Latest Odisha News

BREAKING NEWS

ଗଠନ ହେଲା ଷଷ୍ଠ ଅର୍ଥ ଆୟୋଗ; ଅରୁଣ କୁମାର ପଣ୍ଡା ଅଧ୍ୟକ୍ଷ

ଭୁବନେଶ୍ବର: ଓଡ଼ିଶା ସରକାର ଷଷ୍ଠ ରାଜ୍ୟ ଅର୍ଥ ଆୟୋଗ ଗଠନ କରିଛନ୍ତି । ଏହାର ଅଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଅରୁଣ କୁମାର ପଣ୍ଡାଙ୍କୁ ନିଯୁକ୍ତ କରାଯାଇଛି । ସେହିପରି ସଦସ୍ୟ ଭାବେ ଏକ୍ସଆଇଏମବି ପ୍ରଫେସର ଅସିତ୍ ରଞ୍ଜନ ମହାନ୍ତି, ପୁଡୁଚେରୀ ବିଶ୍ୱବିଦ୍ୟାଳୟର ଅର୍ଥନୀତି…

ଦ୍ରୁତ ଗତିରେ ବଢୁଛି ଭୋଟରଙ୍କ ସଂଖ୍ୟା, କେବଳ ମହିଳା ମତଦାତା ୪୮ କୋଟି

ନୂଆଦିଲ୍ଲୀ: ଭାରତରେ ଭୋଟରଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଏବେ ଏହି ସଂଖ୍ୟା ୯୯.୧ କୋଟିରେ ପହଞ୍ଚିଛି। ଏହି ସଂଖ୍ୟା ଗତବର୍ଷ ଲୋକସଭା ନିର୍ବାଚନ ସମୟରେ ୯୬.୮୮ କୋଟି ଥିଲା। ରାଷ୍ଟ୍ରୀୟ ମତଦାତା ଦିବସ ପୂର୍ବରୁ ଜାରି ଏକ ରିପୋର୍ଟ ଅନୁସାରେ, ଦେଶରେ ୧୮-୨୯ ବର୍ଷର ଯୁବ…

ନୂଆପଡ଼ା ଗସ୍ତ କରି ମାଓ ଦମନ ଉପରେ ସମୀକ୍ଷା କଲେ ପୋଲିସ ମହାନିର୍ଦ୍ଦେଶକ

ନୂଆପଡ଼ା: ଓଡିଶା ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ ନୂଆପଡ଼ା ଜିଲ୍ଲା ଗସ୍ତରେ ଆସି ମାଓ ଦମନ ଅଭିଯାନ ସମ୍ପର୍କରେ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହା ସହିତ ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ । ପୋଲିସ ଆଇଜି ଅପରେସନ,…

ଦେଶରେ ମିଡିଲ କ୍ଲାସ ଟ୍ୟାକ୍ସ ଆତଙ୍କବାଦରେ ପୀଡ଼ିତ: କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବଢୁଥିବା ବେଳେ  ଆମ ଆଦମୀ ପାର୍ଟି (ଆପ୍)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ବୁଧବାର ପୁଣି ଏକ ମେନିଫେଷ୍ଟୋ ଜାରି କରିଛନ୍ତି। ଏହି ମେନିଫେଷ୍ଟୋକୁ କେଜରିୱାଲ ମିଡିଲ କ୍ଲାସ ବା ମଧ୍ୟବିତ୍ତଙ୍କ ପାଇଁ ଘୋଷଣା…

ଇରାନର ରୋବୋଟ୍ ସୈନ୍ଯ ପରୀକ୍ଷଣ

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ଇରାନର ଆକ୍ରାମକ ବ୍ଯବହାର ହ୍ରାସ ପାଇବାରେ ଲାଗିଛି। ଲେବନାନ୍ ଯୁଦ୍ଧରେ ଇସ୍ରାଏଲ ହିଜବୁଲ୍ଲାହର ନେତୃତ୍ୱକୁ ସମାପ୍ତ କରି ଇରାନକୁ ଏକ ଶକ୍ତ ଆଘାତ ଦେଇଥିଲା। ସୂଚନା ଅନୁଯାୟୀ, ଇରାନ ବର୍ତ୍ତମାନ ଡ୍ରୋନ ଏବଂ…

ଭିତରକନିକାରେ ବଢିଲା ବଉଳା କୁମ୍ଭୀର ସଂଖ୍ୟା

କେନ୍ଦ୍ରାପଡା: ଭିତରକନିକା ପାଇଁ ଖୁସି ଖବର । ବଢ଼ିଲା ବଉଳା କୁମ୍ଭୀର ସଂଖ୍ୟା । ପ୍ରତିବର୍ଷ ଭଳି ଚଳିତବର୍ଷ ଭିତରକନିକାରେ ବଉଳା କୁମ୍ଭୀର ଗଣନା କରାଯାଇଥିଲା । ଚଳିତମାସ ୧୪ ତାରିଖରୁ ଆରମ୍ଭ ହୋଇଥିବା କୁମ୍ଭୀର ଗଣନା ଆଜି ଶେଷ ହୋଇଛି । ୧୮୨୬ଟି ବଉଳା କୁମ୍ଭୀର ଚିହ୍ନଟ ହୋଇଛନ୍ତି ।…

ଜନ୍ମଗତ ନାଗରିକତାରେ ପରିବର୍ତ୍ତନ, ଭାରତୀୟଙ୍କ ଉପରେ ପଡିବ କି ପ୍ରଭାବ… 

ୱାଶିଂଟନ: ଆମେରିକାର ନୂତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜନ୍ମଗତ ନାଗରିକତା ସମ୍ବନ୍ଧୀୟ ନିୟମକୁ ଉଚ୍ଛେଦ କରିଛନ୍ତି। ଯାହାଫଳରେ ଆମେରିକାରେ ଜନ୍ମ ହେଉଥିବା ପ୍ରତ୍ୟେକ ଶିଶୁ ସ୍ୱୟଂଚାଳିତ ଭାବରେ ଆମେରିକାର ନାଗରିକତ୍ୱ ପାଇପାରିବେ ନାହିଁ। ତେବେ  ଏହା ଆମେରିକାରେ ରହୁଥିବା ଭାରତୀୟ ମାନଙ୍କୁ…

ହିଜବୁଲ୍ଲାର ଟପ୍ କମାଣ୍ଡର ଶେଖ ହମାଦିକୁ ଗୁଳିମାଡ଼

ଲେବନାନ: ଲେବନାନର ପୂର୍ବରେ ଥିବା ବେକା ଘାଟିରେ ହିଜବୁଲ୍ଲାର ଜଣେ କୁଖ୍ଯାତ କମାଣ୍ଡର ଶେଖ ମହମ୍ମଦ ଅଲି ହମାଦିଙ୍କୁ ମଙ୍ଗଳବାର କିଛି ଅଜ୍ଞାତ ବ୍ୟକ୍ତି ଗୁଳିମାଡ଼ କରିଛନ୍ତି। ହିଜବୁଲ୍ଲା କମାଣ୍ଡର ହମାଦିଙ୍କୁ ମାଚଗାରା ଅଞ୍ଚଳରେ ଥିବା ତାଙ୍କ ଘର ନିକଟରେ ଏକ ଚଳନ୍ତା ଗାଡ଼ିରୁ ଛଅ ଥର ଗୁଳି…

ନିର୍ବାଚନ ପ୍ରଚାର ପାଇଁ ତାହିର ହୁସେନଙ୍କୁ ମିଳିଲାନି ଜାମିନ, ଏମିତି କହିଲେ କୋର୍ଟ…

ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାର ପାଇଁ ମନି ଲଣ୍ଡରିଙ୍ଗ ମାମଲାରେ ଜେଲରେ ଥିବା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଥିଲା ଜାମିନ। ୧୦ ମେ ୨୦୨୪ରେ ନିର୍ବାଚନ ପ୍ରଚାର ପାଇଁ ସୁପ୍ରିମ କୋର୍ଟ ତାଙ୍କୁ ୨୦ ଦିନର ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ରଥମ ଟି୨୦ରେ ଭାରତ ବିଜୟୀ

କୋଲକାତା: ସ୍ଥାନୀୟ ଇଡେନଗାର୍ଡେନରେ ଅନୁଷ୍ଠିତ ପ୍ରଥମ ଟି୨୦ ମ୍ୟାଚରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରି ଭାରତ ୭ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଛି । ଏଥିସହ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଟିମ ଇଣ୍ଡିଆ ୧-୦ର ଅଗ୍ରଣୀ ହାସଲ କରିଛି । ଇଂଲଣ୍ଡ ପ୍ରଦତ ୧୩୩ ରନର ଲକ୍ଷ୍ୟକୁ…