Latest Odisha News

BREAKING NEWS

କେବଳ ୩ ହଜାର ଟଙ୍କାରେ ଆକାଶ ମାର୍ଗରୁ କରନ୍ତୁ ମହାକୁମ୍ଭ ମେଳାର ଦିବ୍ୟ ଦର୍ଶନ

ପ୍ରୟାଗରାଜ: ଜାନୁଆରୀ ୧୩ରୁ ମହାକୁମ୍ଭ ମେଳା ଆରମ୍ଭ ହେବ । ଏଥିପାଇଁ ପ୍ରସ୍ତୁତି ଦ୍ରୁତ ଗତିରେ ଆଗେଇ ଚାଲିଛି । ଏ ସମ୍ପର୍କରେ, ଉତ୍ତରପ୍ରଦେଶ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରୀ ଜୟବୀର ସିଂହ କୁମ୍ଭମେଳା କ୍ଷେତ୍ରର ସୁରକ୍ଷାକୁ ନେଇ ସମୀକ୍ଷା କରିଥିଲେ । ଏହି ସମୟରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ…

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଦୁର୍ବଳ ନେତ୍ରୀ କହିଲେ କଙ୍ଗନା

ମୁମ୍ବାଇ: ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଦୁର୍ବଳ କହିଛନ୍ତି। କଙ୍ଗନା କହିଛନ୍ତି ଯେ ସେ ଏହି ବିଷୟରେ ବହୁତ ଗବେଷଣା କରିଛନ୍ତି ଏବଂ ଏହା ପରେ ହିଁ ସେ ଏହା କହୁଛନ୍ତି। କଙ୍ଗନା ରଣାୱତ ତାଙ୍କର ନୂତନ ଫିଲ୍ମ 'ଏମର୍ଜେନ୍ସି'ରେ…

କୁମ୍ଭମେଳା ପାଇଁ ଓଡ଼ିଶାରୁ ସ୍ଵତନ୍ତ୍ର ବସ୍‌: ମହିଳାଙ୍କୁ ମିଳିବ ୫୦% ରିହାତି

ଭୁବନେଶ୍ବର : ଉତ୍ତରପ୍ରଦେଶର ପ୍ରୟାଗରାଜରେ ହେବାକୁ ଥିବା ମହାକୁମ୍ଭ ମେଳା ପାଇଁ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରୁ ୮ଟି ବସ୍‌ ଗଡ଼ିବ। ଏଥିରେ ମହିଳାଙ୍କୁ ୫୦% ରିହାତି ମିଳିବା ନେଇ OSRTC ଅତିରିକ୍ତ ସଚିବ ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆସନ୍ତା ୧୩ ତାରିଖରୁ…

‘ସହଦେବ ନାୟକଙ୍କ ପରିବାରକୁ ୧ କୋଟି ସହାୟତା ସହ ତାଙ୍କ ପତ୍ନୀଙ୍କୁ ଚାକିରି ଦିଆଯାଉ’

ଭୁବନେଶ୍ୱର: ବୁଧବାର ଭୁବନେଶ୍ୱର ରସୁଲଗଡ ଫ୍ଲାଏଓଭରେ ଘଟିଥିବା ପୋଲିସ ମିତ୍ର ସହଦେବ ନାୟକଙ୍କ ବିଭତ୍ସ ହତ୍ୟାକାଣ୍ଡ ରାଜଧାନୀ ସମେତ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣା ଘଟିବାର ମାତ୍ର ଦଶ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି ପୋଲିସ । ତେବେ ଏହି ଘଟଣାରେ…

ଚଳିତବର୍ଷ ଭାରତ ବଜାରରେ ୧୪ଟି ବାଇକ୍ ଲଞ୍ଚ କରିବ ‘ଡୁକାଟୀ’

ନୂଆଦିଲ୍ଲୀ: ଚଳିତ ବର୍ଷ ଡୁକାଟୀ କରିବ ଦମଦାର ଏଣ୍ଟ୍ରି । ଇଟାଲୀୟ ଦୁଇ ଚକିଆ ନିର୍ମାତା କମ୍ପାନୀ ଡୁକାଟୀ(Ducati) ଭାରତୀୟ ବଜାରରେ ୧୪ଟି ମୋଟରସାଇକେଲ ଲଞ୍ଚ କରିବାକୁ ଯାଉଛି। ନୂତନ ମଡେଲଗୁଡିକର ଶୁଭାରମ୍ଭ ସହିତ ବାଇକ୍ କମ୍ପାନୀ ଏହାର ଡିଲର ନେଟୱାର୍କକୁ ବିସ୍ତାର କରିବାକୁ ଯାଉଛି ।…

୩୧ ଜାନୁଆରି ପର୍ଯ୍ୟନ୍ତ ଚାଲିବ ରାସନ କାର୍ଡ ଇ-କେୱାଇସି ଯାଞ୍ଚ: ମନ୍ତ୍ରୀ

ଭୁବନେଶ୍ବର: ଜାନୁଆରି ୩୧ ଇ-କେୱାଇସି ପାଇଁ ଶେଷ ତାରିଖ। ଧାର୍ଯ୍ୟ ହୋଇଥିବା ତାରିଖ ମଧ୍ୟରେ ରାସନ କାର୍ଡର ଇ-କେୱାଇସି ନ କ‌ଲେ କାର୍ଡ କଟିଯିବା ସହ ଆଉ ରାସନ ମିଳିବନି । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଯୋଗାଣ ମନ୍ତ୍ରୀଙ୍କ ସୂଚନା ଅନୁସାରେ ବର୍ତ୍ତମାନ…

‘ଶକ୍ତି ଶାଳିନି’ରେ କିଆରା ଆଡଭାନୀଙ୍କ ଏଣ୍ଟ୍ରି! 

ମୁମ୍ବାଇ: ସୁପରନାଚୁରାଲ କମେଡି ଫିଲ୍ମ 'ଶକ୍ତି ଶାଳିନି' ଚଳିତ ବର୍ଷ ଡିସେମ୍ବର ୩୧ ତାରିଖରେ ମୁକ୍ତିଲାଭ କରିବ। 'ସ୍ତ୍ରୀ' ଔର 'ଭେଡିଆ'ର ସଫଳତା ପରେ 'ଶକ୍ତି ଶାଳିନି' ହେଉଛି ମ୍ୟାଡକ୍ ଫ୍ରାଞ୍ଚାଇଜର ପଞ୍ଚମ ଫିଲ୍ମ। ତେବେ ରିପୋର୍ଟ ଅନୁଯାୟୀ ଫିଲ୍ମର ଲିଡ୍ ଅଭିନେତ୍ରୀଙ୍କୁ ମଧ୍ୟ ଚୂଡ଼ାନ୍ତ…

”ଇଣ୍ଡିଆ’ ମେଣ୍ଟର କୌଣସି ଅସ୍ଥିତ୍ୱ ନାହିଁ, ଏହାକୁ ଭାଙ୍ଗିଦେବା ଉଚିତ୍’: ଏପରି କାହିଁକି କହିଲେ…

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଇଣ୍ଡିଆ ମେଣ୍ଟ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଭାରତ ଗଠବନ୍ଧନ କେବଳ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଥିଲା ତେବେ ଏହାକୁ ଭାଙ୍ଗିଦେବା ଉଚିତ। ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଆଜି…

ସହଦେବ ନାୟକ ହତ୍ୟା ଘଟଣା: କ୍ରାଇମ ସିନ ରିକ୍ରିଏସନ କଲା ପୋଲିସ

ଭୁବନେଶ୍ବର: ରାଜଧାନୀର ରସୁଲଗଡ଼ ଓଭର ବ୍ରିଜ ନିକଟରେ ବୁଧବାର ସହଦେବ ନାୟକ ହତ୍ୟା ଘଟଣାରେ ବୁଧବାର ୩ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଏନେଇ ଆଜି କୋର୍ଟରେ ହାଜର କରିବ ପୋଲିସ । ଏହା ପୂର୍ବରୁ ଅଭିଯୁକ୍ତଙ୍କୁ ଧଉଳି ନିକଟ ଦୟା ନଦୀ ବ୍ରିଜ୍ ନିକଟକୁ ଆଣି କ୍ରାଇମ୍ ସିନ୍…

ଆଜି ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶା ଆସିବେ। ପ୍ରବାସୀ ଭାରତୀୟ ଦିବସରେ ଯୋଗଦାନ ପାଇଁ ରାଷ୍ଟ୍ରପତି ଆଜି ଅପରାହ୍ନରେ ଭୁବନେଶ୍ବରରେ ପହଞ୍ଚିବେ । ସୂଚନା ଅନୁସାରେ ରାଷ୍ଟ୍ରପତି ଅପରାହ୍ନ ୩  ଟାରେ ଗୁଆହାଟୀ ବିମାନ ବନ୍ଦରରୁ ବାୟୁସେନା ବିମାନ ଯୋଗେ ବାହାରି ଅପରାହ୍ଣ ୪ ଟା…