ଦାଦନ ଯନ୍ତ୍ରଣା: ଅଜାଙ୍କୁ ହତ୍ୟା ଓ ନାତିକୁ ଶାରୀରିକ ନିର୍ଯାତନା ଅଭିଯୋଗ
ନୂଆପଡ଼ା: ପୁଣି ନୂଆପଡ଼ା ଜିଲ୍ଲାରୁ ଦାଦନ ଯନ୍ତ୍ରଣାର କରୁଣ କାହାଣୀ ସାମ୍ନାକୁ ଆସିଛି । ପେଟପାଟଣା ପାଇଁ ଯାଇଥିବା ଶ୍ରମିକଙ୍କୁ ହତ୍ୟା କରିଥିବା ବେଳେ ଅନ୍ୟ ଶ୍ରମିକ ମାନଙ୍କୁ ବନ୍ଧକ ରଖି ଅକଥନୀୟ ନିର୍ଯାତନା ଦେଇଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି ଖଡ଼ିଆଳ ବ୍ଲକ ଗୋଡଧୁଆପଦର୍ ଗାଁରୁ।…