Latest Odisha News

BREAKING NEWS

ଫେବୃଆରୀରେ ଫେରିବେନି ସୁନୀତା

ନୂଆଦିଲ୍ଲୀ: ବଢୁଛି ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋରଙ୍କ ସଂକଟ। ଉଭୟ ଆସନ୍ତା ଫେବୃଆରୀରେ ପୃଥିବୀକୁ ଫେରିବା ନେଇ ଅନିଶ୍ଚିତତା ଦେଖାଦେଇଛି। ଉଭୟଙ୍କ ପ୍ରତ୍ୟାବର୍ତ୍ତନ ଆହୁରି ବିଳମ୍ବିତ ହୋଇପାରେ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି। ନାସା କହିଛି ଯେ ମାର୍ଚ୍ଚ ୨୦୨୫ ପୂର୍ବରୁ ସୁନୀତା…

ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଆଜି ବି ରେଡ୍‌

ସମ୍ବଲପୁର: ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଆଜି ବି ରେଡ୍‌ । ଦ୍ବିତୀୟ ଦିନରେ ପ୍ରମିଳାଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ଘରେ ରେଡ୍‌ । ୨୩୧ କୋଟି ଠକେଇ ଅଭିଯୋଗରେ ଚାଲିଛି ଇଡିର ରେଡ୍‌ । ସମ୍ବଲପୁରର ଦାନିପାଲିରେ ରେଡ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବିଶ୍ବ…

ବଢିବ ଶୀତ, ୪୮ ଘଣ୍ଟା ପରେ ରାଜ୍ୟରେ ପୁଣି କମିବ ତାପମାତ୍ରା

ଭୁବନେଶ୍ଵର: ସାରା ରାଜ୍ୟରେ ଜାରି ରହିଛି କୋହଲା ପାଗ ସାଙ୍ଗକୁ କୁହୁଡି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ରାଜ୍ୟରେ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି…

କାରକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌, ୫ ମୃତ, ୫ ଗୁରୁତର

ଲକ୍ଷ୍ନୌ: ମର୍ମନ୍ତୁଦ ସଡକ ଦୁର୍ଘଟଣା । କାରକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌ । ୫ ମୃତ, ୫ ଗୁରୁତର । ଶାହାଜାହାନପୁର ଜିଲ୍ଲା ମଦନପୁର ଥାନା ଅଞ୍ଚଳରେ ଦୁର୍ଘଟଣା । ଟ୍ରକ୍‌ ଡ୍ରାଇଭରକୁ ଅଟକ ରଖି ଛାନଭିନ୍‌ ଆରମ୍ଭ କରିଛି ପୋଲିସ । ସୂଚନା ଅନୁସାରେ, ଉତ୍ତରପ୍ରଦେଶର ଶାହାଜାହାନପୁରରେ…

ମୁମ୍ବାଇ ବୋଟ୍ ଦୁର୍ଘଟଣା: ଉଦ୍ଧାର ହେଲେଣି ୧୧୫ ଜଣ, ମିଳୁନି ୨ଜଣଙ୍କ ପତ୍ତା

ମୁମ୍ବାଇ: ମୁମ୍ବାଇ ନୌସେନା ବୋଟ୍ ଦୁର୍ଘଟଣାରେ ଏବେ ଯାଏଁ ଉଦ୍ଧାର ହେଲେଣି ୧୧୫ ଜଣ । ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ସୁଦ୍ଧା ୨ ଜଣ ନିଖୋଜ ଅଛନ୍ତି । ୧୩ ମୃତକଙ୍କ ମଧ୍ୟରେ ୩ ଜଣ ନୌସେନା କର୍ମଚାରୀ ଥିବା ବେଳେ ୧୦ ଜଣ ସାଧାରଣ ନାଗରିକ ଅଛନ୍ତି । ଗେଟ୍‌ୱେ ଅଫ୍…

୧୮ଟି ଓଟିଟି ପ୍ଲାଟଫର୍ମକୁ ବ୍ଲକ କଲେ କେନ୍ଦ୍ର ସରକାର, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଚଳିତ ବର୍ଷ କେନ୍ଦ୍ର ସରକାର ଅଶ୍ଳୀଳ, ଅସଭ୍ୟ ଏବଂ କେତେକ କ୍ଷେତ୍ରରେ ପର୍ଣ୍ଣୋଗ୍ରାଫିକ୍‌ କାର୍ଯ୍ୟକ୍ରମ ପ୍ରସାରଣ କରୁଥିବା ୧୮ଟି ଓଟିଟି ପ୍ଲାଟଫର୍ମକୁ ବନ୍ଦ କରିଛନ୍ତି । ଏନେଇ ଲୋକସଭାରେ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଏଲ ମୁଋଗନ ।…

ପୁଷ୍ପା-୨ରେ ଓଡ଼ିଆ ପୁଅ ସିଲଭର ଗାନ୍ଧୀଙ୍କ କମାଲ

ଭୁବନେଶ୍ବର: ଭାରତ ସିନେମା ଇତିହାସରେ ସମସ୍ତ ରେକର୍ଡ଼କୁ ଭାଙ୍ଗି ଇତିହାସ ସୃଷ୍ଟି କରି ଚାଲିଥିବା ଚଳଚ୍ଚିତ୍ର ପୁଷ୍ପା-୨ରେ ଅଭିନୟ କରିଛନ୍ତି ଓଡ଼ିଆ ପୁଅ । ସିଲଭର ଗାନ୍ଧୀ ଭାବରେ ପ୍ରସିଦ୍ଧ ମୋହନ ମହାପାତ୍ରଙ୍କର ବଳିଷ୍ଠ ଭୂମିକାକୁ କେନ୍ଦ୍ରକରି ଚର୍ଚ୍ଚା ଜୋର ଧରିଥିବା ଜଣାଯାଇଛି । ମୋହନ…

ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲା: ଆଉ ୩ ଏତଲାକାରୀ ଓହରିଲେ

ବ୍ରହ୍ମପୁର: ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଟଙ୍କା ଠକେଇ ମାମଲାରୁ ଓହରିଲେ ୩ ଜଣ ଏତଲାକାରୀ । ସାଂସଦ ପ୍ରଦୀପ ପାଣିଗ୍ରାହୀ କୌଣସି ଟଙ୍କା ନେଇ ନଥିବା ବ୍ରହ୍ମପୁର ଜେଏମ୍‌ଏଫ୍‌ସି କୋର୍ଟରେ ଏହି ତିନି ଜଣ କହିଛନ୍ତି । ପୂର୍ବରୁ ୨ ଜଣ ଏତଲାକାରୀ ଲକ୍ଷ୍ମୀଧର ନାୟକ ଓ ପ୍ରଭାତ କୁମାର…

ଆଫ୍ରିକାରେ ବ୍ୟାପୁଛି ରହସ୍ୟମୟ ଡିଙ୍ଗା ଡିଙ୍ଗା ରୋଗ

ନୂଆଦିଲ୍ଲୀ: ଆଫ୍ରିକାରେ ମଙ୍କିପକ୍ସ ଓ ଡିଜିଜ ଏକ୍ସ ବ୍ୟାପିବା ପରେ ଏବେ ଏକ ରହସ୍ୟମୟ ରୋଗ ବ୍ୟାପିବାରେ ଲାଗିଛି । ଏହି ରୋଗର ନାମ ଡିଙ୍ଗା ଡିଙ୍ଗା । ରୋଗୀ ଏଥିରେ ଆକ୍ରାନ୍ତ ହେଲେ ଶରୀରରେ ଏତେ ମାତ୍ରାରେ କମ୍ପନ ହୋଇଥାଏ ଯେ, ସେ ଏକପ୍ରକାର ନାଚିବାରେ ଲାଗିଥାଏ । ସେଥିପାଇଁ ଏହାର ନାମ…

ଦୁଷ୍କର୍ମ ଅଭିଯୁକ୍ତଙ୍କ ପାଇଁ ଆସୁ ଇଟାଲୀ ଭଳି ଆଇନ; ମୋଦିଙ୍କୁ ଅପିଲ୍ କଲେ ଅଭିନେତ୍ରୀ ପ୍ରୀତି ଜିଣ୍ଟା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ସୋସିଆଲ ମିଡିଆରେ ପ୍ରାୟତଃ ଆକ୍ଟିଭ ରହିଥାନ୍ତି। ବିଭିନ୍ନ ପ୍ରସଙ୍ଗରେ ଖୋଲାଖୋଲି ଭାବରେ ନିଜର ମତ ରଖିଥାନ୍ତି। ଦେଶରେ ବଢୁଥିବା ଯୌନ ଶୋଷଣ ଏବଂ ଦୁଷ୍କର୍ମ ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅପିଲ୍ କରି କହିଛନ୍ତି ଯେ…