Latest Odisha News

BREAKING NEWS

ବଡ ଖୁଲାସା, ଏହି କାରଣରୁ ହୋଇଥିଲା ସିଡିଏସ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁ

ନୂଆଦିଲ୍ଲୀ; ଭାରତର ପ୍ରଥମ ପ୍ରତିରକ୍ଷା ପ୍ରମୁଖ-ସିଡିଏସ(CDS) ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁ ଘଟଣାର ଅନୁସନ୍ଧାନ ପାଇଁ ଗଠିତ ସଂସଦୀୟ କମିଟି ତାଙ୍କ ରିପୋର୍ଟରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛି ଯେ, କି ବିପିନ ରାୱତଙ୍କ ହେଲିକପ୍ଟର ମାନବୀୟ ତୃଟି କାରଣରୁ ଦୁର୍ଘଟଣାଗ୍ରସ୍ତର ସମ୍ମୁଖିନ…

ରାହୁଲଙ୍କୁ ନିଲମ୍ବନ ପାଇଁ ଦାବି: ଅଧିକାର ଉଲ୍ଲଂଘନ ଓ ଗୃହକୁ ଅପମାନିତ କରିଥିବା ନୋଟିସ୍

ନୂଆଦିଲ୍ଲୀ: ବିଜେପି ସାଂସଦ ନିଶିକାନ୍ତ ଦୁବେ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ଲୋକସଭାରୁ ନିଲମ୍ବନ କରିବାକୁ ଦାବି କରିଛନ୍ତି। ଏଥିପାଇଁ ସେ ରାହୁଲଙ୍କ ବିରୋଧରେ ଅଧିକାର ଉଲ୍ଲଂଘନ ଏବଂ ଗୃହକୁ ଅପମାନିତ କରିଥିବା ନୋଟିସ୍ ପଠାଇଛନ୍ତି। ଦୁବେ ଲୋକସଭା ବାଚସ୍ପତି ଓମ…

ଥମୁନି ବୋମା ଆତଙ୍କ: ଦିଲ୍ଲୀ ସ୍କୁଲ୍‌କୁ ପୁଣି ଧମକପୂର୍ଣ୍ଣ ଇମେଲ୍

ନୂଆଦିଲ୍ଲୀ: ଲଗାତାର ବିଭିନ୍ନ ସଂସ୍ଥାକୁ ବୋମା ଧମକ ଆସୁଛି। ଦିଲ୍ଲୀର ସ୍କୁଲ୍‌ଗୁଡ଼ିକୁ ମଧ୍ୟ ଲଗାତାର ବୋମା ଧମକ ଦିଆଯାଉଛି। ସ୍କୁଲ ପ୍ରଶାସନ, ଶିଶୁ ଏବଂ ଅଭିଭାବକ ତଥା ପୋଲିସ ଚିନ୍ତିତ ଥିବା ଜଣାପଡିଛି। ଶୁକ୍ରବାର ପୁଣି ଦିଲ୍ଲୀ ସ୍କୁଲକୁ ଏକ ବୋମା ଧମକ ଆସିଛି। ଯେଉଁଥିରେ ସମସ୍ତେ…

କୁଲଗାମ୍ ଏନ୍‌କାଉଣ୍ଟରରେ ନିହତ ୫ ଆତଙ୍କବାଦୀଙ୍କ ମିଳିଲା ପରିଚୟ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଶ୍ରୀନଗର: ଗୁରୁବାର ଜମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା, ଯେଉଁଥିରେ ପାଞ୍ଚ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଏନ୍‌କାଉଣ୍ଟରରେ ନିହତ ୫ ଆତଙ୍କବାଦୀଙ୍କ ମିଳିଲା ପରିଚୟ। ଏହାସହ ଏନ୍‌କାଉଣ୍ଟର ସ୍ଥଳରୁ ବିପୁଳ…

ମହଙ୍ଗା ପଡିଲା ସାଂସଦଙ୍କ ବିଦ୍ୟୁତ୍‌ ଚୋରି: ପଡ଼ିଲା ୧.୯୧ କୋଟି ଫାଇନ୍‌

ଲକ୍ଷ୍ନୌ: ବିଦ୍ୟୁତ୍‌ ଚୋରି କରିବା ଜଣେ ସମାବବାଦୀ ସାଂସଦଙ୍କୁ ମହଙ୍ଗା ପଡ଼ିଛି। ସପା ସାଂସଦ ଜିଆଉ ରେହମାନଙ୍କ ଉପରେ ପଡ଼ିଛି ଫାଇନ୍‌। ବିଦ୍ୟୁତ ଚୋରି ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସମ୍ଭଲ ହିଂସାର ଅନ୍ୟତମ ଅଭିଯୁକ୍ତ ସମାଜବାଦୀ ପାର୍ଟି ସାଂସଦ ଜିଆଉ ରେହମାନ ବର୍କ ଏହି…

ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ, ୨୧ ତାରିଖ ଯାଏଁ ରାଜ୍ୟରେ ବର୍ଷା

ଭୁବନେଶ୍ୱର: ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଗାମୀ ଦୁଇ ଦିନ ବର୍ଷା ସମ୍ଭାବନା। ୨୧ ତାରିଖ ଯାଏ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ…

ଭୟଙ୍କର ଦୁର୍ଘଟଣା, ଜିଅନ୍ତା ଜଳିଗଲେ ୫ଜଣ, ୧୨ ଗୁରୁତର

ଜୟପୁର: ସକାଳୁ ସକାଳୁ ଭୟଙ୍କର ଦୁର୍ଘଟଣା । ଏକାସାଙ୍ଗରେ ଏକାଧିକ ଗାଡିରେ ଲାଗିଲା ନିଆଁ । ଜିଅନ୍ତା ଜଳିଗଲେ ୫ଜଣ । ରାଜସ୍ଥାନର ରାଜଧାନୀ ଜୟପୁରରେ ଘଟିଛି ଏହି ବଡ଼ ଧରଣର ଦୁର୍ଘଟଣା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ଦୁର୍ଘଟଣାରେ ୧୨ରୁ ଉର୍ଦ୍ଧ୍ଵ…

ମହାକୁମ୍ଭରେ ଡଙ୍ଗା ଚାଳକଙ୍କ ପାଇଁ ଖୁସି ଖବର, ବଢିଲା ଡଙ୍ଗା ଭଡା

ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆସନ୍ତା ଜାନୁୟାରୀ ୧୩ରୁ ଆରମ୍ଭ ହେବାକୁ ଯାଉଛି ମହାକୁମ୍ଭ ମେଳା । ଆଉ ଏହାରି ଭିତରେ ଡଙ୍ଗା ଚାଳକଙ୍କ ପାଇଁ ଆସିଛି ଖୁସି ଖବର । ଡଙ୍ଗା ଚାଳକଙ୍କ ଆୟ ବୃଦ୍ଧି କରିବାକୁ ଡଙ୍ଗା ଭଡା ୫୦ ପ୍ରତିଶତ ବୃଦ୍ଧି କରିଛନ୍ତି ମେଳା ପ୍ରଶାସନ । ଅତିରିକ୍ତ…

ମୁମ୍ବାଇ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ମୁମ୍ବାଇ: ମୁମ୍ବାଇ ବୋଟ୍‌ ଟ୍ରାଜେଡି । ମିଳିଲା ଆଉ ଜଣଙ୍କ ମୃତଦେହ । ସମୁଦ୍ରରୁ ଆଉ ଜଣଙ୍କ ମୃତ ଦେହ ଉଦ୍ଧାର କରିଛନ୍ତି କୋଷ୍ଟଗାର୍ଡ କର୍ମୀ । ମୃତକ ଜଣଙ୍କ ହେଉଛନ୍ତି ଜଣେ ୪୩ ବର୍ଷୀୟ ଯୁବକ । ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ଏବେ ୧୪କୁ ବୃଦ୍ଧି ପାଇଛି । ତେବେ ଏବେ ବି ଜଣେ ନାବାଳକ ନିଖୋଜ…

ଗୋଲାକାର ଅଣ୍ଡା ‘ଏକ ବିଲିୟନ’ରେ ହେଲା ବିକ୍ରି..

ନୂଆଦିଲ୍ଲୀ: ଅଣ୍ଡା ପ୍ରୋଟିନର ଉତ୍ସ ଭାବରେ ବିବେଚନା କରାଯାଏ । ବିଶେଷକରି ଶୀତ ଯେତିକି ପାଖେଇ ଆସୁଛି ଲୋକମାନେ ଅଣ୍ଡା ବ୍ୟବହାରକୁ ବଢାଇଥା’ନ୍ତି । ଅଣ୍ଡା ପ୍ରକୃତିରେ ଗରମ, ତେଣୁ ଶରୀରକୁ ଗରମ ରଖିବା ପାଇଁ ଲୋକମାନେ ଏହାକୁ ଶୀତଦିନେ ବେଶି ଖାଇଥାଆନ୍ତି । କିନ୍ତୁ ବର୍ତ୍ତମାନ ଏକ ନିଆରା…