ଇଣ୍ଡୋନେସିଆରେ ଭୟଙ୍କର ଭୂକମ୍ପ, ଥରିଲା ଫ୍ଲୋରେସ ଦ୍ୱୀପ
ନୂଆଦିଲ୍ଲୀ: ଇଣ୍ଡୋନେସିଆର ଭୟଙ୍କର ଭୂକମ୍ପ ହୋଇଛି। ଏହାର ପୂର୍ବରେ ଅବସ୍ଥିତ ଫ୍ଲୋରେସ୍ ଦ୍ୱୀପରେ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୭ ଥିଲା। ଏହି ଘଟଣାରେ ଅତି କମରେ ୩୮ରୁ ଅଧିକ ଜଣ ପ୍ରାଣ ହରାଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି।
ଭୂକମ୍ପର…