ରାତି ଅଧରେ ପାକିସ୍ତାନର ବଡ ଧରଣର ଏୟାର ଷ୍ଟ୍ରାଇକ, ୧୫ ମୃତ
ନୁଆଦିଲ୍ଲୀ: ବଡ ଧରଣର ଏୟାର ଷ୍ଟ୍ରାଇକ । ଚାଲିଗଲା ୧୫ ଜଣଙ୍କ ଜୀବନ । ସମ୍ପ୍ରତି ଆତଙ୍କବାଦୀ ଘଟଣା ଯୋଗୁଁ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ତିକ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ଆଉ ଏହାରି ଭିତରେ ଏବେ ଆଫଗାନିସ୍ତାନ ଉପରେ ଏକ ବଡ ଧରଣର ଏୟାର ଷ୍ଟ୍ରାଇକ୍ କରିଛି ପାକିସ୍ତାନ । ଗଣମାଧ୍ୟମ…