Latest Odisha News

BREAKING NEWS

ସବଜୁନିୟର ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଜାତୀୟ ଚାମ୍ପିଅନସିପରେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଏଚପିସି ଆଥଲେଟମାନଙ୍କ…

ଭୁବନେଶ୍ୱର: ଓଡ଼ିଶା ଏଏମ୍/ଏନଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର (ଏଚପିସି) ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ସମ୍ପ୍ରତି ଅନୁଷ୍ଠିତ ସବ୍ ଜୁନିଅର ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ ନ୍ୟାସନାଲ୍ ଚାମ୍ପିଅନସିପ୍ ୨୦୨୫-୨୬ରେ ପ୍ରଭାବୀ ପ୍ରଦର୍ଶନ କରିଛି । ଯେଉଁଠାରେ ଏହାର ଯୁବ…

Delhi Blast: ଆମୋନିୟମ୍ ନାଇଟ୍ରେଟକୁ ଏନପିକେ ସାର ଭାବରେ ଲୁଚାଇ ରଖିଥିଲା ଆତଙ୍କବାଦୀ ଉମର

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣର ତଦନ୍ତ ଜାରି ରହିଥିବାବେଳେ, ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି । ଆତଙ୍କବାଦୀ ଉମର ଏବଂ ତାଙ୍କ ସହଯୋଗୀମାନେ ତିନୋଟି ଭିନ୍ନ ସ୍ଥାନରୁ ଆମୋନିୟମ୍ ନାଇଟ୍ରେଟ୍ କିଣିଥିଲେ । ସେମାନଙ୍କର ଉପସ୍ଥିତି ଲୁଚାଇବା ଏବଂ ସନ୍ଦେହକୁ ଏଡାଇବା ପାଇଁ ଏହାକୁ…

Vigilance Raid: ୨ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ କିରାଣୀ ବାବୁ

ମୟୂରଭଞ୍ଜ: ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ କାର୍ଯ୍ୟାଳୟର କିରାଣୀ । ଅବସର କାଳୀନ କ୍ଲିୟରାନ୍ସ କରାଇଦେବାକୁ ଲାଞ୍ଚ ନେଉଥିବାବେଳେ, କିରାଣୀ ପ୍ରାର୍ଥ ଶଙ୍କର ଚେଲଙ୍କୁ ମାଡି ବସିଲା ଭିଜିଲାନ୍ସ ଟିମ୍ । ମାଣତ୍ରି ଚନ୍ଦନପୁର ଗ୍ରାମର ଗଦାଧର ସରେନଙ୍କ ଠାରୁ ଦୁଇ ହଜାର…

Nuapada by Election: ଆମେ ବହୁବାର ହାରିଛୁ,ଅନ୍ୟକୁ ଦୋଷ ନଦେଇ ଆତ୍ମସମୀକ୍ଷା କରନ୍ତୁ ବିରୋଧୀ: ମନମୋହନ

ଭୁବନେଶ୍ବର: ନୂଆପଡାରେ ବିଜେପିର ବମ୍ପର ବିଜୟ । ନୂଆପଡ଼ାବାସୀ ଜୟଙ୍କୁ ବମ୍ପର ଭୋଟ୍ ଦେଇ ଜୟଯୁକ୍ତ କରାଇଛନ୍ତି। ଏପଟେ ନୂଆପଡ଼ାବାସୀ ପରିବର୍ତ୍ତନ ଚାହୁଁଥିଲେ। ତାର ପ୍ରତିଫଳନ ଭୋଟରେ ଦେଖିବାକୁ ମିଳିଛି। ନୂଆପଡ଼ାର ବିଭିନ୍ନ ସମସ୍ୟାର ସମାଧାନ ଲାଗି ଲୋକେ ବିଜେପି ଉପରେ ଭରସା କରିଛନ୍ତି…

ସତରେ କଣ ଏଆଇ ମଣିଷକୁ ଅମର କରିଦେବ !

ସର୍ବଦା ମଣିଷ ଭାବେ ଏ ଭଳି ଏକ ଥିୟୋରୀ ଓ ଟେକ୍ନୋଲୋଜି ଆସନ୍ତା କି ସମସ୍ତେ ଅମର ହୋଇଯାନ୍ତେ । ସମ୍ଭବପର ମନେ ହେଉ ନ ଥିଲେ ମଧ୍ୟ ଏବେ ଏଆଇକୁ ନେଇ ଜଣେ ବୈଜ୍ଞାନିକ ଆଶ୍ଚର୍ଯ୍ୟଜନକ ଦାବୀ କରିଛନ୍ତି । ସେ କହିଛନ୍ତି ୨୦୩୦ ପରେ ଏଆଇ ମଣିଷକୁ ସହଜରେ ମରିବାକୁ ଦେବନି । ସତରେ କଣ ଏହା ସମ୍ଭବ ? ରେ…

ନ୍ୟୁଜିଲାଣ୍ଡର ଏହି ବୋଲର ହେଲେ କେକେଆରର ବୋଲିଂ କୋଚ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ପୂର୍ବତନ ପେସ ବୋଲର ଟିମ ସାଉଦି କୋଲକାତା ନାଇଟ ରାଇଡର୍ସର ବୋଲିଂ କୋଚ ଭାବେ ନିଯୁକ୍ତ ହୋଇଛନ୍ତି । ସେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ଟିମ ପକ୍ଷରୁ ଖେଳିଛନ୍ତି । ତାଙ୍କ ବୋଲିଂ ଅଭିଜ୍ଞତା କେକେଆରକୁ ଫାଇଦାରେ ରଖିବ ବୋଲି ଆଶା…

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ: ପ୍ରଥମ ଦିବସରେ ୧୧ ୱିକେଟର ପତନ

କୋଲକାତା: ସ୍ଥାନୀୟ ଇଡେନ ଗାର୍ଡେନରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ କ୍ରିକେଟ ଟେଷ୍ଟ ଆରମ୍ଭ ହୋଇଛି । ପ୍ରଥମ ଦିବସରେ ୧୧ ୱିକେଟର ପତନ ଘଟିଛି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୧୫୯ ରନରେ ଅଲଆଉଟ ହୋଇ ଯାଇଥିଲା । ଆଇଡେନ ମାର୍କରାମ ଦଳ ପକ୍ଷରୁ ସର୍ବାଧିକ ୩୧ ରନ କରିଥିଲେ…

Jay Dholakia: ନୂଆପଡାରେ ବିଜେପିର ରେକର୍ଡ ବିଜୟ, ୮୩ ହଜାରରୁ ଅଧିକ ଭୋଟରେ ଜିତିଲେ ଜୟ ଢୋଲକିଆ

ନୂଆପଡା: ନୂଆପଡାରେ ବିଜେପିର ବମ୍ପର ବିଜୟ । ୮୩, ୭୪୮ ଭୋଟରେ କଂଗ୍ରେସ ପ୍ରାର୍ଥୀ ଘାସିରାମଙ୍କଠୁ ଜିତିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଏବେ ବିଜେପି ଖାତାକୁ ଗଲା ନୂଆପଡା ଗଡ । ବିଜେପି ଆଶା ଠାରୁ ପାଇଲା ତିନିଗୁଣ ଅଧିକ ଭୋଟ । ସବୁ ରେକର୍ଡକୁ ପଛରେ ପକାଇଲେ ଜୟ । ଏକତରଫା ଭାବେ…

ଚାଞ୍ଚଲ୍ୟ ଘଟଣା: ବନ୍ଦ ଘରୁ ମିଳିଲା ଗୋଟିଏ ପରିବାରର ୫ ମୃତଦେହ

ଲକ୍ଷ୍ନୌ: ଶୁକ୍ରବାର ଦିନ ଉତ୍ତର ପ୍ରଦେଶର ଶ୍ରାବସ୍ତିରେ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି। ଗୋଟିଏ କୋଠରୀରୁ ପାଞ୍ଚ ଜଣଙ୍କ ମୃତଦେହ ମିଳିଛି। ଗୋଟିଏ ପରିବାରର ୫ ଜଣକ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏକ ବନ୍ଦ ଘରୁ ସ୍ବାମୀ, ସ୍ତ୍ରୀଙ୍କ ସହିତ ୩ ପିଲାଙ୍କ ମୃତଦେହ ମିଳିଛି ।…

Plane Crash: ଚେନ୍ନାଇ ନିକଟରେ ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ

ଚେନ୍ନାଇ: ଶୁକ୍ରବାର ଚେନ୍ନାଇର ତାମ୍ବରମ୍ ନିକଟରେ ଭାରତୀୟ ବାୟୁସେନା (IAF)ର ଏକ ପିଲାଟସ୍ PC-7 ବେସିକ ଟ୍ରେନର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ଅପରାହ୍ନ ପ୍ରାୟ ୨ଟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ହେଲେ ଏହା ପୂର୍ବରୁ ପାଇଲଟ୍ ସୁରକ୍ଷିତ ଭାବରେ ବାହାରକୁ ବାହାରିବାରେ ସଫଳ…