Latest Odisha News

BREAKING NEWS

ନିଜ ଜୀବନ ସାଥୀକୁ ନେଇ ଖୁଲାସା କଲେ ରଶ୍ମିକା

ଚେନ୍ନାଇ: ଅଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ 'ପୁଷ୍ପା ୨: ଦ ରୁଲ୍' ର ସଫଳତା ପରେ ରଶ୍ମିକା ମନ୍ଦନା ଏବେ ଚର୍ଚ୍ଚାରେ। ତାଙ୍କୁ ନ୍ୟାସନାଲ  କ୍ରସ୍ ଭାବରେ ମଧ୍ୟ ପରିଚୟ ମିଳିଛି। ସେ ନିଜର ବ୍ୟକ୍ତିଗତ ଜୀବନ ପାଇଁ ପ୍ରାୟ ସମୟରେ ଚର୍ଚ୍ଚାରେ ଥାଆନ୍ତି। ତେବେ ତାଙ୍କ ନାମ ବର୍ତ୍ତମାନ ବିଜୟ…

ଉମର ଖାଲିଦଙ୍କୁ ମିଳିଲା ୭ ଦିନର ସର୍ତ୍ତମୂଳକ ଜାମିନ

ନୂଆଦିଲ୍ଲୀ: ଉମର ଖାଲିଦଙ୍କୁ ମିଳିଛି ଜାମିନ। ଦୀର୍ଘ ୪ ବର୍ଷ ହେଲା ଜେଲରେ ଥିବା ଜେଏନୟୁର ପୂର୍ବତନ ଛାତ୍ର ଉମର ଖାଲିଦଙ୍କୁ ଜାମିନ ମିଳିଛି। ଦିଲ୍ଲୀର ଏକ କୋର୍ଟ ତାଙ୍କୁ ୭ ଦିନ ପାଇଁ ଜାମିନ ପ୍ରଦାନ କରିଛନ୍ତି। ୨୦୨୦ ମସିହା ଦିଲ୍ଲୀ ଦଙ୍ଗା ଘଟଣା ପରେ ଖାଲିଦଙ୍କୁ ଗିରଫ କରାଯାଇଥିଲା। ତେବେ…

କାର୍‌ ଡିଲରସିପ୍‌ କରାଇଦେବାକୁ କହି ୪୦ ଲକ୍ଷ ଠକିଲେ ସାଇବର ଲୁଟେରା

କଟକ: କାର୍‌ ଡିଲରସିପ୍‌ କରାଇଦେବାକୁ କହି ଠକି ନେଲେ ୪୦ ଲକ୍ଷ ଟଙ୍କା। ପୁଣି ଡିମାଣ୍ଡ କରିଥିଲେ ଆଉ ୧୭ ଲକ୍ଷ ଟଙ୍କା। ଏହାପରେ ବଢିଥିଲା ସନ୍ଦେହ ବଢ଼ିଥିଲା। ଏମିତି ସାଇବର ଠକେଇ ଦେଖିବାକୁ ମିଳିଛି କଟକରେ। ଠକାମୀରେ ଶିକାର ହୋଇଥିବା ଜାଣିବା ପରେ ବ୍ୟକ୍ତି ଜଣଙ୍କ ସାଇବର ଥାନାର ଦ୍ୱାରସ୍ଥ…

ମୁମ୍ବାଇ ଲୋକାଲ୍ ଟ୍ରେନରେ ଉଲଗ୍ନ ହୋଇ ଚଢିଲେ ଯୁବକ, ଭିଡିଓ ଭାଇରାଲ

ମୁମ୍ବାଇ: ମଧ୍ଯ ରେଳବାଇର ଏସି ଲୋକାଲ ଟ୍ରେନର ଲେଡିଜ୍ କୋଚରେ ହଠାତ୍ ପଶିଯାଇଥିଲେ ଜଣେ ଉଲଗ୍ନ ବ୍ଯକ୍ତି। କମ୍ପାର୍ଟମେଣ୍ଟରେ ଉଲଗ୍ନ ପୁରୁଷକୁ ଦେଖି ମହିଳାମାନେ ପାଟି କରିବା ଆରମ୍ଭ କରିଦେଇଥିଲେ। ଚିତ୍କାର ଶୁଣି ପରବର୍ତ୍ତୀ ବଗିରେ ଉପସ୍ଥିତ ଥିବା ଟିସି ଆସିଥିଲେ। ଟିସି ଉକ୍ତ ବ୍ୟକ୍ତିଙ୍କୁ…

ଅଶ୍ୱୀନଙ୍କ ଅବସର ନେବା ନେଇ ଗାଭାସ୍କର ଅସନ୍ତୁଷ୍ଟ

ଗାବା: ମହାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟ ଅବସରରେ ହଠାତ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ତେବେ ତାଙ୍କର ଅବସର ନେବା ଟାଇମିଂକୁ ନେଇ ସୁନୀଲ ଗାଭାସ୍କର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ୨୦୧୪ରେ ମହେନ୍ଦ୍ର ସିଂ…

ମଣିଷକୁ ଛୁଇଁଲେ କାହିଁକି ଲାଗେ କରେଣ୍ଟ? କ’ଣ ରହିଛି ଏହା ପଛର କାରଣ..

ଭୁବନେଶ୍ବର: ଆପଣ ନିଶ୍ଚିତ ଭାବରେ ଅନେକ ଥର କରେଣ୍ଟ ସଂସ୍ପର୍ଶରେ ଆସିଥିବେ କିମ୍ବା କାହାକୁ କରେଣ୍ଟେ ଲାଗିଥିବା ବିଷୟରେ ଶୁଣିଥିବେ, କିନ୍ତୁ ଆପଣ କେବେ ଶୁଣିଛନ୍ତି କି କେବେ ଅନୁଭବ କରିଛନ୍ତି ଯେ, ହଠାତ୍ କାହାକୁ ଛୁଇଁବା ଦ୍ବାରା କରେଣ୍ଟ ଭଳି ଝଟକା ଲାଗିଥାଏ? ଶୀତଦିନେ ଏହା ଅଧିକ ହୁଏ ।…

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ୧୦୮ ଫୁଟ୍ ଉଚ୍ଚତାରେ ଉଡିଲା ଜାତୀୟ ପତାକା

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପ୍ରଶାସନିକ ଭବନ ଆଗରେ ଆଜି ୧୦୮ ଫୁଟ ଉଚ୍ଚତାର ଖମ୍ବ ଉପରେ ୨୫ ଫୁଟ୍ ଲମ୍ବ ଓ ୨୪ ଫୁଟ୍ ଓସାରର ଜାତୀୟ ପତାକା ଉତ୍ତୋଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ…

ଇମ୍ଫା-ଜେଏସଡବ୍ଲୁ ଗ୍ରିନ୍ ଏନର୍ଜି ମଧ୍ଯରେ ବୁଝାମଣା 

ଭୁବନେଶ୍ଵର: ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ୍ ଫେରୋ ଆଲୟଜ୍ ଲିମିଟେଡ୍ (ଇମ୍ଫା) ଏହାର ସ୍ମେଲଟର ଲାଗି ଅକ୍ଷୟ ଶକ୍ତି ସଂଗ୍ରହ କରିବା ନିମନ୍ତେ ଜେଏସଡବ୍ଲୁ ଏନର୍ଜି ସହ ଏକ ଯୌଥ ଉଦ୍ୟୋଗ ଘୋଷଣା କରିଛି। ଇମ୍ଫା ପକ୍ଷରୁ ଜେଏସଡବ୍ଲୁ ଗ୍ରିନ୍ ଏନର୍ଜି ୱାନ୍ ଲିମିଟେଡ୍ ଓ ଜେଏସଡବ୍ଲୁ ଗ୍ରିନ୍ ଏନର୍ଜି…

ଆସନ୍ତୁ ଜାଣିବା କାହିଁକି ଅଶ୍ୱୀନଙ୍କୁ କୁହାଯାଏ ସ୍ପିନ କିଙ୍ଗ

ଗାବା: ଭାରତର ମହାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ହଠାତ ଅବସର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛନ୍ତି । ୩୮ ବର୍ଷୀୟ ଅଶ୍ୱୀନ ପୂର୍ବରୁ ଏ ସମ୍ପର୍କରେ କାହାକୁ ସୂଚନା ଦେଇ ନ ଥିଲେ । ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟରରେ ଅଶ୍ୱୀନ ଏ ଭଳି କିଛି ସଫଳତା ହାସଲ କରିଛନ୍ତି ଯାହା ଫଳରେ…

‘ମିସ୍ ଇଣ୍ଡିଆ USA ୨୦୨୪’ ମୁକୁଟ ପିନ୍ଧିଲେ ଭାରତୀୟ ବଂଶଜ କ୍ୟାଟଲିନ୍ ସାନ୍ଦ୍ରା ନୀଲ

ମୁମ୍ଵାଇ: ମିସ୍ ଇଣ୍ଡିଆ USA ୨୦୨୪ ମୁକୁଟ ପିନ୍ଧିଲେ ଭାରତୀୟ ବଂଶଜ କ୍ୟାଟଲିନ୍ ସାନ୍ଦ୍ରା ନୀଲ। ମିସ୍ ଇଣ୍ଡିଆ USA ୨୦୨୪ ବିଜୟର ମୁକୁଟ ଭାରତୀୟ-ଆମେରିକୀୟ କ୍ୟାଟଲିନ୍ ସାନ୍ଦ୍ରା ନୀଲଙ୍କ ମୁଣ୍ଡରେ ପିନ୍ଧାଯାଇଛି। କ୍ୟାଟଲିନ୍ ଚେନ୍ନାଇରେ ଜନ୍ମଗ୍ରହଣ କରିଥିବା ଭାରତୀୟ ମୂଳ ଆମେରିକୀୟ…