Latest Odisha News

BREAKING NEWS

୫ମିନିଟ୍ କରନ୍ତୁ ଧ୍ୟାନ: ମନ ଓ ମସ୍ତିଷ୍କ ସୁସ୍ଥ ରହିବ

ଭୁବନେଶ୍ବର: ଆଜିର ବ୍ୟସ୍ତବହୁଳ ଜୀବନରେ ମାନସିକ ସ୍ୱାସ୍ଥ୍ୟ ଅଧିକ ପ୍ରଭାବିତ ହୋଇଥାଏ | ଏପରି ପରିସ୍ଥିତିରେ, ପ୍ରତିଦିନ ୫ମିନିଟ୍ ଧ୍ୟାନ କରିବା ଦ୍ୱାରା ଆପଣଙ୍କୁ ମାନସିକ ଶାନ୍ତି ମିଳିଥାଏ | ଏହା ଆପଣଙ୍କ ମନୋବଳକୁ ଉନ୍ନତ କରିଥାଏ ଏବଂ ଆପଣଙ୍କୁ ଭଲ ଅନୁଭବ କରାଇଥାଏ | ଧ୍ୟାନ କରିବା…

କ୍ରିକେଟ, ଶୁଟିଂ, ଚେସରେ ସ୍ୱର୍ଣ୍ଣିମ ଅଧ୍ୟାୟ

ଆଖି ପିଛୁଳାକେ ୨୦୨୪ ହାତମୁଠାରୁ ଖସି ଯାଉଛି । ହାତଗଣତି ଦିନକ ପରେ ୨୦୨୫ ନୂଆ ଉନ୍ମାଦନା ନେଇ ପଂହଚିବ । ୨୦୨୪ରେ ଭାରତୀୟ କ୍ରୀଡା ପାଇଁ ଏକ ଭଲ ବର୍ଷ ଥିଲା କହିଲେ ଭୁଲ ହେବନି । ଟି୨୦ବିଶ୍ୱକପ, ଅଲିମ୍ପିକ ଓ ବିଶ୍ୱକପ ଚେସ ପରି ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଆୟୋଜିତ ହୋଇଛି । ଆଉ ଆମ…

ଭିଣୋଇର ପ୍ରେମ ନିବେଦନ ପ୍ରତ୍ଯାଖ୍ଯାନ କରିବାରୁ ମହିଳାଙ୍କୁ ୩ ଖଣ୍ଡ କରିଦେଲେ…

କୋଲକାତା: ଦକ୍ଷିଣ କୋଲକାତାର ଟଲିଗଞ୍ଜ ଅଞ୍ଚଳର ଏକ ଅଳିଆ ଆବର୍ଜନା ଗଦାରୁ ମିଳିଥିବା ମଣିଷ ମୁଣ୍ଡ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ମାମଲାରେ କୋଲକାତା ପୋଲିସ ମୃତ ୨୪ ପରଗନା ଜିଲ୍ଲାର ହୀରାଖଣ୍ଡ ହର୍ମୋରରୁ ମୃତକଙ୍କ ସମ୍ପର୍କୀୟ ଅତିଉର ରହମନ ଲସ୍କରଙ୍କୁ ଗିରଫ କରିଛି।…

ଦରମା ସଞ୍ଚୟ ଫର୍ମୁଲା : ବେତନର ୨୦% କରନ୍ତୁ ନିବେଶ

ନୂଆଦିଲ୍ଲୀ: ଲୋକମାନେ ଅଧିକରୁ ଅଧିକ ଟଙ୍କା ପାଇବାକୁ ଚାହାଁନ୍ତି ଯାହା ଦ୍ବାରା ସେମାନେ ଭଲ ଜୀବନଯାପନ କରିପାରିବେ। ଏଥିଲାଗି ଲୋକମାନେ ଦିନରାତି ପରିଶ୍ରମ କରନ୍ତି | ତଥାପି, ଅଧିକାଂଶ ଲୋକ ଏଥିରେ ସଫଳ ହେବାକୁ ସକ୍ଷମ ନୁହଁନ୍ତି, ଯାହାର କାରଣ ହେଉଛି ସେମାନଙ୍କର କମ୍ ଦରମା | ଯେଉଁମାନଙ୍କର…

ଫଡନାବିସଙ୍କ କ୍ୟାବିନେଟ୍ ସଂପ୍ରସାରଣ: ମନ୍ତ୍ରୀ ଭାବେ ଶପଥ ନେଲେ ୩୯ ବିଧାୟକ

ମୁମ୍ବାଇ: ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନାବିସଙ୍କ କ୍ୟାବିନେଟ୍ ସମ୍ପ୍ରସାରିତ ହୋଇଛି। ନାଗପୁରରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ବିଜେପି, ଶିବସେନା ଓ ଏନସିପି ମନ୍ତ୍ରୀମାନେ ଆଜି ଶପଥ ନେଇଛନ୍ତି। ସୂଚନା ଅନୁଯାୟୀ, ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଆଜି ୩୯ଜଣ ବିଧାୟକ ମନ୍ତ୍ରୀ ଭାବରେ ଶପଥ…

କାମ ଚାପ ସତ୍ବେ ପରିବାର ପାଇଁ ଚାକିରି ଛାଡିପାରୁନଥିଲେ, କାଟିଦେଲେ ହାତ ଆଙ୍ଗୁଠି.

ସୁରଟ: ଗୁଜୁରାଟର ସୁରଟରେ ଜଣେ ବ୍ୟକ୍ତି କାମ ଚାପରୁ ରକ୍ଷା ପାଇବା ପାଇଁ ନିଜ ହାତ ଆଙ୍ଗୁଠି କାଟି ଦେଇଛନ୍ତି। ଏହା ପରେ ବ୍ୟକ୍ତି ଜଣକ ପୋଲିସରେ ଅଭିଯୋଗ କରିଥିଲେ ଯେ ତାଙ୍କ ଆଙ୍ଗୁଠି ଗାଏବ ହୋଇଯାଇଛି। ଯାହା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପୋଲିସର ସୂଚନା ଅନୁଯାୟୀ, ଗୁଜୁରାଟର…

ନୂଆ କ୍ୟାବିନେଟରେ ସ୍ଥାନ ମିଳିଲାନି, ନିଜ ପଦବୀରୁ ଇସ୍ତଫା ଦେଲେ ବିଧାୟକ ନରେନ୍ଦ୍ର ଭୋଣ୍ଡେକର

ମୁମ୍ବାଇ: ବହୁ ଚର୍ଚ୍ଚା ପରେ ରବିବାର ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନାବିସଙ୍କ କ୍ୟାବିନେଟ୍ ସମ୍ପ୍ରସାରଣ ହୋଇଛି। ବିଜେପି, ଶିବସେନା ଓ ଏନସିପି ନେତାମାନେ ମନ୍ତ୍ରୀଭାବରେ ଶପଥ ନେଇଛନ୍ତି। ଏହି ଶପଥ ଗ୍ରହଣ ସମାରୋହ ନାଗପୁରରେ ଆୟୋଜିତ ହୋଇଥିଲା। ମହାରାଷ୍ଟ୍ରରେ ରବିବାର ମନ୍ତ୍ରୀମଣ୍ଡଳ…

ଏକତରଫା ପ୍ରେମର କରୁଣ ପରିଣତି; ହୋଟେଲ ଛାତରୁ ଡେଇଁଲେ ଯୁବକ

ଭୁବନେଶ୍ବର: ଏକ ତରଫା ପ୍ରେମର କରୁଣ ପରିଣତି । ହୋଟେଲ ଛାତରୁ ଡେଇଁ ମହିଳାଙ୍କ ପାଇଁ ଜୀବନ ହାରିଲେ ଯୁବକ । ଓୟୋ ହୋଟେଲ ପଛପଟୁ ମିଳିଲା ଯୁବକଙ୍କ ମୃତଦେହ । ମୃତକ ଯୁବକ ଜଣକ ହେଲେ ଦୀପକ ନାୟକ । ତାଙ୍କ ଘର ନୟାଗଡ ଜିଲ୍ଲାରେ ବୋଲି ଜଣାପଡିଛି । ଖବର ମୁତାବକ, ଦୀପକ ନାୟକ ଭୁବନେଶ୍ବରରେ…

ସୈନିକ ସ୍କୁଲ-ଓଏମସିର ମାରାଥନ: ସିନିୟର ବିଭାଗରେ ବି.ପ୍ରସାଦ ଦୋରା ବିଜେତା

ଭୁବନେଶ୍ବର: ସୈନିକ ସ୍କୁଲ ଏବଂ ଓଏମସିର ମିଳିତ ଆନୁକୂଲ୍ୟରେ ରବିବାର ଅଷ୍ଟମ ବିଜୁ ମାରାଥନ ଅନୁଷ୍ଠିତ ହୋଇଯାଇଛି । କମୋଡ଼ର ମହେଶ ରହଙ୍ଗଡ଼ାଲେ, ଡ଼େପୁଟୀ ଡ଼ାଇରେକ୍ଟର ଜେନେରାଲ, ଏନ୍.ସି.ସି, ନାଇରେକ୍ଟୋରେଟ୍, ଓଡ଼ିଶା, କର୍ଣ୍ଣଲ୍ ବାଲୁଭରତ, ପ୍ରିନ୍ସିପାଲ, ସୈନିକସ୍କୁଲ ଓ ମଧୁସୂଦନ ପାଢ଼ି…

ଘଟଗାଁ ମା’ ତାରିଣୀ ମନ୍ଦିରରେ ଦୀପ ନିଆଁରେ ଜଳିଗଲେ ମହିଳା ଶ୍ରଦ୍ଧାଳୁ

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ତାରିଣି ମନ୍ଦିରରେ ଆଜି ଏକ ଅଘଟଣ ଘଟିଛି । ଦୀପ ଷ୍ଟାଣ୍ଡରେ ଦୀପ ଜାଳୁଥିବା ବେଳେ ଜଣେ ମହିଳାଙ୍କ ଶାଢ଼ୀରେ ନିଆଁ ଲାଗିଯିବାରୁ ମହିଳା ଜଣଙ୍କ ଗୁଗୁରୁତର ହୋଇଛନ୍ତି । ତାଙ୍କୁ ପ୍ରଥମେ ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର…