ସୁପ୍ରିମକୋର୍ଟରେ ପଶ୍ଚିମବଙ୍ଗ ଡିଜିପିଙ୍କ ନିଲମ୍ବନ ଦାବି କଲା ଇଡି
କୋଲକାତା: ସୁପ୍ରିମକୋର୍ଟରେ ଗୁରୁବାର ଦିନ I-PAC ଚଢାଉ ମାମଲାର ଶୁଣାଣି ହୋଇଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ତଦନ୍ତରେ ବାଧା ସୃଷ୍ଟି କରିବା ଏବଂ ଫାଇଲ ନେଇଯିବାର ଅଭିଯୋଗ ଆଣି ଏକ ଆବେଦନ ଦାଖଲ କରିଥିଲା।
ଆବେଦନରେ କେବଳ ମୁଖ୍ୟମନ୍ତ୍ରୀ ନୁହେଁ ବରଂ…