Latest Odisha News

BREAKING NEWS

ରାୟଗଡ଼ା ଚନ୍ଦ୍ରପୁର ତହସିଲଦାର ବିଚିତ୍ରାନନ୍ଦ ନାୟକ ଗିରଫ

ରାୟଗଡା: ଗିରଫ ହେଲେ ରାୟଗଡ଼ା ଚନ୍ଦ୍ରପୁର ତହସିଲଦାର ବିଚିତ୍ରାନନ୍ଦ ନାୟକ । ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ । ତହସିଲଦାର ଲାଞ୍ଚ ନେଉଥିବା ଜାଣି ପିଛା କରିଥିଲା ଭିଜିଲାନ୍ସ ଟିମ୍‌ । ଚନ୍ଦ୍ରପୁର-ମୁନିଗୁଡ଼ା ରାସ୍ତାର ଡାଙ୍ଗସରଡ଼ା ଠାରେ ବିଚିତ୍ରାନନ୍ଦଙ୍କୁ…

କେମିତି ଆରମ୍ଭ ହେଲା ରଥଯାତ୍ରା, କଣ ରହିଛି ଏହାର ପୌରାଣିକ ଗାଥା

ଭୁବନେଶ୍ଵର: ଓଡିଶାର ଅନନ୍ୟ ପରମ୍ପରା ରଥଯାତ୍ରା । ମାନବୀୟ ଲୀଳାଖେଳା କରୁଥିବା ଜାତିର ଆରାଧ୍ୟ ଦେବତା ଜଗତର ନାଥ ଜଗନ୍ନାଥ ବଡ ଭାଇ ବଳଭଦ୍ର ଏବଂ ଗେହ୍ଲୀ ସାନ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ବର୍ଷକୁ ଥରେ ବୁଲିଯାଆନ୍ତି ମାଉସୀ ମା ଘରକୁ । ଏହି ଦିନ ତିନି ରଥରେ ବିଜେ କରନ୍ତି ତିନି ଠାକୁର…

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି, ଆସନ୍ତାକାଲି ରଥଯାତ୍ରାରେ ହେବେ ସାମିଲ

ଭୁବନେଶ୍ଵର: ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭାରତୀୟ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ଵରରେ ପହଞ୍ଚିଲେ ମହାମହିମ । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ମହାମହିମ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଛନ୍ତି ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,…

ଜିମ୍ବାୱେ ବିପକ୍ଷ ପ୍ରଥମ ଟି୨୦ରେ ବିଶ୍ୱ ରେକର୍ଡ କଲେ ଖଲୀଲ

ହରାରେ: ଜିମ୍ବାୱେ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ ଅବସରରେ ଭାରତର ବାମହାତୀ ପେସ ବୋଲର ଖଲୀଲ ଅହମ୍ମଦ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୧୧୬ ରନର ବିଜୟ ଲକ୍ଷ୍ୟ ଭାରତ ସମ୍ମୁଖରେ ରଖିଛି । ଭାରତ ପକ୍ଷରୁ ରବି ବିଶ୍ନୋଇ ସର୍ବାଧିକ ୪ଟି ୱିକେଟ…

ବିପୁଳ ପରିମାଣର କଫସିରପ୍ ଏବଂ ନିଶା ଇଞ୍ଜେକସନ ଜବତ, ଜଣେ ଗିରଫ

ବରଗଡ଼:  ଆକ୍ସନ ମୋଡରେ ବରଗଡ଼ ଟାଉନ ଥାନା ପୋଲିସ । ବରଗଡ଼ ସହରରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ହେବା ସହ ଯୁବଗୋଷ୍ଠୀ ପଥଭ୍ରଷ୍ଟ ହେଉଛନ୍ତି । ବର୍ତମାନ ସମୟରେ ନିଶାଖୋର ମାନଙ୍କ ପେଣ୍ଠ ସ୍ଥଳୀ ପାଲଟିଛି ବରଗଡ ସହର । ଏପରି ସ୍ଥିତିରେ ବରଗଡ଼ ପୋଲିସ ଏବଂ ପ୍ରଶାସନ ଏହା ଉପରେ ଅଙ୍କୁଶ…

ମାଇକେଲ ଭନଙ୍କୁ କଡା ଜବାବ ଦେଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ: ଭାରତ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ଟି୨୦ ବିଶ୍ୱକପ ୨୦୨୪ର ଟାଇଟଲ ହାସଲ କରିଛି । ଅବଶ୍ୟ ଏହି ବିଜୟ ଅନେକଙ୍କୁ ହଜମ ହେଉ ନାହିଁ । ସୂର୍ଯ୍ୟକୁମାର ଯାଦବଙ୍କ କ୍ୟାଚ ନେଇ ସୋସିଆଲ ମିଡିଆରେ ଭୂଲ ତଥ୍ୟ ପରିବେଷଣ କରାଯିବା ପରେ ଏବେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ…

ମାସୁଦ ପେଜେଶକିଆନ ଇରାନର ନୂଆ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଇରାନ ରାଷ୍ଟ୍ରପତି ନିର୍ବାଚନରେ କଠୋରପନ୍ଥୀ ଇସଲାମିଷ୍ଟଙ୍କୁ ଜବରଦସ୍ତ ଝଟକା ଲାଗିଛି । ନିର୍ବାଚନରେ ବାଜି ମାରିନେଇଛନ୍ତି ସଂସ୍କାରବାଦୀ ମାସୁଦ ପେଜେଶକିଆନ । କଠୋରପନ୍ଥୀ ପ୍ରାର୍ଥୀ ସଇଜ ଜଲିଲିଙ୍କୁ ହରାଇ ନୂଆ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ଜଣେ ସଂସ୍କାରବାଦୀ ଓ…

ଟିଏମସି ନେତାଙ୍କ ବିବାଦୀୟ ବୟାନ

ଭୁବନେଶ୍ବର: ପଶ୍ଚିମବଙ୍ଗ ରାଜଧାନୀ କୋଲକାତା ମେୟରଙ୍କ ବିବାଦୀୟ ବୟାନ । ଟିଏମସି ନେତା ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ନିକଟତମ କୁହାଯାଉଥିବା ଫିରହାଦ ହକିମଙ୍କ ବୟାନକୁ ନେଇ ବଢିଲା ରାଜନୈତିକ ପାରଦ । ଅଣମୁସଲିମଙ୍କୁ ହତଭାଗା କହି ବଡ ବିବାଦ ସୃଷ୍ଟି କରିଛନ୍ତି ହକିମ…

କିଏ ନିର୍ମାଣ କରିଛି କୁସୁମା ବଙ୍ଗଳା ?

ଭୁବନେଶ୍ବର: ଯାଜପୁର କୁସୁମା ପୋଖରୀ ନିକଟରେ ଥିବା ବିଳାସମୟ ବଙ୍ଗଳାକୁ ନେଇ ବଢୁଛି କନଫ୍ୟୁଜନ୍ । କିଏ ନିର୍ମାଣ କରିଛି କୁସୁମା ବଙ୍ଗଳା? ସରକାରୀ ଜମି ଉପରେ ଥିବା ବଙ୍ଗଳା ପାଇଁ କେଉଁ ବିଭାଗ ପକ୍ଷରୁ ଅର୍ଥ ବ୍ୟୟ କରାଯାଇଛି ? ପ୍ରଥମେ ଯାଜପୁର ପୌରପାଳିକା ପକ୍ଷରୁ କୁସୁମାରେ ରହିଥିବା ୯ଟି…

ଅନାବଶ୍ୟକ ଚିକିତ୍ସା ପରାମର୍ଶ ଦେଇ ଅଡୁଆରେ ସାମନ୍ଥା ରୁଥ

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୂ ଅନାବଶ୍ୟକ ଚିକିତ୍ସା ପରାମର୍ଶ ଦେଇ ଏବେ ଅଡୁଆରେ ପଡିଛନ୍ତି । ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି । ସାମନ୍ଥା କହିଥିଲେ ଯେ, ଭାଇରାଲ ଇନଫେକଶନ ପାଇଁ ହାଇଡ୍ରୋଜେନ ପେରୋକ୍ସସାଇଡ ନେବୁଲାଇଜେଶନ କରିବାକୁ ପରାମର୍ଶ…