Latest Odisha News

BREAKING NEWS

ମଦ୍ୟପାନକୁ ନେଇ କଠୋର ହେଲା ଏହି ବୋର୍ଡ, ଖେଳାଳିମାନଙ୍କ ପାଇଁ ଲାଗୁ କଲା ଏହି ନିୟମ

ଲଣ୍ଡନ: ନିକଟରେ ଇଂଲଣ୍ଡ କ୍ରିକେଟ ଟିମର ଖେଳାଳିଙ୍କୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ବାରମ୍ବାର ଏହି ଭଳି ଘଟଣା ଘଟିବାରୁ ଇସିବି ଖେଳାଳିମାନଙ୍କ କେତେକ କଠୋର ନିୟମ ଲାଗୁ କରିଛି । ମ୍ୟାଚର ଦିନକ ପୂର୍ବରୁ ମ୍ୟାଚ ଶେଷ ପର୍ଯ୍ୟନ୍ତ କୌଣସି ଖେଳାଳି ମଦ ପିଇ ପାରିବେ ନାହିଁ । ମ୍ୟାଚ…

କୋଟିପତି ଏଆରଟିଓଙ୍କ ଘରେ ରେଡ୍, ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀଙ୍କ ଉଡିଲା ହୋସ୍

ଲକ୍ଷ୍ନୌ: ଭିଜିଲାନ୍ସ ଜାଲରେ ଉତ୍ତର ପ୍ରଦେଶର ପୂର୍ବତନ ସହାୟକ ଆଞ୍ଚଳିକ ପରିବହନ ଅଫିସର(ଏଆରଟିଓ) ଲଳିତ କୁମାର । ତାଙ୍କ ଘରେ ଚଢଉ ବେଳେ ବେଆଇନ ସମ୍ପତ୍ତି ଠାବ ହୋଇଛି । ଘରୁ ତାଙ୍କର ବିଡା ବିଡା ନଗଦ ଟଙ୍କା ସହ, ମିଳିଛି ପୁଳାପୁଳା ସୁନା, ରୁପା ଓ କିଛି ହୀରା । ଯାହା ଦେଖି ଭିଜିଲାନ୍ସ…

ପ୍ରକାଶ ପାଇଲା ୨ ବର୍ଷିଆ ବି.ଏଡ଼, ଏମ୍.ଏଡ଼ ଏବଂ ବି.ଏଚ.ଏଡ଼୍ ପ୍ରବେଶିକା ପରୀକ୍ଷା ରେଜଲ୍ଟ

ଭୁବନେଶ୍ୱର: ପ୍ରକାଶ ପାଇଲା ୨ ବର୍ଷିଆ ବି.ଏଡ଼, ଏମ୍.ଏଡ଼ ଏବଂ ବି.ଏଚ.ଏଡ଼ ପ୍ରବେଶିକା ପରୀକ୍ଷା ରେଜଲ୍ଟ । ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଦୁଇ ବର୍ଷିଆ ବି.ଏଡ଼, ଏମ୍.ଏଡ଼ ଏବଂ ବି.ଏଚ.ଏଡ଼ ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ ଅନୁଷ୍ଠିତ ହୋଇଥିଲା ଏହି ପ୍ରବେଶିକା ପରୀକ୍ଷା ।…

କୋଚ, ଅଧିନାୟକ, ରଣନୀତିର ରିଭ୍ୟୁ କରିବ ବିସିସିଆଇ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ଶୋଚନୀୟ ଭାବେ ହାରିବା ପରେ ବିସିସିଆଇ ପ୍ରଦର୍ଶନ ନେଇ ଅସନ୍ତୋଷ ବ୍ୟକ୍ତ କରିଛି । ସିରିଜ ସମାପ୍ତ ହେବା ପରେ ବିସିସିଆଇ କୋଚ, ଅଧିନାୟକ ଓ ରଣନୀତିର ରିଭ୍ୟୁ କରିବ ବୋଲି ଏଏନଆଇରେ ରିପୋର୍ଟ ପ୍ରକାଶ ପାଇଛି । ଟି୨୦ ବିଶ୍ୱକପ ଜିତିଥିବା ଦଳ ହଠାତ…

ଜୁଲାଇ ୧୩ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଭୁବନେଶ୍ବର: ଆସନ୍ତା ସୋମବାର ଅର୍ଥାତ୍ ଜୁଲାଇ ୧୩ରେ ମୁଖ୍ୟମନ୍ତ୍ରୀଙ୍କ “ଜନ ଅଭିଯୋଗ ଶୁଣାଣି" କାର୍ଯ୍ୟକ୍ରମ ବନ୍ଦ ରହିବ । ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ କାର୍ଯ୍ୟ ରହିଥିବାରୁ ଆସନ୍ତା ସୋମବାର ଦିନ ‘ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ପରବର୍ତ୍ତୀ…

ଦିବ୍ୟାଙ୍ଗ ଓ ବୟୋଜ୍ୟେଷ୍ଠ ଭକ୍ତମାନଙ୍କୁ ଗୁଣ୍ଡିଚା ମନ୍ଦିରରେ ଦର୍ଶନର ସୁବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର: ପାଖେଇ ଆସୁଛି ବିଶ୍ବ ପ୍ରସିଦ୍ଧ ରଥାଯାତ୍ରା । ମହାପ୍ରଭୁଙ୍କ ଏହି ରଥଯାତ୍ରାକୁ କିପରି ସୁଚାରୁ ରୂପେ ଶୃଙ୍ଖଳାର ସହ ଶେଷ କରାଯିବ ସନେଇ ରାଜ୍ୟ ସରକାର ଘନ ଘନ ବୈଠକ କରି ଆଲୋଚନା ମାଧ୍ୟମରେ ସମୀକ୍ଷା କରୁଛନ୍ତି । ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପବିତ୍ର…

କେଜିରୁ ପିଜି ମାଗଣା ଶିକ୍ଷା ନେଇ ଦ୍ୱନ୍ଦ୍ୱ ଦୂର କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: କେଜିରୁ ପିଜି ମାଗଣା ଶିକ୍ଷା ନେଇ ଦ୍ବନ୍ଦ୍ବ ଦୂର କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେ କହିଛନ୍ତି ଯେ, ପ୍ରଫେସନାଲ୍ ଓ ସେଲ୍ଫ ଫାଇନାନ୍ସିଂ କୋର୍ସ ଛାଡ଼ିଦେଲେ ବାକି ସବୁ ମାଗଣା । ଯୋଜନା ଆରମ୍ଭ ପୂର୍ବରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିଲା । ଯେଉଁ…

Surat Floods:ବନ୍ୟାରେ ନିଖୋଜ ଓଡ଼ିଆ ଦାଦନ ଶ୍ରମିକ;ସରକାରଙ୍କ ସହଯୋଗ ଲୋଡ଼ିଲେ ପରିବାର

କବିସୂର୍ଯ୍ୟନଗର: ପରିବାର ପ୍ରତିପୋଷଣ ପାଇଁ ସୁରଟ ଯାଇଥିଲେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୁଡ଼ିଆଳି ଗାଁର ସ୍ୱରାଜ୍ୟ ଜେନା । ହେଲେ ସେଠାରେ ହୋଇଥିବା ବନ୍ୟାରେ ନିଖୋଜ ହୋଇଯାଇଛନ୍ତି । ଗତ ୩ ଦିନ ହେଲା ତାଙ୍କର କୌଣସି ଖୋଜଖବର ମିଳୁନଥିବା ବେଳେ ମୋବାଇଲ ମଧ୍ୟ ବନ୍ଦ ରହିଛି ।…

ରାଜଧାନୀରେ ଅବକାରୀ ବିଭାଗର ଚଢ଼ାଉ; ୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୩ ଗିରଫ

ଭୁବନେଶ୍ୱର: ଅବକାରୀ ବିଭାଗକୁ ଏହି ବଡ ସଫଳତା ମିଳିଛି । ରାଜ୍ୟ ବାହାରକୁ ଚାଲାଣ ବେଳେ ସହିଦନଗର ଥାନା ଅଞ୍ଚଳରୁ ଗଞ୍ଜେଇ ଭର୍ତ୍ତି ଟ୍ରକ ଜବତ କରାଯାଇଛି । ଏଥିରେ ପ୍ରାୟ ୭ କ୍ୱିଣ୍ଟାଲ ଗଞ୍ଜେଇ ଥିବାବେଳେ, ଘଟଣାରେ ୩ ଅଭିଯୁକ୍ତକୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତମାନେ…

ଅଜବ ଡାକ୍ତର ଜୀବିତ ରୋଗୀଙ୍କୁ କଲେ ମୃତ ଘୋଷଣା, ଥାନାରେ ଅଭିଯୋଗ କଲେ ପରିବାର

କାମାକ୍ଷାନଗର: ଜୀବିତ ରୋଗୀଙ୍କୁ ମୃତ ଘୋଷଣା କଲେ ଡାକ୍ତର । ଏଭଳି ଅଭିଯୋଗ ଆସିଛି କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ । ଜୀବିତ ରୋଗୀଙ୍କୁ ଚିକିତ୍ସା ନକରି ଡାକ୍ତର ମୃତ ଘୋଷଣା କରିଥିବା ଅଭିଯୋଗ ପରେ ରୋଗୀଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି ପରିବାର…