ମହୁଆଙ୍କ ନାଁରେ ଏଫଆଇଆର
ନୂଆଦିଲ୍ଲୀ: ମହୁଆ ମୋଇତ୍ରଙ୍କୁ ଝଟକା। ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମାଙ୍କ ଉପରେ ଅଭଦ୍ର ଟିପ୍ପଣୀ ଦେବା ଅଭିଯୋଗରେ ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ବିରୋଧରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ରବିବାର ଏଫଆଇଆର୍ କରିଛି। ନୂଆ ଫୌଜଦାରୀ ଆଇନର ଧାରା ୭୯(ଶବ୍ଦ, ଇସାରା କିମ୍ବା ହରକତ…