେ ପୁଣି ଆରମ୍ଭ ହୋଇଛି ଆକ୍ରମଣ ପ୍ରତିଆକ୍ରମଣ । ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମାରିବାକୁ ଯୋଜନା କରୁଛି ଇରାନ । ଏହି ଖବର ପ୍ରସାରିତ ହେବା…

Spiny gourd:ପ୍ରୋଟିନର ଅଭାବ ପୂରଣ କରିବ ‘କାଙ୍କଡ’… କରନ୍ତୁ ନିଜ ଖାଦ୍ୟରେ ସାମିଲ

ଭୁବନେଶ୍ବର: ମୌସୁମୀ ବର୍ଷା ପରେ ବଜାରରେ ଦେଖିବାକୁ ମିଳିଥାଏ କାଙ୍କଡ ପସରା । ବର୍ଷକୁ ମାତ୍ର ଦୁଇ ମାସ ମିଳିଥାଏ ଏହି କାଙ୍କଡ଼ । ଏହି କାଙ୍କଡ ଖାଇବାକୁ ଯେତିକି ସ୍ବାଦିଷ୍ଟ ସେତିକି ପୁଷ୍ଟିକର। ଆୟୁର୍ବେଦରେ ଏହାକୁ ଏକ ଲାଭଦାୟକ ପନିପରିବା ଭାବରେ ବିବେଚନା କରାଯାଏ। ଏହାକୁ ଖାଇବା ଦ୍ବାରା…

Bribe Case: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଯନ୍ତ୍ରୀ;ବିଲ୍ ପାସ୍ ପାଇଁ ନେଉଥିଲେ ଲାଞ୍ଚ

ବଡ଼ସାହି:ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର ଜେଇ ସୁଶୀଲ କୁମାର ସିଂକୁ ଆଜି ଭିଜିଲାନ୍ସ ଗିରଫ କରିଛି । ଜଣେ ଠିକାଦାରଙ୍କଠାରୁ ୩୨ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ବାରିପଦା ଭିଜିଲାନ୍ସ ଟିମ୍‌ । ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ବଡ଼ ସାହି ବ୍ଲକ୍…