‘କୋମା’କୁ ଯାଇପାରନ୍ତି କେଜ୍ରିୱାଲ; ଆଶଙ୍କା ପ୍ରକାଶ କଲେ ଆପ୍ ସାଂସଦ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ‘କୋମା’କୁ ଯାଇପାରନ୍ତି। ସୋମବାର ଦିନ ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି ଆମ୍ ଆଦମୀ ପାର୍ଟି (ଆପ୍)ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ।
ଏଥିସହ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ତିହାର ଜେଲ ପକ୍ଷରୁ ଜାରି କରାଯାଇଥିବା…