ରତ୍ନବେଦୀକୁ ଫେରିବେ ନୀଳାମୟ, କାଲି ସଂଧ୍ୟାରୁ ସାଧାରଣ ଦର୍ଶନ ବନ୍ଦ
ପୁରୀ: ଜନ୍ମବେଦୀରେ ନୀଳା ସାରି ରତ୍ନବେଦୀ ବାହୁଡିବେ ତିନି ଠାକୁର । ଏଥିପାଇଁ ଦକ୍ଷିଣ ମୋଡ ନେଇ ସାରିଲେଣି ରଥ । ଆଜି ସକାଳେ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ ହୋଇଥିବା ବେଳେ ଗତକାଲି ଦର୍ପଦଳନ ଓ ତାଳଧ୍ୱଜ ରଥର ଦକ୍ଷିଣ ମୋଡ଼ ସରିଛି ।ରଥାରୁଢ ହୋଇ ବାହୁଡାଯାତ୍ରା କରି ପୁଣି ଶ୍ରୀମନ୍ଦିର…