Latest Odisha News

BREAKING NEWS

ବାପାଙ୍କୁ ଏକୁଟିଆ ଛାଡି ଦେବାକୁ କହିଲେ ଅଶ୍ୱୀନ

ଚେନ୍ନାଇ: ଭାରତୀୟ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ ଏବେ ଅଷ୍ଟ୍ରେଲିଆରୁ ଚେନ୍ନାଇ ପ୍ରତ୍ୟାବର୍ତନ କରିଛନ୍ତି । ଏହି ଅବସରରେ ଅଶ୍ୱୀନଙ୍କ ବାପା କହିଥିଲେ, ମୋ ପୁଅକୁ ବାରମ୍ବାର ଅପମାନିତ କରିଯିବାରୁ ସେ ବାଧ୍ୟ ହୋଇ ଅବସର ନେଲେ । ସେ…

ଏକ ଭଲ ରିଜ୍ୟୁମ୍ ତିଆରି ପାଇଁ ଏହି ସବୁ ପ୍ରତି ଧ୍ୟାନ ଦିଅନ୍ତୁ..

ଭୁବନେଶ୍ବର: କୌଣସି ଚାକିରୀ ପାଇଁ ଆବେଦନ କଲାବେଳେ ରିଜ୍ୟୁମ୍ ଆମକୁ ଉପସ୍ଥାନ କରେ । ରିଜ୍ୟୁମ୍ ଆଧାରରେ ହିଁ ଇଣ୍ଟର୍‌ଭ୍ୟୁ ପାଇଁ କଲ୍ ଆସିଥାଏ । ସେଥିପାଇଁ ରିଜ୍ୟୁମ୍ ତିଆରି କଲାବେଳେ ବିଶେଷ ଧ୍ୟାନ ଦେବା ଦରକାର । ଆସନ୍ତୁ ଜାଣିବା ସେ ସଂପର୍କରେ କିଛି ଟିପ୍ସ୍‌:- -ପ୍ରଥମତଃ…

ରାଜସ୍ଥାନରେ ଅଭ୍ୟାସ ବେଳେ ଆର୍ମି ଟ୍ୟାଙ୍କରେ ବିସ୍ଫୋରଣ, ଜଣେ ଓଡ଼ିଆ ଯବାନ ଶହୀଦ

ଭୁବନେଶ୍ୱର: ରାଜସ୍ଥାନରେ ଫାୟାରିଂ ଅଭ୍ୟାସ ବେଳେ ଶହୀଦ ହେଲେ ଓଡ଼ିଆ ଯବାନ। ଶହୀଦ ଯବାନ ହେଉଛନ୍ତି କୋରାପୁଟ ଜିଲା ବୈପାରୀଗୁଡା ଥାନା ଅନ୍ତର୍ଗତ ବଡାଗୁଡା ଗ୍ରାମର ଈଶ୍ୱର ତଲିଆ। ରାଜସ୍ଥାନର ବିକାନେର ସ୍ଥିତ ମହାଜନ ଫିଲ୍ଡ ଫାୟାରିଂ ରେଞ୍ଜରେ ଫାୟାରିଙ୍ଗ ବେଳେ ଟ୍ୟାଙ୍କରେ ବୋମା…

ଏହିସବୁ ଖାଇଲେ ଅନେକ ସମସ୍ୟା ହୁଏ ଦୂର, ଲାଭ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ…

ଭୁବନେଶ୍ବର: ଆଜିର ସମୟରେ ଫାଷ୍ଟଫୁଡ ଖାଇବା ଅଭ୍ୟାସ ଏବଂ ଜୀବନଶୈଳୀ ଯୋଗୁଁ ଅନେକ ରୋଗର ଆଶଙ୍କା ବଢିଯାଏ | ଏହି ରୋଗରେ ହୃଦ୍‌ରୋଗ ସମସ୍ୟା, ଦୁର୍ବଳ ହଜମ ପ୍ରକ୍ରିୟା, ଚର୍ମ ସମସ୍ୟା ଏବଂ ଶରୀରରେ ପ୍ରୋଟିନର ଅଭାବ ଭଳି ସମସ୍ୟା ଅନ୍ତର୍ଭୁକ୍ତ | ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ, ଆପଣ ନିଜ…

ଜମି ପଞ୍ଜୀକରଣ ପାଇଁ ଲାଞ୍ଚ ନେଇଥିଲେ ତହସିଲଦାର; ୩ ବର୍ଷ କାରାଦଣ୍ଡ ଶୁଣାଇଲେ କୋର୍ଟ

ନବରଙ୍ଗପୁର: ଲାଞ୍ଚୁଆ ତହସିଲଦାରଙ୍କୁ ମିଳିଳା ୩ ବର୍ଷ କାରାଦଣ୍ଡ । ଜମି ପଞ୍ଜୀକରଣ ପାଇଁ ତହସିଲଦାରଙ୍କ ୨୦ ହଜାର ଟଙ୍କା ଲାଞ୍ଚ ମାମଲାରେ ବଲାଙ୍ଗୀର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି କୋଡିଗାଁ ତହସିଲଦାରଙ୍କୁ ଏହି କାରାଦଣ୍ଡାଦେଶ ଶୁଣାଇଛନ୍ତି । ଅଭିଯୁକ୍ତ ତହସିଲଦାର ହେଲେ ନବରଙ୍ଗପୁର…

ବଲିଉଡରେ ଡେବ୍ୟୁ କରିବେ ଗୋବିନ୍ଦାଙ୍କ ପୁଅ ୟଶବର୍ଦ୍ଧନ

ମୁମ୍ବାଇ: ସୁପରଷ୍ଟାର ଗୋବିନ୍ଦାଙ୍କ ପୁଅ ୟଶବର୍ଦ୍ଧନ ଖୁବ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ନିର୍ଦ୍ଦେଶକ ସାଇ ରଂଜନଙ୍କ ଏକ ରୋମାଣ୍ଟିକ କାହାଣୀ ଆଧାରିତ ଚଳଚ୍ଚିତ୍ର ମାଧ୍ୟମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୟଶବର୍ଦ୍ଧନଙ୍କ ଆଗାମୀ…

ହନିମୁନ ଡେଷ୍ଟିନେସନ ପାଇଁ ଶ୍ବଶୁରଙ୍କ କଥା ମାନିଲେନି, ଜ୍ବାଇଁଙ୍କୁ ଏସିଡ୍ ମାଡ

ମୁମ୍ବାଇ: ମହାରାଷ୍ଟ୍ରର କଲ୍ୟାଣ ଜିଲ୍ଲାରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ସାମାନ୍ୟ ବାଦବିବାଦ ପରେ ଜଣେ ଶ୍ୱଶୁର ରାଗିଯାଇ ନିଜର ଜ୍ବାଇଁ ଉପରେ ଏସିଡ୍ ମାଡ କରିଛନ୍ତି। ଏସିଡ୍ ଯୋଗୁଁ ଜ୍ୱାଇଁ ଗୁରୁତର ଭାବେ ଜଳି ଯାଇଥିଲେ। ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ କଲ୍ୟାଣ ସହରର ଏକ ଘରୋଇ…

ବଡ ଯୋଜନାକୁ ପଣ୍ଡ କଲା ଏସଟିଏଫ୍; ୮ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ଆତଙ୍କବାଦୀଙ୍କ ବଡ ଧରଣର ଯୋଜନାକୁ ପଣ୍ଡ କରିଦେଇଛନ୍ତି । କେରଳ, ଆସାମ ଓ ବେଙ୍ଗଲରୁ ଏସଟିଏଫ୍ ମିଳିତ ଭାବେ ୮ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି । ଏହି ଆତଙ୍କବାଦୀ ମାନେ ଆରଏସଏସ ଓ ବିଭିନ୍ନ ହିନ୍ଦୁ ସଂଗଠନ ଉପରେ ଆକ୍ରମଣ କରିବା ପାଇଁ ଯୋଜନା…

ଭାରତ ଛାଡିବେ କି କୋହଲି !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଭାରତ ଛାଡି ଲଣ୍ଡନରେ ରହିବାକୁ ଯାଉଛନ୍ତି ବୋଲି ଖବର ପ୍ରକାଶ ପାଇଛି । କୋହଲିଙ୍କ ପିଲା ବେଳର କୋଚ ରାଜକୁମାର ଶର୍ମା ଏହି ଖୁଲାସା କରିଛନ୍ତି । ସେ କହିଛନ୍ତି, କୋହଲି ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ…

ଯାଜପୁରରେ ଜନଶୁଣାଣୀକୁ ସମର୍ଥନ ପାଇଁ ବିସ୍ଥାପିତ ପରିବାର ଉନ୍ନୟନ ପରିଷଦର ଆହ୍ବାନ

ଡୁବୁରୀ: ନୀଳାଚଳ ଇସ୍ପାତ କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ୧ ମେଟ୍ରିକ ଟନରୁ ୯.୫ ମେଟ୍ରିକ ଟନକୁ ବୃଦ୍ଧି କରିବା ପାଇଁ ସରକାରଙ୍କ ତରଫରୁ ଆସନ୍ତା ୨୦ରେ ଜନ ଶୁଣାଣି ଆୟୋଜନ କରାଯାଉଛି। ଏହି ସମ୍ପ୍ରସାରଣ କେବଳ କଳିଙ୍ଗନଗର ନୁହେଁ ସମଗ୍ର ଯାଜପୁର ଜିଲ୍ଲା ତଥା ରାଜ୍ୟ ଶିଳ୍ପାୟନ…