Latest Odisha News

BREAKING NEWS

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ଏବେ ବି ପାକିସ୍ତାନରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇନି ଷ୍ଟାଡିୟମ

କରାଚୀ: ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜିତ ହେବ । ଫେବୃୟାରୀ ୧୯ରୁ ଏହା ଆରମ୍ଭ ହେବ । ଭାରତ ଚାମ୍ପିୟନ୍ସ ଟ୍ରଫିର ସମସ୍ତ ମ୍ୟାଚ ଦୁବାଇରେ ଖେଳାଯିବ । ପାକିସ୍ତାନରେ ଲାହୋର, କରାଚୀ ଓ ରାୱଲପିଣ୍ଡିରେ ମ୍ୟାଚଗୁଡିକ ଖେଳାଯିବ । ଆଇସିସି ଏବେ ପାକିସ୍ତାନ ବୋର୍ଡକୁ…

ବ୍ୟାଙ୍କ ସାମନାରୁ ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କଠାରୁ ୫ ଲକ୍ଷ ଲୁଟ୍

ରାଉରକେଲା: ବ୍ୟାଙ୍କ ସାମନାରୁ ୫ ଲକ୍ଷ ଟଙ୍କା ଲୁଟ । ଜଣେ ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ଠାରୁ ହୋଇଛି ଲୁଟ। ସେ  ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇ ଫେରୁଥିବା ବେଳେ ଆଜି ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ଦୁଇ ଜଣ ଦୁର୍ବୃତ୍ତ ଲୁଟ କରିଛନ୍ତି। ରାଉରକେଲାର ସେକ୍ଟର ୧୯ ସ୍ଥିତ ଏସ୍‌ବିଆଇ…

ତିରୁପତିରେ ଦଳାଚକଟା; ଭାଇରାଲ ଭିଡିଓରୁ ଜାଣିଲି ପତ୍ନୀଙ୍କ ମୃତ୍ୟୁ ଖବର

ତିରୁପତି: ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିରରେ ଦଳାଚକଟା ଘଟଣାରେ ୬ ଜଣଙ୍କ ଜୀବନ ଯାଇଛି। ଏହି ଘଟଣାରେ ୪୦ ଜଣ ଆହତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ତିରୁପତି ସ୍ଥିତ ପ୍ରଭୁ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ବୈକୁଣ୍ଠ ଏକାଦଶୀ ପର୍ବ ଆରମ୍ଭ ହେବାକୁ ଯାଉଛି। ୧୦ ଦିନ ଧରି ଚାଲିବ ଏହି…

ଏଲନ ମକ୍ସଙ୍କ ବଡ ପ୍ରସ୍ତୁତି; ଏବେ ‘ଏକ୍ସ’ରେ ମିଳିବ ଏହି ସବୁ ସୁବିଧା

ନୂଆଦିଲ୍ଲୀ: ଏଲୋନ ମସ୍କ ଏବଂ ତାଙ୍କ କମ୍ପାନୀ 'ଏକ୍ସ' ସବୁବେଳେ ଖବରରେ ରହିଥାଆନ୍ତି । ଏବେ ପୁଣି ଥରେ 'ଏକ୍ସ' ଆଲୋଚନାର ବିଷୟ ପାଲଟିଛି । ମସ୍କ ଏବଂ ତାଙ୍କ ଟିମ୍ 'ଏକ୍ସ' ପ୍ଲାଟଫର୍ମରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି । ଖୁବ୍ ଶୀଘ୍ର 'ଏକ୍ସ' ରେ ''ଏକ୍ସ' ଟିଭି' ଏବଂ…

ଦଶ ବର୍ଷ ପର୍ଯ୍ୟନ୍ତ ଆପଣଙ୍କ ଘରକୁ ବିଦ୍ୟୁତ ଯୋଗାଇବ ଏହି ଅଣ୍ଡା!

ଆଜିକାଲି, ପ୍ରଯୁକ୍ତିବିଦ୍ୟା ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରୁଛି। ଏବେ ଏପରି ଏକ ଇଲେକ୍ଟ୍ରିକ୍ ଅଣ୍ଡା ତିଆରି ହୋଇଛି ଯାହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହା ଏପରି ଏକ ଅଣ୍ଡା ଯାହା ଏକ ସୂକ୍ଷ୍ମ ପରମାଣୁ ରିଆକ୍ଟର। ଯାହା ମାଧ୍ୟମରେ ଆପଣଙ୍କ ଘରେ ଦଶ ବର୍ଷ ପର୍ଯ୍ୟନ୍ତ ନିରନ୍ତର…

ପ୍ରକୃତିପ୍ରେମୀଙ୍କ ମନ ମୋହୁଛି ‘ଅଟେଇ ଜଙ୍ଗଲ ସଫାରୀ’

କେନ୍ଦୁଝର: ପିକନିକ୍ ଋତୁରେ କେଉଁଠିକୁ ବୁଲିଯବେ ବୋଲି ଚିନ୍ତାରେ ଅଛନ୍ତି କି । ତେବେ ଅଟେଇ ଜଙ୍ଗଲ ସଫାରୀ ମଜା ନେବାକୁ ଆସିଯାଆନ୍ତୁ କେନ୍ଦୁଝର ଜିଲ୍ଲାକୁ । ଘଟଗାଁ ମା’ ତାରିଣୀଙ୍କ ମନ୍ଦିର ଠାରୁ ପ୍ରାୟ ଚାରି କିଲୋମିଟର ଦୂରରେ ଏହା ଅବସ୍ଥିତ । ଅଟେଇ ଜଙ୍ଗଲର ସବୁଜିମା ପରିବେଶ, ଜୈବ…

ପୁଣି ଏକ ରୋମାଣ୍ଟିକ ଫିଲ୍ମରେ ନଜର ଆସିବେ ଲୋକପ୍ରିୟ ଯୋଡ଼ି ଆଦିତ୍ୟ-ଶ୍ରଦ୍ଧା

ମୁମ୍ବାଇ: ପ୍ରଥମ ଥର ପାଇଁ ଆଦିତ୍ୟ ରୟ କପୁର ଏବଂ ଶ୍ରଦ୍ଧା କପୁରଙ୍କୁ ୨୦୧୩ରେ ମୁକ୍ତିଲାଭ କରିଥିବା 'ଆଶିକୀ ୨'ରେ ଦେଖିବାକୁ ମିଳିଥିଲା। ଫିଲ୍ମ ରିଲିଜ୍ ହେବା ପରଠାରୁ, ଉଭୟ ଷ୍ଟାର ଲୋକଙ୍କ ପ୍ରିୟ ଅନ-ସ୍କ୍ରିନ୍ ଯୋଡ଼ି ପାଲଟି ଯାଇଛନ୍ତି। ତଥାପି, ଏହି ଫିଲ୍ମ ପରେ, ଦୁହେଁ ୨୦୧୭ରେ ଶାଦ…

ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ପର୍ଯ୍ୟଟନ କ୍ଷେତ୍ର ବୁଲିବେ ପ୍ରବାସୀ ଅତିଥି

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି। ଜନତା ମଇଦାନରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ ପାଳନ ଅବସରରେ ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଟ୍ରେନର ଶୁଭାରମ୍ଭ କରିଛନ୍ତି। ପ୍ରବାସୀ ଭାରତୀୟ…

ମହାକାଶରେ ସୁନିତା ୱିଲିୟମ୍ସ କରିବେ ସ୍ପେସ୍ ୱାକ୍: ଏହା କଣ ଏବଂ କେବେ କରାଯାଏ?

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ୍ ୱିଲମୋର ୨୦୦ ଦିନରୁ ଅଧିକ ସମୟ ଧରି ମହାକାଶରେ ଫସି ରହିଛନ୍ତି। ଏବେ ସୁନିତା ୱିଲିୟମ୍ସଙ୍କ ବିଷୟରେ ଖବର ଆସୁଛି ଯେ ସେ ମହାକାଶ ଷ୍ଟେସନରୁ ବାହାରକୁ ଯାଇ ସ୍ପେସ୍ ୱାକ୍ ବା ମହାକାଶରେ…

କେବଳ ୩ ହଜାର ଟଙ୍କାରେ ଆକାଶ ମାର୍ଗରୁ କରନ୍ତୁ ମହାକୁମ୍ଭ ମେଳାର ଦିବ୍ୟ ଦର୍ଶନ

ପ୍ରୟାଗରାଜ: ଜାନୁଆରୀ ୧୩ରୁ ମହାକୁମ୍ଭ ମେଳା ଆରମ୍ଭ ହେବ । ଏଥିପାଇଁ ପ୍ରସ୍ତୁତି ଦ୍ରୁତ ଗତିରେ ଆଗେଇ ଚାଲିଛି । ଏ ସମ୍ପର୍କରେ, ଉତ୍ତରପ୍ରଦେଶ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରୀ ଜୟବୀର ସିଂହ କୁମ୍ଭମେଳା କ୍ଷେତ୍ରର ସୁରକ୍ଷାକୁ ନେଇ ସମୀକ୍ଷା କରିଥିଲେ । ଏହି ସମୟରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ…