Latest Odisha News

BREAKING NEWS

ଆଘାତ ସମସ୍ୟାକୁ ଅଣଦେଖା କରୁଛି ଟିମ ଇଣ୍ଡିଆ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ମ୍ୟାଚ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ । ଭାରତ ଏହି ମ୍ୟାଚରେ ବିଜୟ ହାସଲ କରିବା ପାଇଁ କଠିନ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି । ତେବେ ମ୍ୟାଚ ଜିତିବା ଆଶାରେ ଟିମ ଇଣ୍ଡିଆ ଆଘାତ ସମସ୍ୟାକୁ ଅଣଦେଖା…

ଅଲ୍ଲୁ ଅର୍ଜୁନଙ୍କୁ ୩ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଜେରା, ଏସବୁ ପ୍ରଶ୍ନ ପଚାରିଲା ପୋଲିସ

ହାଇଦ୍ରାବାଦ: ହାଇଦ୍ରାବାଦର ସାନ୍ଧ୍ୟା ଥିଏଟର ବାହାରେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ପୁଅ ଅବସ୍ଥା ମଧ୍ଯ ଗୁରୁତର ହୋଇପଡିଥିଲେ। ବର୍ତ୍ତମାନ ଏହି ଘଟଣାରେ ପଚରାଉଚରା ପାଇଁ ଅଲୁ ଅର୍ଜୁନଙ୍କୁ ଚିକକଡପାଲି ପୋଲିସ ଷ୍ଟେସନକୁ ଡକାଯାଇଥିଲା। ଯେଉଁଠି ତାଙ୍କୁ ପ୍ରାୟ…

ଆପଣଙ୍କ ନାଁରେ ଚାଲିଛି କି ନକଲି ଲୋନ ?

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ, ଆମେ ବହୁ ପରିମାଣରେ ଟେକ୍ନୋଲୋଜି ଉପରେ ନିର୍ଭରଶୀଳ। ଆଜ୍ଞା ହଁ, ଏହା ଆମ ଜୀବନକୁ କରିଛି ସହଜ। ଯେଉଁ କାମ ପାଇଁ ପୂର୍ବରୁ ଘରୁ ବାହାରକୁ ଯିବାକୁ ପଡୁଥିଲା, ତାହା ବର୍ତ୍ତମାନ ଘରେ ବସି ଖୁବ କମ ସମୟରେ ହୋଇପାରୁଛି। ଟେକ୍ନୋଲୋଜିର ପରିସର ବିସ୍ତାର ସମୟରେ,…

୫୫୦ କେଜି ଚକୋଲେଟରେ ପ୍ରସ୍ତୁତ ହେଲା ସାଣ୍ଟା କ୍ଲଜ୍

ପୁରୀ: ଖ୍ରୀଷ୍ଟମାସ ଉପଲକ୍ଷେ ପୁରୀ ବେଳାଭୂମିରେ ବିଶ୍ଵର ସର୍ବବୃହତ ବାଲୁକା କଳା । ନୂଆ ବିଶ୍ଵ ରେକର୍ଡ ପାଇଁ ପ୍ରଚେଷ୍ଟା କରି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ଏହି ଚକୋଲେଟ୍ ଇନଷ୍ଟାଲେସନ୍ ସାଣ୍ଟା କ୍ଲଜ୍ କୃତିଟିକୁ ପ୍ରସ୍ତୁତ କରିଛନ୍ତି ।…

କମ୍ପାନୀକୁ ଦାମୀ କାର ଓ ବାଇକ ଗିଫ୍ଟ କଲା ଏହି କମ୍ପାନୀ

ଚେନ୍ନାଇ: ଚେନ୍ନାଇ ସ୍ଥିତ କମ୍ପାନୀ ସର୍ମାଉଣ୍ଟ ଲଜିଷ୍ଟିକ୍ ସଲ୍ୟୁସନ୍ ଏହାର କର୍ମଚାରୀମାନଙ୍କୁ କାର୍, ମୋଟରସାଇକେଲ୍ ଏବଂ ସ୍କୁଟି ଉପହାର ଦେଇଛି। ଯାହାକୁ ନେଇ ସବୁଠି ଚର୍ଚ୍ଚା। ତେବେ କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ଉପହାର ପ୍ରାୟ ୨୦ ଜଣ କର୍ମଚାରୀଙ୍କୁ…

ବସ୍ ସହ ରାତି ବିତାଇବାକୁ ମନା କରିବାରୁ ସ୍ବାମୀ ଦେଲେ ତଲାକ

ମୁମ୍ବାଇ: ବସ୍ ସହ ରାତି ବିତାଇବାକୁ ମନା କରିବାରୁ ସ୍ବାମୀ ଦେଲେ ତଲାକ। ମହାରାଷ୍ଟ୍ରର କଲ୍ୟାଣରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ସଫ୍ଟୱେର୍ ଇଞ୍ଜିନିୟର ଭାବେ କାର୍ଯ୍ୟରତ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ବସ୍ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ଯ କରିଥିଲେ। କିନ୍ତୁ…

ବିନା ସାର୍ଟରେ ବିବାହ, ସଂସାର: ୫୦ ବର୍ଷ ପରେ ବୈବାହିକ ଯାତ୍ରା ଶେଷ କଲେ ପତ୍ନୀ!

ଜଗିତିୟାଲା: ତେଲେଙ୍ଗାନାର ଜଗିତିଆଲା ଗାଁରେ ମୁକୈଇରା ବକ୍କାଇୟା ନାମକ ଜଣେ ଅନନ୍ୟ ବ୍ୟକ୍ତିତ୍ୱ ବାସ କରନ୍ତି । ତାଙ୍କ ବୟସ ୫୦ ବର୍ଷ ହେବ । କୁହାଯାଉଛି ଏହି ବ୍ୟକ୍ତିଙ୍କ ପାଖରେ ଜୀବନ ବଞ୍ଚିବାର ଏକ ଅସାଧାରଣ ଜୀବନଶୈଳୀ ଅଛି, ଯାହା ଉଭୟ ରହସ୍ୟ ଏବଂ ହାସ୍ୟର ମିଶ୍ରଣ ଅଟେ । ଜାତିର ପିତା…

ରାମେଶ୍ବରମ୍ ଅଗ୍ନିତୀର୍ଥମ ବିଚର ଚେଞ୍ଜିଂ ରୁମରୁ ମିଳିଲା କ୍ୟାମେରା, ୨ ଗିରଫ

ରାମେଶ୍ବରମ୍: ଅନେକ ସମୟରେ ସେ ମଲ୍ ର ଟ୍ରାଏଲ ରୁମ୍ ହେଉ କୌଣସି ସ୍ଥାନର ଚେଞ୍ଜିଂ ରୁମ୍ ସେଠାରେ ସିକ୍ରେଟ କ୍ୟାମେରା ଲଗାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଆଉ ଏହି ଘଟଣାରେ ଅନେକ ଗିରପ ମଧ୍ୟ ହୋଇଥିବାର ନଜିର ରହିଛି । ଏହା ସତ୍ତ୍ବେ ମଧ୍ୟ ଏହି ଘଟଣାର ପୁନରାବୃତ୍ତି ହେଉଥିବା ଦେଖିବାକୁ…

ଚାମ୍ପିୟନ୍ସ ଟ୍ରଫି କାର୍ଯ୍ୟସୂଚୀ ଘୋଷିତ : ଏହି ଦିନ ହେବ ଭାରତ-ପାକିସ୍ତାନ ମୁକାବିଲା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ପାଇଁ ଆଇସିସି ମଙ୍ଗଳବାର ବିଧିବଦ୍ଧ କାର୍ଯ୍ୟସୂଚୀ ଘୋଷଣା କରିଛି । ଫେବୃୟାରୀ ୧୯ରୁ ଏହି ମୁକାବିଲା ଆରମ୍ଭ ହେବ ଏବଂ ମାର୍ଚ୍ଚ ୯ରେ ଫାଇନାଲ ମ୍ୟାଚ ଖେଳାଯିବ । ପାକିସ୍ତାନ ଏହାର ଆୟୋଜକ ଥିଲେ ମଧ୍ୟ ହାଇବ୍ରିଡ ମଡେଲରେ…

ବିଦ୍ୟୁତ୍ ବିଲ୍ ବାକି; ଅନ୍ଧାର ହୋଇଯିବ କି ବାଂଲାଦେଶ? 

ଅଗରତାଲା: ୨୦୦ କୋଟି ଟଙ୍କାର ବିଦ୍ୟୁତ୍ ବିଲ୍ ବକେୟା ରଖିଛି ବାଂଲାଦେଶ। ସୋମବାର ଦିନ ଏହି ସୂଚନା ଦେଇଛନ୍ତି ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା। ସେ କହିଛନ୍ତି ଯେ ପଡୋଶୀ ଦେଶକୁ ବିଦ୍ୟୁତ ଯୋଗାଣ ବନ୍ଦ କରିବା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ତ୍ରିପୁରା ରାଜ୍ୟ…