Latest Odisha News

BREAKING NEWS

ପୁଣି ରାଜଧାନୀରେ ଲୁଟ୍‌: ବନ୍ଧୁକ ମୁନରେ ଲୁଟିନେଲେ ୬ ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର ସୁନା ଅଳଙ୍କାର

ଭୁବନେଶ୍ୱର : ରାଜଧାନୀରେ ମାତିଛି ଲୁଟେରାଙ୍କ ଆତଙ୍କ । ପୁଣି ଥରେ ବନ୍ଧୁକମୁନରେ ଲୁଟିଛନ୍ତି ସୁନା ଅଳଙ୍କାର। ଶତାବ୍ବୀ ନଗର ଅଞ୍ଚଳର ଜଣେ ବ୍ୟବସାୟୀଙ୍କଠାରୁ ଗତକାଲି ବିଳମ୍ବିତ ରାତିରେ ଲୁଟି ନେଇଛନ୍ତି ୬ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର । ଶତାବ୍ବୀ ନଗରରେ ଜୁଏଲରୀ ମାଲିକ ରାତିରେ…

୨୯ରୁ ମାଟ୍ରିକ ପରୀକ୍ଷା, ଆଜିଠୁ ନୋଡାଲ୍‌ ସେଣ୍ଟରକୁ ଯିବ ପ୍ରଶ୍ନପତ୍ର

ଭୁବନେଶ୍ୱର : ଆସନ୍ତା ୨୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଦଶମ ଶ୍ରେଣୀ ସମେଟିଭ୍‌ ଆସେସ୍‌ମେଣ୍ଟ୍‌-୨ ତଥା ମାଟ୍ରିକ ପରୀକ୍ଷା ସହ ମଧ୍ୟମା, ଷ୍ଟେଟ୍‌ ଓପନ୍‌ ସ୍କୁଲ୍‌ ସାର୍ଟିଫିକେଟ୍‌, କରେସପେଣ୍ଡେଣ୍ଟ୍‌ କୋର୍ସ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ। ଏହିସବୁ ପରୀକ୍ଷା ଲାଗି ଆଜିଠୁ…

୨୪ ଘଣ୍ଟାରେ ଦେଶରେ ୨,୪୫୧ କୋଭିଡ୍‌-୧୯ ଆକ୍ରାନ୍ତ; ୫୪ଜଣ ମୃତ

ଦିଲ୍ଲୀ:  ଶୁକ୍ରବାର ମଧ୍ୟ ଦେଶରେ ଦୈନିକ କରୋନା ଭାଇରସ୍ ସଂକ୍ରମଣ ସଂଖ୍ୟା ୨ ହଜାରରୁ ଅଧିକ ରହିଛି । ଗତକାଲି ନୂଆ ସଂକ୍ରମଣ ସଂଖ୍ୟା ୨,୦୬୭ ଥିଲା। ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଦିଲ୍ଲୀ, ହରିୟାଣା ଏବଂ ମିଜୋରାମରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ଜଣାପଡ଼ିଛି । କେନ୍ଦ୍ର…

ଜମ୍ମୁକଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର : ଜଣେ ଯବାନ ସହିଦ, ୪ ଆତଙ୍କବାଦୀ ନିପାତ

ଜମ୍ମୁ  : ଜମ୍ମୁରେ ବଡଧରଣ ଆତଙ୍କବାଦୀ ଆକ୍ରମଣ ହୋଇଛି । ମର୍ଣ୍ଣିଂ ସିଫ୍ଟରେ ଯାଉଥିବା ସିଆଇଏସଫର ଏକ ବସ ଉପରକୁ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଭୋର ୪ଟା ୨୫ରେ ହୋଇଥିବା ଏହି ଆକ୍ରମଣ ଫଳରେ ଏଏସଆଇ ଏସପି ପାଟିଲ ସହିଦ ହୋଇଥିବାବେଳେ ଅନ୍ୟ ୯ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ବସରେ ୧୫ ଜଣ…

ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ: ୨ ଯୁବକଙ୍କ ମୃତ୍ୟୁ, ଜଣେ ଗୁରୁତର

କୋରାପୁଟ: କୋରାପୁଟ ଜିଲ୍ଲା ଦାମନଯୋଡ଼ି ଥାନା ଅଂଚଳରେ  ହତ୍ୟାକାଣ୍ଡ ।  ଚୈତ୍ର ପର୍ବ ଚାଲିଥିବା ବେଳେ ୨ ସାହି ମଧ୍ୟରେ ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ହୋଇଛି। ସଂଘବଦ୍ଧ ଆକ୍ରମଣରେ ଦାମନଯୋଡ଼ି ଥାନା ସିନ୍ଧିପାର ଗାଁର ୨ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବାର ସୂଚନା…

କିମିଆ କଲା ଡ୍ରାଇଭର ପ୍ରେମ, ସ୍ୱାମୀକୁ ହଟାଇବାକୁ ସ୍ତ୍ରୀ ଯୋଗାଡ କରିଥିଲା ସୁପାରି କିଲର

ଭୁବନେଶ୍ୱର: ଅନୈତିକ ସମ୍ପର୍କର ଦୟନୀୟ ଚିତ୍ର। ଫିଟିଛି ଡ୍ରାଇଭର ପ୍ରେମରେ ପାଗଳ ପତ୍ନୀର ହତ୍ୟା ଷଡଯନ୍ତ୍ରର ଗୁମର। ମଞ୍ଚେଶ୍ୱର ରେଲୱେ ଇଞ୍ଜିନିୟରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଅଭିଯୁକ୍ତ ଡ୍ରାଇଭର ହୋଇଛି ଗିରଫ। ତାଳଚେରର ହାତତୋଟାର‌ ଅଶୋକ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଛି…

ଓଡ଼ିଶା ଗସ୍ତରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ; ବିଶାଖାପାଟଣା-କୋରାପୁଟର ସ୍ପେଶାଲ ପାସେଞ୍ଜର କରିବେ ଉଦଘାଟନ

ଭୁବନେଶ୍ୱର: ଶୁକ୍ରବାର ଓଡ଼ିଶା ଆସୁଛନ୍ତି ରେଳ, କମ୍ୟୁନିକେସନ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବିଭିନ୍ନ ପ୍ରକଳ୍ପ ଉଦଘାଟନ ସହ ସମୀକ୍ଷା କରିବେ ଅଶ୍ୱିନୀ । ବିଶାଖାପାଟଣା-କୋରାପୁଟ ଦୈନିକ ପାସେଞ୍ଜର ଉଦଘାଟନ କରିବେ । ଜୟପୁର-ମାଲକାନଗିରି ରେଳ ପ୍ରକଳ୍ପର ସମୀକ୍ଷା କରିବେ । ଏହା…

ଏପ୍ରିଲ ୨୪ରୁ ରାଜ୍ୟରେ ବଢ଼ିବ ଗରମ

ଭୁବେନେଶ୍ୱର : ଏପ୍ରିଲ୍ ୨୪ ତାରିଖ ପରେ ରାଜ୍ୟରେ ବଢ଼ିବ ଖରା । ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ତାତି ୪୩ ଡିଗ୍ରୀରୁ ୪୬ ଡିଗ୍ରୀ ସେଲ୍‌ସିୟସ୍ ମଧ୍ୟରେ ରହିବାର ସମ୍ଭାବନା ଥିବା ବେଳେ ଉପକୂଳ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ୍ ଉପରେ ରହିବାର ଆଶଙ୍କା କରାଯାଉଛି ।…

ଅସଲି ଏଟିଏମ ଲୁଟର ନକଲି ଷ୍ଟୋରୀ, ଟ୍ୱିନସିଟି ପୋଲିସ ମୁଖିଆଙ୍କ ମିଛ କାହାଣୀ

ଭୁବନେଶ୍ୱର: ସାମ୍ନାକୁ ଆସିଲା ପୋଲିସ କମିସନରଙ୍କ ମିଛ କାହାଣୀ। ଧରାପଡିଲା ଧଉଳି ଲିଙ୍ଗିପୁର ଏଟିଏମ ଲୁଟର ସତ କାହାଣୀ। ଅର୍ଥାତ ଭୁବନେଶ୍ୱର ଷ୍ଟେସନରୁ ଅପରାଧୀଙ୍କୁ ଧରି କମିସନର କହିଥିଲେ ଆଣିଛୁ ବାଙ୍ଗଲୋରରୁ ଧରି। ଏମିତି ଏକ ମିଛ କାହାଣୀର ଖୁଲାସା ହୋଇଛି। କୋର୍ଟକୁ କମିସନରେଟ ପୋଲିସ ଏହି…

କୋଠାବାଡି ଯୋଜନା ଅନୁମୋଦନ ପାଇଁ ତାଲିମ

ଭୁବନେଶ୍ୱର: ପୌର ସଂସ୍ଥା ଅଧିକାରୀମାନଙ୍କ ଦକ୍ଷତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଗୃହ ର୍ନିମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ତାଲିମ ଦିଆଯାଉଛି । କୋଠାବାଡି ଯୋଜନା ଅନୁମୋଦନ ତଥା ଅଣଯୋଜନାକୃତ ସହରୀ ବିକାଶକୁ ନିୟନ୍ତ୍ରିତ କରିବା ପାଇଁ ବିଭିନ୍ନ ଆଇନଗତ ତଥା ବୈଷୟିକ ଦିଗ ଗୁଡିକ ଉପରେ ବିଶେଷ…