Latest Odisha News

BREAKING NEWS

IIT ଭୁବନେଶ୍ୱରର ଗବେଷଣା: ଓଡ଼ିଶାରେ ତୀବ୍ର ହେଉଛି ପୃଷ୍ଠ ଉତ୍ତାପ, ଜଳବାୟୁ ପଦକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର: ଚିନ୍ତା ବଢାଇଛି ଜଳବାୟୁ ପରିବର୍ତ୍ତନ। ଓଡ଼ିଶାରେ ଦ୍ରୁତ ସହରୀକରଣ ଏବଂ ଭୂମି ଅବକ୍ଷୟ ଯୋଗୁଁ ସମଗ୍ର ରାଜ୍ୟରେ ପୃଷ୍ଠ ଉତ୍ତାପ ତୀବ୍ର ଗତିରେ ବୃଦ୍ଧି ପାଉଛି। ଅଣାୟତ୍ତ ହେବାରେ ଲାଗିଛି ଜଳବାୟୁ ପରିବର୍ତ୍ତନର ପ୍ରଭାବ। ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱରର…

ନୋ-ଫ୍ଲାଇଂ ଜୋନ୍ ହେଲା ହୀରାକୁଦ ଡ୍ୟାମ୍

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଗୁରୁବାର ସକାଳ ୧୧ଟାରେ ଚଳିତ ମୌସୁମୀ ଋତୁର ପ୍ରଥମ ବନ୍ୟାଜଳ ଛାଡ଼ିବା ପାଇଁ ଚାରୋଟି ଗେଟ୍ ଖୋଲିବେ। ମହାନଦୀ ଅବବାହିକାର ଉପର ଭାଗରେ ପ୍ରବଳ ବର୍ଷା ଯୋଗୁଁ ବୃଦ୍ଧି ପାଉଥିବା ଜଳସ୍ତରକୁ ନିୟନ୍ତ୍ରିତ କରିବା ଉଦ୍ଦେଶ୍ୟରେ…

ମାଲ୍ୟଗିରି ପାହାଡ଼ରେ ୩ ପର୍ଯ୍ୟଟକ ନିଖୋଜ

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲାର ମାଲ୍ୟଗିରି ପାହାଡ଼ରେ ତିନି ଜଣ ଯୁବକ ନିଖୋଜ ଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ବୁଧବାର ଦିନ କେନ୍ଦୁଝର ଟାଉନ୍ ଅଞ୍ଚଳର ସାତ ଜଣ ଯୁବକଙ୍କ ଏକ ଦଳ ଟ୍ରେକିଂ ପାଇଁ ପାଲଲହରା ନିକଟସ୍ଥ ମାଲ୍ୟଗିରି ପାହାଡ଼କୁ ଯାଇଥିଲେ। ଟିମର ଚାରି ଜଣ ସଦସ୍ୟ ପାହାଡ଼…

ଏୟାର ଷ୍ଟ୍ରାଇକ ପରେ ଆକ୍ଟିଭ କୁଏତ୍ ଏୟାର ଡିଫେନ୍ସ ସିଷ୍ଟମ୍…

ନୂଆଦିଲ୍ଲୀ: ଆମେରିକା ଆକ୍ରମଣର ଜବାବରେ ଇରାନ କ୍ଷେପଣାସ୍ତ୍ର ମାଡ଼ କରିବା ପରେ ବାହାରିନରେ କ୍ଷେପଣାସ୍ତ୍ର ସତର୍କତା ସାଇରନ୍ ବାଜିଥିଲା। ବାହାରିନ ସରକାର ଏହାର ନାଗରିକମାନଙ୍କୁ ତୁରନ୍ତ ଆଶ୍ରୟ ନେବାକୁ ଅନୁରୋଧ କରିଥିଲା। ଇରାନର ସରକାରୀ ଗଣମାଧ୍ୟମ ମଧ୍ୟ ସ୍ପଷ୍ଟ କରିଛି ଯେ ଦେଶର…

ପୁଣି ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ

ପୁରୀ: ପୁରୀ ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ। ଗୁରୁବାର ସକାଳୁ ସକାଳୁ ଦୀର୍ଘ ସମୟ ଧରି ଡ୍ରୋନଟି ଉଡୁଥିବା ଦେଖିବାକୁ ମିଳିଛି। ତେବେ ଡ୍ରୋନ ଉଡାଇଥିବା ଯୁବକଙ୍କୁ ଅଟକ ରଖିଛି ପୋଲିସ। ସୂଚନା ଅନୁଯାୟୀ, ଆଜି ସକାଳୁ ସକାଳୁ ଦୀର୍ଘ ସମୟ ଧରି ମନ୍ଦିର ଉପରେ ଡ୍ରୋନଟି ଉଡୁଥିବା ଦେଖିବାକୁ…

ତୀରବିଦ୍ଧ ଯୁବକଙ୍କୁ ନୂଆ ଜୀବନ ଦେଲେ କିମ୍‍ସ ଡାକ୍ତର

ଭୁବନେଶ୍ୱର: ଛାତିରେ ତୀରବିଦ୍ଧ ଅବସ୍ଥାରେ ଅସିଥିବା ଜଣେ ବ୍ୟକ୍ତିଙ୍କୁ କିମ୍‍ସ ଭୁବନେଶ୍ୱର ଡାକ୍ତର ନୂଆ ଜୀବନ ଦେଇଛନ୍ତି। ରାଉରକେଲାର ଜନୈକ ୨୨ବର୍ଷୀୟ ଯୁବକଙ୍କ ଛାତିରେ ତୀର ବିଦ୍ଧ ହେବା ପରେ ସେ ଗୁରୁତର ହୋଇପଡ଼ିଥିଲେ। ଯୁବକଙ୍କ ପରିବାର ତାଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି…

ଥମୁନି ଯୁଦ୍ଧ! ଇରାନ ଉପରେ ପୁଣି ଆକ୍ରମଣ କଲା ଆମେରିକା

ନୂଆଦିଲ୍ଲୀ: ଇରାନ ଉପରେ ପୁଣି ବିମାନ ଆକ୍ରମଣ କରିଛି ଆମେରିକା। ଯାହା ପରେ ଇରାନ ପକ୍ଷରୁ ବାହାରିନ, କୁଏତ ଏବଂ କାତାର ଉପରେ ପ୍ରତିଶୋଧମୂଳକ ଆକ୍ରମଣ ଆରମ୍ଭ କରାଯାଇଛି। ତେବେ ଦୁଇ ଦେଶ ମଧ୍ୟରେ ଚାଲିଥିବା ମଧ୍ୟବର୍ତ୍ତୀକାଳୀନ ଚୁକ୍ତିକୁ ପୁଣି ଥରେ ବିପଦରେ ପକାଇଛି। ଆମେରିକା ରାଷ୍ଟ୍ରପତି…

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ସମୀକ୍ଷା;ମାର୍ଚ୍ଚ ୨୦୨୭ ସୁଦ୍ଧା ହେବ ୨୨୦୦ ସ୍କୁଲ ନିର୍ମାଣ

ଭୁବନେଶ୍ବର:ରାଜ୍ୟରେ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ 'ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ' ପ୍ରକଳ୍ପକୁ ଏକ ଫ୍ଲାଗସିପ୍ କାର୍ଯ୍ୟକ୍ରମଭାବେ ଗ୍ରହଣ କରାଯାଇଛି। ଏହି ଯୋଜନାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଲୋକ ସେବା ଭବନଠାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ…

ଓଡ଼ିଶା ଜନତା କଂଗ୍ରେସର ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ;ଫୋକସରେ ପୌର ନିର୍ବାଚନ

ଭୁବନେଶ୍ୱର:ଓଡ଼ିଶା ଜନତା କଂଗ୍ରେସର ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ । ଆଜି ସଭାପତି ଇଂ ମହମ୍ମଦ ମୋକିମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟର ସମସ୍ତ ପଦାଧିକାରୀ ଯୋଗ ଦେଇ ମୌଳିକ ସମସ୍ୟାର ସମାଧାନ ସହ ଦଳର ସଂଗଠନକୁ ସୁଦୃଢ଼ କରିବା କ୍ଷେତ୍ରରେ ନିଜସ୍ୱ ମତାମତ ପ୍ରଦାନ…

Cow Smuggling: କୁଖ୍ୟାତ ଗୋରୁ ମାଫିଆ ଘରେ ସର୍ଚ୍ଚ ଅପରେସନ;ମିଳିଲା ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ

ନବରଙ୍ଗପୁର:ଗୋ ମାଫିଆ ଘରେ ପୋଲିସର ଚଢାଉ। ବେଆଇନ ଗୋରୁ ଚାଲାଣ ଅଭିଯୋଗରେ ଗିରଫ ହୋଇଥିବା ଗୋ ମାଫିଆ ଘରେ ଚଢାଉ । ନବରଙ୍ଗପୁର ସହରର ଗାଦବାଗୁଡ଼ାର ମହମ୍ମଦ ଆଜିଜଙ୍କ ଘରେ ସେମଳିଗୁଡ଼ା ଓ ନବରଙ୍ଗପୁର ପୋଲିସ ମିଳିତ ଭାବରେ ଚଢ଼ାଉ କରିଛି। ଶନିବାର ଗୋ-ଚାଲଣ ମାମଲାରେ ସେମଳିଗୁଡ଼ା ପୋଲିସ…