ଦିନ ଗୋଟାଏ ପରେ ଖୋଲିବ ରତ୍ନଭଣ୍ଡାର: ଜଷ୍ଟିସ୍ ବିଶ୍ୱନାଥ ରଥ
ନୂଆଦିଲ୍ଲୀ: ଦିନ ୧ଟା ପରେ ଶୁଭ ସମୟ ଆସୁଛି ତେଣୁ ୧ଟା ପରେ ହିଁ ଖୋଲାଯିବ ରତ୍ନଭଣ୍ଡାର । ଏନେଇ ସୂଚନା ଦେଇଛନ୍ତି ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ । ଜଷ୍ଟିସ ରଥ କହିଛନ୍ତି ଯେ, ଯାହା ଆଶା କରୁଛୁ ଗୋଟାଏରୁ ସାଢ଼େ ଗୋଟାଏରେ ଖୋଲାଯିବ । ଚାବିରେ ଯଦି ତାଲା ନଖୋଲେ ତେବେ ତାଲା…