Latest Odisha News

BREAKING NEWS

ଜନ୍ମଗତ ନାଗରିକତାରେ ପରିବର୍ତ୍ତନ, ଭାରତୀୟଙ୍କ ଉପରେ ପଡିବ କି ପ୍ରଭାବ… 

ୱାଶିଂଟନ: ଆମେରିକାର ନୂତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜନ୍ମଗତ ନାଗରିକତା ସମ୍ବନ୍ଧୀୟ ନିୟମକୁ ଉଚ୍ଛେଦ କରିଛନ୍ତି। ଯାହାଫଳରେ ଆମେରିକାରେ ଜନ୍ମ ହେଉଥିବା ପ୍ରତ୍ୟେକ ଶିଶୁ ସ୍ୱୟଂଚାଳିତ ଭାବରେ ଆମେରିକାର ନାଗରିକତ୍ୱ ପାଇପାରିବେ ନାହିଁ। ତେବେ  ଏହା ଆମେରିକାରେ ରହୁଥିବା ଭାରତୀୟ ମାନଙ୍କୁ…

ହିଜବୁଲ୍ଲାର ଟପ୍ କମାଣ୍ଡର ଶେଖ ହମାଦିକୁ ଗୁଳିମାଡ଼

ଲେବନାନ: ଲେବନାନର ପୂର୍ବରେ ଥିବା ବେକା ଘାଟିରେ ହିଜବୁଲ୍ଲାର ଜଣେ କୁଖ୍ଯାତ କମାଣ୍ଡର ଶେଖ ମହମ୍ମଦ ଅଲି ହମାଦିଙ୍କୁ ମଙ୍ଗଳବାର କିଛି ଅଜ୍ଞାତ ବ୍ୟକ୍ତି ଗୁଳିମାଡ଼ କରିଛନ୍ତି। ହିଜବୁଲ୍ଲା କମାଣ୍ଡର ହମାଦିଙ୍କୁ ମାଚଗାରା ଅଞ୍ଚଳରେ ଥିବା ତାଙ୍କ ଘର ନିକଟରେ ଏକ ଚଳନ୍ତା ଗାଡ଼ିରୁ ଛଅ ଥର ଗୁଳି…

ନିର୍ବାଚନ ପ୍ରଚାର ପାଇଁ ତାହିର ହୁସେନଙ୍କୁ ମିଳିଲାନି ଜାମିନ, ଏମିତି କହିଲେ କୋର୍ଟ…

ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାର ପାଇଁ ମନି ଲଣ୍ଡରିଙ୍ଗ ମାମଲାରେ ଜେଲରେ ଥିବା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଥିଲା ଜାମିନ। ୧୦ ମେ ୨୦୨୪ରେ ନିର୍ବାଚନ ପ୍ରଚାର ପାଇଁ ସୁପ୍ରିମ କୋର୍ଟ ତାଙ୍କୁ ୨୦ ଦିନର ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ରଥମ ଟି୨୦ରେ ଭାରତ ବିଜୟୀ

କୋଲକାତା: ସ୍ଥାନୀୟ ଇଡେନଗାର୍ଡେନରେ ଅନୁଷ୍ଠିତ ପ୍ରଥମ ଟି୨୦ ମ୍ୟାଚରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରି ଭାରତ ୭ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଛି । ଏଥିସହ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଟିମ ଇଣ୍ଡିଆ ୧-୦ର ଅଗ୍ରଣୀ ହାସଲ କରିଛି । ଇଂଲଣ୍ଡ ପ୍ରଦତ ୧୩୩ ରନର ଲକ୍ଷ୍ୟକୁ…

ନୌସେନା ଚାକିରିରେ ଯୋଗଦେବାକୁ ଯିବାବେଳେ ଯୁବକ ନିଖୋଜ

ବ୍ରହ୍ମପୁର: ଚାକିରି କରିବାକୁ ଯାଇ ନିଖୋଜ ହୋଇଗଲେ ପୁଅ । ଆଉ ଏହି ଖବର ପାଇ ଦେହରେ ଜୀବନ ନଥିଲା ପରି ଘରେ ପଡି ରହିଛି ମାଆ । କାନ୍ଦି କାନ୍ଦି ମା’ ଆଖିରୁ ଲୁହ ଶୁଖିଗଲାଣି ସିନା ହେଲେ ପୁଅର କୌଣସି ଖୋଜ ଖବର ନାହିଁ । ବ୍ରହ୍ମପୁର ଗେଟ୍‌ ବଜାରର ସୌରଭ କୁମାର ପାତ୍ର । ସେ କେରଳର କୋଚି…

ଚହଲଙ୍କୁ ପଛରେ ପକାଇଲେ ଅର୍ଶଦୀପ

କୋଲକାତା: ଇଡେନଗାର୍ଡେନରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚରେ ଅର୍ଶଦୀପ ସିଂ ରେକର୍ଡ କରିଛନ୍ତି । ଅର୍ଶଦୀପ ସିଂ ଏହି ମ୍ୟାଚରେ ୨ଟି ୱିକେଟ ନେବା ସହ ଟି୨୦ରେ ଭାରତ ପକ୍ଷରୁ ସର୍ବାଧିକ ୱିକେଟ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ସେ ଓଭରାଲ ୯୭ ୱିକେଟ ନେଇଛନ୍ତି । ତାଙ୍କ…

ସଞ୍ଜୁ ସାମସନଙ୍କ ବାପା କାନ୍ଦିକାନ୍ଦି କହିଲେ ‘ ମୋ ପୁଅ ସୁରକ୍ଷିତ ନାହିଁ’

ନୂଆଦିଲ୍ଲୀ:ଭାରତୀୟ ଦଳର ଷ୍ଟାର ୱିକେଟକିପର ସଞ୍ଜୁ ସାମସନ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ସ୍ଥାନ ପାଇଛନ୍ତି। କିନ୍ତୁ ସଞ୍ଜୁ ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳରୁ ବାଦ୍ ପଡିଛନ୍ତି । ଏଥିସହ ସେ ବିଜୟ ହଜାରେ ଟ୍ରଫି ପାଇଁ ମଧ୍ୟ କେରଳ ଦଳରେ ମନୋନୀତ ହୋଇନଥିଲେ। ବର୍ତ୍ତମାନ…

ଓଡ଼ିଶାରେ ପ୍ରତିଷ୍ଠା ହେବ ଭାରତର ପ୍ରଥମ ସେମିକଣ୍ଡକ୍ଟର କାରଖାନା

ଭୁବନେଶ୍ବର: ଓଡ଼ିଶାରେ ପ୍ରତିଷ୍ଠା ହେବ ଭାରତର ପ୍ରଥମ ସେମିକଣ୍ଡକ୍ଟର କାରଖାନା । ସିଲିକନ୍ କାର୍ବାଇଡ୍ (ଏସଆଇସି) ସେମିକଣ୍ଡକ୍ଟର ଉତ୍ପାଦନ ସୁବିଧା ପ୍ରତିଷ୍ଠା କରିବା ଲାଗି ଆରଆଇଆର ପାୱାର ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ପାଇଁ ଏକ ସ୍ବତନ୍ତ୍ର ପ୍ରୋତ୍ସାହନ ପ୍ୟାକେଜ୍‌ କୁ ଓଡ଼ିଶା…

ଅଟୋ ଡ୍ରାଇଭରଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ସୈଫ୍‌; ଦେଲେ ଏହି ପ୍ରତିଶୃତି

ମୁମ୍ବାଇ: ଆକ୍ରମଣର ୫ ଦିନ ପରେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ହସ୍ପିଟାଲରୁ ଘରକୁ ଫେରିଛନ୍ତି ଅଭିନେତା ସୈଫ ଅଲ୍ଲୀ ଖାନ । ସୈଫ ହସ୍ପିଟାଲରୁ ଘରେ ପହଞ୍ଚିବା ପରେ, ସେହି ରାତିରେ ତାଙ୍କୁ ଠିକ୍ ସମୟରେ ହସ୍ପିଟାଲ ନେଇଯାଇଥିବା ଅଟୋ ଡ୍ରାଇଭର ଭଜନ ସିଂହ ରାଣାଙ୍କୁ ସେ ଭେଟିଛନ୍ତି ।…

ମେକ୍ସିକୋ ସମୂଦ୍ର କୂଳରେ ଦେଖିବାକୁ ମିଳିଲା ଓରାଫିଶ, ଆସିବ କି ବଡ ବିପଦ

ନୂଆଦିଲ୍ଲୀ: ମେକ୍ସିକୋ ସମୂଦ୍ର କୂଳରେ ଦୁର୍ଲଭ ଓରାଫିଶ ଦେଖିବାକୁ ମିଳିଛି । ଏହି ଡୁମ୍ସେଡ ମାଛକୁ ଦେଖିବା ମାତ୍ରେ ସେଠାରେ ଉପସ୍ଥିତ ସର୍ଫର୍ସ ମାନେ ଏହି ମାଛକୁ ଉଠାଇ ସମୂଦ୍ର ମଧ୍ୟକୁ ଛାଡିଥିଲେ । ଏକ ସର୍ଫବୋର୍ଡ ଆକାରର ଏହି ମାଛ ଶରୀର ସିଲଭର ଓ ନୀଳ ରଙ୍ଗର ଥିବା ବେଳେ ଏଥିରେ ଲାଲ ରଙ୍ଗର…