ହାଇୱାକୁ ଧକ୍କା ଦେଲା ସ୍କୋର୍ପିଓ: ଦୁର୍ଘଟଣାରେ ପରିବାରର ୩ ମୃତ, ପୂର୍ବତନ ସରପଞ୍ଚଙ୍କ ସମେତ ୨ ଗୁରୁତର
କୋଇଡ଼ା: ସ୍କୋର୍ପିଓକୁ ଧକ୍କାଦେଲା ହାଇୱା। ଦୁର୍ଘଟଣାରେ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସୁନ୍ଦରଗଡ଼ା ଜିଲ୍ଲା କୋଇଡା ଥାନା ରେଙ୍ଗାଲବେଢ଼ା ଛକ ନିକଟ ଜାତୀୟ ରାଜପଥ ଠାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।
ସୂଚନା ଅନୁସାରେ ଗତକାଲି…