Latest Odisha News

BREAKING NEWS

କୋଲେଷ୍ଟ୍ରଲ ଏବଂ ବ୍ଲଡ ସୁଗାରକୁ ନିୟନ୍ତ୍ରଣ କରିବ ‘ଅଳସୀ ମଞ୍ଜି’

ଭୁବନେଶ୍ବର: ହଜାର ହଜାର ବର୍ଷ ଧରି ଭାରତରେ ଆୟୁର୍ବେଦିକ ଔଷଧରେ ଅଳସୀ ମଞ୍ଜି (ଫ୍ଲେକ୍ସସିଡ୍) ବ୍ୟବହାର କରାଯାଏ | ମଞ୍ଜି, ତେଲ, ପାଉଡର, ବଟିକା, କ୍ୟାପସୁଲ ଏବଂ ଅଟା ଆକାରରେ ଅଳସୀ ଉପଲବ୍ଧ | କୋଷ୍ଠ କାଠିନ୍ୟ, ମଧୁମେହ, ଉଚ୍ଚ କୋଲେଷ୍ଟ୍ରଲ, ହୃଦ ରୋଗ, କର୍କଟ ଏବଂ ଅନ୍ୟାନ୍ୟ ରୋଗକୁ ରୋକିବା…

ପାରାସିଟାମଲ୍ ଖାଉଥିଲେ ସାବଧାନ, ହୋଇପାରେ ହାର୍ଟ ଓ କିଡନୀ ସମସ୍ୟା

ନୂଆଦିଲ୍ଲୀ: ପାରାସିଟାମଲ ସମ୍ବନ୍ଧରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ ଏହାକୁ ଦୀର୍ଘ ସମୟ ଧରି ବ୍ୟବହାର କରିବା ଦ୍ବାରା ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇପାରେ। ଏହି ଔଷଧ ଖାଇବା ଦ୍ୱାରା ପାକସ୍ଥଳୀ, ହୃଦଘାତ, ଉଚ୍ଚ ରକ୍ତଚାପ,…

‘ପୁଷ୍ପା-୨’ ଫିଲ୍ମର ସ୍କ୍ରିନିଂ ସମୟରେ ଦଳାଚକଟା; ଭେଣ୍ଟିଲେଟରରେ ୮ ବର୍ଷର ବାଳକ, ପୂର୍ବରୁ…

ହାଇଦ୍ରାବାଦ: ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଅଭିନେତା ଅଲୁ ଅର୍ଜୁନଙ୍କ ଫିଲ୍ମର ସ୍କ୍ରିନିଂ ସମୟରେ ହୋଇଥିବା ଦଳା ଚକଟାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ତେବେ ଏହି ଦୁର୍ଘଟଣାରେ ଆହତ ହୋଇଥିବା ତାଙ୍କ ପୁଅ ବର୍ତ୍ତମାନ ଭେଣ୍ଟିଲେଟରରେ ଥିବା ଜଣାପଡିଛି। ସୂଚନା ଅନୁଯାୟୀ, ୮ ବର୍ଷର…

ପ୍ରକୃତି କୋଳରେ କିଛି ସମୟ ବିତାଇବାକୁ ଏଥର ଯିବା ଦେଓଝର…

ଭୁବନେଶ୍ଵର: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଓଡ଼ିଶା । ପ୍ରକୃତି ତା’ର ସମସ୍ତ ସୌନ୍ଦର୍ଯ୍ୟ ଯେପରି ଓଡ଼ିଶା ଉପରେ ଅଜାଡ଼ି ଦେଇଛି । ଯାହା ନଦେଖିଲେ ଆଖିକୁ ବିଶ୍ୱାସ ହେବନାହିଁ । ପର୍ଯ୍ୟଟନ ଋତୁର ଆଗମନରେ ପୁରୁଣା ବର୍ଷର କିଛି ସ୍ମୃତି ସାଉଁଟିବା ପାଇଁ ନୂଆ ବର୍ଷକୁ ସ୍ୱାଗତ କରିବାକୁ ଲୋକେ…

ଅସ୍ଵାଦ ଚା’ ପାଇଁ ୧୬୯ ଟଙ୍କା: କାହିଁକି ଏପରି କହିଲେ ସିଙ୍ଗାପୁର ହାଇ କମିଶନର

ନୂଆଦିଲ୍ଲୀ: ସିଙ୍ଗାପୁରର ହାଇ କମିଶନର ସାଇମନ୍ ୱଙ୍ଗ ଗୁରୁଗ୍ରାମର ଏକ କାଫେରେ ତାଙ୍କୁ ଦିଆଯାଇଥିବା ଚା’କୁ ଅସ୍ୱାଦ ବୋଲି କରିଛନ୍ତି। ଇନଷ୍ଟାଗ୍ରାମରେ ପୋଷ୍ଟ କରି ସାଇମନ୍ ୱଙ୍ଗ କହିଛନ୍ତି ଯେ, ଏକ କପ୍ ଅସ୍ଵାଦ ଚା ପାଇଁ ସେ କାଫେ ମୋ ଠାରୁ ୧୬୯ ଟଙ୍କା ନେଇଛନ୍ତି । ସେ ଚା’ ପୁଣି ଏକ ମାଟି…

ବ୍ୟସ୍ତ ବହୁଳ ଜୀବନ ଭିତରେ ଏହି ପ୍ରକାରର ଖାଦ୍ୟ ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ଵର: ଅଧିକ ମସଲା ଯୁକ୍ତ ଖାଦ୍ୟ, ଅତ୍ଯଧିକ ଫ୍ରାଏ ବା ଭଜା ହୋଇଥିବା କିମ୍ବା ଫାଷ୍ଟ୍ ଫୁଡ୍ ଆମ ଶରୀର ପାଇଁ କେତେ କ୍ଷତିକାର ତାହା ଆମ ସମସ୍ତଙ୍କୁ ଜଣା । ତଥାପି ଅଧିକାଂଶ ଲୋକ ଏହି ଅଭ୍ୟାସରୁ ବାହାରିପାରି ନଥାନ୍ତି । ଯଦି ଆପଣ ମଧ୍ୟ ଏହି ଅଭ୍ୟାସରେ ଅଛନ୍ତି ତେବେ ସତର୍କ ହୋଇଯାଆନ୍ତୁ…

ଛୁଟି ଦିନରେ ଘରେ ବନାନ୍ତୁ ଏହି ସୁସ୍ଵାଦୁ ଖାଦ୍ୟ, ନିଅନ୍ତୁ ମଜା…

ଭୁବନେଶ୍ଵର: ପିଲାମାନଙ୍କୁ ସବୁବେଳେ ବାହାରର ଭଳିକି ଭଳି ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ଭଲ ଲାଗେ।  ସଂଧ୍ୟା ସମୟରେ ‘ଚା’ ସହ କିଛି ସ୍ନାକ୍ସ ହୋଇଗଲେ ଖାଇବାର ମଜା ଦୁଇ ଦୁଣ ବଢିଯାଏ । ଘରେ ଛୋଟପିଲାମାନେ ମଧ୍ୟ ସ୍ନାକ୍ସ ଖାଇବା ପାଇଁ ବେଶୀ ପସନ୍ଦ କରନ୍ତି । ଆଜି ଆମେ ଆପଣଙ୍କୁ ଏକ ଟେଷ୍ଟି…

ଗଡାଣିଆ ରାସ୍ତାରେ ଚାଲିବା ଶିଖୁଛି ଟେସଲାର ରୋବଟ୍, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଆଜିର ଯୁଗରେ, ଟେକ୍ନୋଲୋଜିରେ କ୍ରମାଗତ ଭାବରେ ଉନ୍ନତି ହେଉଛି | କିଛି ସମୟ ପୂର୍ବରୁ ଅସମ୍ଭବ ମନେ ହେଉଥିବା କାର୍ଯ୍ୟଗୁଡ଼ିକ ଆଜି ଟେକ୍ନୋଲୋଜିର ବିକାଶ ହେତୁ ଶୀଘ୍ର ହେଇପାରୁଛି | ସେହିଭଳି ରୋବୋଟିକ୍ସ କ୍ଷେତ୍ରରେ ଉନ୍ନତି ଆସିଛି | ସମ୍ପ୍ରତି, ଟେସଲାର ଅପ୍ଟିମସ୍ ରୋବଟର ଏକ…

‘ବିଜେପି ହଜିଗଲାଣି’, ୭୦ ସିଟ୍ ପାଇଁ ପ୍ରାର୍ଥୀ ଦେଇ ବର୍ଷିଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଏବେ ସରଗରମ ରହିଛି ଦିଲ୍ଲୀ ରାଜନୀତି । ମୁଣ୍ଡ ଉପରେ ଜାତୀୟ ରାଜଧାନୀର ବିଧାନସଭା ନିର୍ବାଚନ । ଯାହାକୁ ନେଇ ଆଜି ଦିଲ୍ଲୀର ଶାସକ ଦଳ ଆମ ଆଦମି ପାର୍ଟି ପକ୍ଷରୁ ବିଧାନସଭା ନିର୍ବାଚନ ପାଇଁ ୩ୟ ଥର ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି । ଯେଉଁଥିରେ ମୋଟ ୩୮ ସିଟରେ ନିଜର…

ଟ୍ରେନରୁ ଖସିପଡି ଦୁଇ ମହିଳା ମୃତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଅଘଟଣ । ଚିକିଟି ବ୍ଲକ ପିତାତଳି ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ଦୁଇ ଜଣ ମହିଳା ଆଜି ଟ୍ରେନ୍ ରେ କଟି ମୃତ୍ୟୁ ବରଣ କରିଛନ୍ତି । ସେମାନେ ଜଗନ୍ନାଥପୁର ସ୍କୁଲରେ ପାଚିକା ସହାୟିକା ଭାବେ କାର୍ଯ୍ୟ କରୁଥିଲେ । ମୃତ ପାଚିକା ସହାୟିକା ଦ୍ୱୟ ହେଉଛନ୍ତି ପାର୍ବତୀ ଗୌଡ଼ ଓ…